ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବନ୍ଦେଉତ୍କଳ ଜନନୀ ଏବେ ରାଜ୍ୟ ସଂଗୀତ
କାଲିଠୁ ଅନ୍ଲକ୍-୧.୦
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ଖୋଲିଲା ସ୍କୁଲ: ଗେଟ୍ରେ ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଗିଫ୍ଟ ଆକାରରେ ମିଳିଲା ସାନିଟାଇଜର୍
କୀର୍ତ୍ତିରାଜି ଖୋଲିବା ନେଇ କେନ୍ଦ୍ରର ଅନୁମତି ପରେ ରାଜ୍ୟର ସ୍ପଷ୍ଟୀକରଣ, କାଲିଠୁ କୌଣସି ଧର୍ମାନୁଷ୍ଠାନ ନ ଖୋଲିବାକୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି, ଜୁନ୍ ୩୦ ତାରିଖ ଯାଏଁ ନ ଖୋଲିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିଜ୍ଞପ୍ତି
କାଲିଠୁ ଦେଶରେ ପ୍ରମୁଖ କୀର୍ତ୍ତିରାଜି ଖୋଲିବା ନେଇ କେନ୍ଦ୍ରର ପ୍ରେସ୍ ରିଲିଜ, ASI ଅଧୀନ ଦେଶର ୮୨୦ଟି କୀର୍ତ୍ତିରାଜି ଖୋଲିବ, ତାଲିକାରେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ସମେତ ଓଡ଼ିଶାର ୪୬ଟି କୀର୍ତ୍ତିରାଜି ରହିଛି
ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ସୋସିଆଲ୍ ମିଡିଆରେ ଏମିତି ଫଟୋ ଶେଆର କରିଥିଲେ ମହିଳା ଡାକ୍ତର
ଅଭିନେତା ସୋନୁ ସୁଦ୍ଙ୍କୁ ଶିବସେନାର ସମାଲୋଚନା
୫ ଆତଙ୍କବାଦୀଙ୍କ ଏନ୍କାଉଣ୍ଟର୍ କଲା ସେନା
ମାସ୍କ କିଣାକୁ ନେଇ ଜବାବ ରଖିଲା ବିଜେଡି, ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଲେ, ରାଜ୍ୟ ସରକାରଙ୍କ ସଫଳତାକୁ ସହି ପାରୁନାହାନ୍ତି ବିଜେପି ଓ କଂଗ୍ରେସ, ସାଢ଼େ ୪ କୋଟି ଲୋକଙ୍କ ତ୍ୟାଗକୁ ଉପହାସ କରି ଅଭିଯୋଗ ଆଣୁଛନ୍ତି। ଏଭଳି ସ୍ଥିତିରେ ଶସ୍ତା ରାଜନୀତି ନକରିବାକୁ କହିଲା ବିଜେଡି
ଜାମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ, ସୋପିଆନ ଜିଲ୍ଲା ରେବାନ ଅଞ୍ଚଳରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି।
ଜୟପୁର: ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି, ରକ୍ତଚାପ ବୃଦ୍ଧି ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, କମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ସୂଚନା
ଲଘୁଚାପ ଯୋଗୁ ବର୍ଷା ସମ୍ଭାବନା; ସକାଳ ୮ଟା ୩୦ ସୁଦ୍ଧା ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସେଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ବରଗଡ଼, ଢେଙ୍କାନାଳ, ନୟାଗଡ଼, ବଲାଙ୍ଗିର, ବଜ୍ରପାତ ସହ ବର୍ଷା ହୋଇପାରେ
ସୁସ୍ଥ ହେଲେ ଆଉ ୧୭୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା-୩୯, ଗଜପତି-୨୩, ନୂଆପଡ଼ା୨୨, ଭଦ୍ରକରୁ ୧୭ ସୁସ୍ଥ, ନୟାଗଡ଼-୧୫, ଗଞ୍ଜାମ-୧୪, କେନ୍ଦ୍ରାପଡ଼ାରୁ ୧୦,ସୁନ୍ଦରଗଡ଼ ୬, ବାଲେଶ୍ୱରରୁ ୪, ଢେଙ୍କାନାଳ ଓ କନ୍ଧମାଳର ୯ ଜଣ ଲେଖାଏ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା
ସୁସ୍ଥ ହେଲେ ଆଉ ୧୭୮ କରୋନା ଆକ୍ରାନ୍ତ, ଗୋଟିଏ ଦିନରେ ସର୍ବାଧିକ ହେଲେ ସୁସ୍ଥ, ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୯୪କୁ ବୃଦ୍ଧି ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା।
ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା !
ମିଳିଥିଲା ବ୍ଲାଙ୍କ ଚେକ୍; ମନଇଚ୍ଛା ଚାଲିଥିଲା ପିପିଇ କିଟ୍ ଓ ମାସ୍କ ଅର୍ଡର
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
କରୋନା ଅପ୍ଡେଟ୍: ପ୍ରତି ଘଣ୍ଟାରେ ଯାଉଛି ୧୧ରୁ ଅଧିକ ଜୀବନ
ବିଶ୍ୱ ପରିବେଶ ଦିବସରେ ଏଥିର ଥିମ୍ ରହିଛି ‘ଟାଇମ୍ ଫର୍ ନେଚର’
ଭାରତରେ ବି ଆମେରିକା ଭଳି ଦୃଶ୍ୟ; ଦୋଷୀ ବେକରେ ଆଣ୍ଠୁ ମାଡ଼ିବସିଲା ପୁଲିସ୍
ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଓ ପରିବାରକୁ କରୋନା: ସାନ ଭାଇ କହିଲା ସମସ୍ତେ ଭଲ ଅଛନ୍ତି
ସରକାରୀ କର୍ମଚାରୀଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ ସୋନାଲି ଫୋଗାଟ; ଭିଡିଓ ଭାଇରାଲ୍
ପ୍ରବାସ ଫେରନ୍ତାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଧରାପଡ଼ିଲା ପାକିସ୍ତାନ ଷଡ଼ଯନ୍ତ୍ର; ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI
First
Prev
1023
1024
1025
1026
1027
1028
1029
1030
1031
1032
1033
Next
Last
© 2022 - Odisha Television Limited. All Rights Reserved.