ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଭାରତରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନି
ମାଲକାନଗିରି: ପୋଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା, ମାଲକାନଗିରି ଏସ୍ପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା, ତଦନ୍ତ ଅଗ୍ରଗତି ନେଇ ଏସ୍ପିଙ୍କୁ ରିପୋର୍ଟ ମାଗିଲେ ଅଧ୍ୟକ୍ଷା, ତଦନ୍ତର ସ୍ଥିତି ନେଇ ନିଜେ ମାଲକାନଗିରି ଯିବେ କହିଲେ କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର: ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଟଙ୍କା ଆଦାୟ ଅଭିଯୋଗ, ସବ୍ୟସାଚୀଙ୍କ ଅଭିଯୋଗ ପରେ କୋଏମ୍ବାଟୁରରୁ ଜଣେ ଓଡ଼ିଆ ଯୁବକ ଗିରଫ, କୋଏମ୍ବାଟୁର ପୋଲିସକୁ ଭୁବନେଶ୍ୱର ଡିସିପି ଜଣାଇବା ପରେ ଗିରଫ
ପଞ୍ଚାୟତ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର, କେବଳ ୱାର୍ଡ ସଭ୍ୟଙ୍କୁ ଛାଡ଼ି ଦୈନିକ ଭତ୍ତା, ସିଟିଂ ଫି, ପାରିତୋଷିକ ବୃଦ୍ଧି କଲା ପଞ୍ଚାୟତିରାଜ ବିଭାଗ, ସରପଞ୍ଚ, ସମିତି ସଭ୍ୟଙ୍କ ସିଟିଂ ଫି ୨୦୦, ପାରିତୋଷିକ ୨୩୫୦କୁ ବୃଦ୍ଧି, ଜିଲ୍ଲା ପରିଷଦ ସଭ୍ୟଙ୍କ ସିଟିଂ ଫି ୨୨୦, ପାରିତୋଷିକ ୩୫୩୦କୁ ବୃଦ୍ଧି
କରୋନା ସ୍ଥିତି ପାଇଁ ସମସ୍ତ ୟୁଜି ଓ ପିଜି ପରୀକ୍ଷା ବାତିଲ କଲା ଉଚ୍ଚ ଶିକ୍ଷା ବିଭାଗ, ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ୟୁଜି, ପିଜି ରେଜଲ୍ଟ ପ୍ରକାଶ ପାଇବ
ନୂଆଦିଲ୍ଲୀ: କରୋନା ଅପଡେଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେସମିଟ୍, ଲକ୍ ଡାଉନ ଓ କଣ୍ଟେନମେଣ୍ଟ ପାଇଁ କେସ୍ କମିଥିବା କହିଲା ICMR, ଦେଶରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ICMR ମହାନିର୍ଦ୍ଦେଶକ ଭଳରାମ ଭାର୍ଗବଙ୍କ ସୂଚନା
ଭୁବନେଶ୍ୱର; ରାଜ୍ୟରେ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ୭୨ ମଧ୍ୟରୁ ଗଂଜାମରୁ ସର୍ବାଧିକ ୧୭ ଜଣ ସୁସ୍ଥ ହେଲେ, ଆରୋଗ୍ୟଙ୍କ ସଂଖ୍ୟା ୨୩୫୪କୁ ବୃଦ୍ଧି
ରାତି ୯ଟା ବେଳର ମୁଖ୍ୟଖବର
ମହାନୀଦ ଗର୍ଭରୁ ଦିଶିଲା ମନ୍ଦିର ଚୁଡ଼ା
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ପଳାତକ ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ବଡ଼ ଝଟ୍କା
ଦେଶରେ ଥମୁନି କରୋନା; ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଶୋଚନୀୟ
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ ଓ ୭ ଆହତ, ଢେଙ୍କାନାଳ ୨ ମହିଳା, ରାୟଗଡ଼ା ଜିଲ୍ଲା ଗୁଣପୁର ଘଣାତ୍ରୀରେ ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗୁରୁତର, ପାଟଣାଗଡ଼ ରେଣ୍ଟାସିଲ୍ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ବାରିପଦା ସାରସକଣା ବ୍ଲକ କୁଆଁରଡିହି ଗାଁ ବଜ୍ରପାତ ଯୋଗୁ ଜଣେ ମୃତ, ଅନ୍ୟ ୫ ଆହତ
କରୋନା ପାଇଁ କେନ୍ଦୁଝର ଜିଲ୍ଲାରେ ପାଳନ ହେବନି ରଜ ପର୍ବ, ସଂକ୍ରମଣ ରୋକିବାକୁ କଟକଣା ଜାରି କଲେ ଜିଲ୍ଲାପାଳ, ଆସନ୍ତାକାଲି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ କଟକଣା ଜାରି, ଜିଲ୍ଲାରେ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବ
ରାଜ୍ୟରେ ୫୮ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ, ୫୮ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ନେଇ ସରକାରୀ ସୂତ୍ରରୁ ସୂଚନା, ବିଭିନ୍ନ ଟିଏମ୍ସିରେ କାର୍ଯ୍ୟ କରୁଥିବା ୪୮ ଜଣଙ୍କୁ କରୋନା, କୋଭିଡ୍ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ମଧ୍ୟରୁ ୧୦୬ ଜଣ କରୋନା ସଂକ୍ରମିତ
ଦେଶରେ କରୋନା ଆକ୍ଟିଭ୍ କେସ୍କୁ ଟପିଲା ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା, ଏଯାବତ୍ ଦେଶରେ ଆକ୍ଟିଭ୍ କେସ୍ ୧ ଲକ୍ଷ ୩୩ ହଜାର ୬୩୨ ଥିବା ବେଳେ ଏବେସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଲେଣି ୧ ଲକ୍ଷ ୩୫ ହଜାର ୩୦୫
ଜୁଲାଇ ୬ରୁ ଆରମ୍ଭ ହେବ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ପରୀକ୍ଷା, ୬ରୁ ୨୭ ଯାଏ ପର୍ଯ୍ୟାୟକ୍ରମେ ହେବ ଟର୍ମିନାଲ ସେମିଷ୍ଟାର ପରୀକ୍ଷା, ହୋବ୍ ପଦ୍ଧତିରେ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷଙ୍କ ଘୋଷଣା, ଘରେ ରହି ଅନଲାଇନରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପ୍ରଶ୍ନପତ୍ର ହ୍ୱାଟ୍ସଆପ୍, ମେଲ୍ରେ ଯିବ, ପିଲା ଲେଖି ସ୍କାନ କରି ପଠାଇବେ
ଆଜି ଭୁବନେଶ୍ୱରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ; ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ହସ୍ପିଟାଲରୁ, ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି
CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର
ରାଜ୍ୟର ୬ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଲା, କରୋନା ସ୍ଥିତି ପାଇଁ ୩ ମାସ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟପାଳ, ଉଚ୍ଚଶିକ୍ଷା ବିଭାଗ ସୁପାରିଶ ଆଧାରରେ କାର୍ଯ୍ୟକାଳ ବୃଦ୍ଧି
ମୁମ୍ବାଇ: ମୁମ୍ବାଇ ଏନ୍.ଏମ୍ ଯୋଶୀ ମାର୍ଗ ଥାନାରେ ହାଜର ରିପବ୍ଲିକ ଟିଭି ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ,ପୋଲିସ ଥାନାକୁ ଡାକି ହଇରାଣ କରୁଥିବା ଅଭିଯୋଗ କଲେ, ସାଂପ୍ରଦାୟିକତା ଉସୁକାଇବା ଅଭିଯୋଗରେ ଅର୍ଣ୍ଣବଙ୍କ ନାଁରେ ମାମଲା
ଆଜି ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ,୧୪୯ ମଧ୍ୟରୁ ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୨୨୮୨
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଏହି ଲଘୁଚାପ ୱେଲ୍ମାର୍କରେ ପରିଣତ ହେବ, ଲୁଘୁଚପା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୪ ଜିଲ୍ଲାରେ ଝଡ଼ ବର୍ଷା ୩୦ରୁ ୪୦ କିମି ବେଗରେ ପବନ ବହିବ
ରାତି ୯ଟା ବେଳର ମୁଖ୍ୟଖବର
ଏଣିକି ଡାକଘରେ ବାହାର କରିପାରିବେ ପାସପୋର୍ଟ
First
Prev
1021
1022
1023
1024
1025
1026
1027
1028
1029
1030
1031
Next
Last
© 2022 - Odisha Television Limited. All Rights Reserved.