ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି
ରାଜଧାନୀ ଉପକଣ୍ଠ ପଞ୍ଚପଲ୍ଲୀ ଗାଁ ନିକଟରୁ ୫ ଡକାୟତ ଗିରଫ, ଡକାୟତି ଯୋଜନା ଖବର ପାଇ ଚଢ଼ଉ କରିଥିଲା ଏୟାରଫିଲ୍ଡ ଥାନା ପୁଲିସ; ଗୋଟିଏ ବନ୍ଧୁକ, ୨ ଗୁଳି, ନଗଦ ଟଙ୍କା, ଅନ୍ୟାନ୍ୟ ମାରଣାସ୍ତ୍ର ଓ ଲଙ୍କାଗୁଣ୍ଡ ଜବତ
ଦେଶରେ ଉଦ୍ବେଗଜନକ ଭାବେ ବଢ଼ିଚାଲିଛି କରୋନା ସଂକ୍ରମଣ
ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କରେ କାଲି ଦିନ ୧୧ଟାରେ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ କର୍ମଶାଳାରେ ସମସ୍ତ CDMO ଓ ମେଡିକାଲ ଷ୍ଟାଫ ଉପସ୍ଥିତ ରହିବେ
ଗାଡ଼ି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କଲେ ସରକାର
କେନ୍ଦ୍ର ବିନିବେଶ ବିଭାଗ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା
୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ତୁହିନକାନ୍ତ ପାଣ୍ଡେଙ୍କୁ କରୋନା ହୋଇଥିବା ନେଇ PTI ସୂତ୍ରରୁ ପ୍ରକାଶ, ଏବେ କେନ୍ଦ୍ର ବିନିବେଶ ବିଭାଗ ସଚିବ ଅଛନ୍ତି ତୁହିନକାନ୍ତ ପାଣ୍ଡେ, ପୂର୍ବରୁ ସେ ରାଜ୍ୟ ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ
ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ, ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ସୁସ୍ଥ, ଗଂଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୮, ବଲାଙ୍ଗିର ଓ ଭଦ୍ରକରୁ ୭ ଲେଖାଏଁ, ଢେଙ୍କାନାଳରୁ ୫ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
ରାତି ୯ଟା ବେଳର ମୁଖ୍ୟଖବର
ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ଦେଶରେ ଦିନକୁ ଦିନ ସଂଗୀନ ହେଉଛି କରୋନା ସ୍ଥିତି: ୯ ହଜାର ୯୮୩ ଚିହ୍ନଟ
କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଯବାନ କରୋନା ପଜିଟିଭ ଚିହ୍ନଟ, ୩ ଦିନ ତଳେ ଜଣେ, ଆଜି ଆଉ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ୫୦ ଯବାନ ପଜିଟିଭ୍ ଚିହ୍ନଟ ନେଇ NDRF ପକ୍ଷରୁ ସୂଚନା
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ, ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କ ସୂଚନା, ଭଦ୍ରକରୁ ଲୋକସଭାକୁ ୭ ଥର ନିର୍ବାଚିତ ହୋଇଥିଲେ ଅର୍ଜୁନ, ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଜଳସଂପଦ ମନ୍ତ୍ରୀ ଥିଲେ
୨ ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ: ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସୂଚନା, ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧି ହ୍ରାସ, ସମସ୍ତ ୬ଟି ପଦ ଗାନ କରାଯିବ, ଧାଡ଼ି ପୁନରାବୃତ୍ତି ହେବନି
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ମୃତ୍ୟୁ, ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ନାବାଳକ ମୃତ, ଜଗତସିଂହପୁର ବାଲିକୁଦା ବରଗୁଡ଼ିପଡ଼ାରେ ଗାଈ ସହ ମାଲିକ ମୃତ ଢେଙ୍କାନାଳରେ ୨ ମହିଳା ମୃତ, ଉଭୟେ ପିଣ୍ଡାରେ ବସିଥିଲେ
ଭର୍ଚୁଆଲ ରାଲିରେ ଶାହ କହିଲେ- ଆମର କରୋନା ବିରୋଧୀ ଲଢ଼େଇ ବହୁତ ଭଲ ଅଛି, ଜଣେ ନେତାଙ୍କ କଥାକୁ ଲୋକେ ମାନିବା ଜନତା କର୍ଫ୍ୟୁରେ ଦେଖିଲି; ଆଜି ବିଶ୍ୱ ତୁଳନାରେ ଆମେ ବହୁତ ଭଲ ସ୍ଥିତିରେ ଅଛୁ, ୩ ଲକ୍ଷରୁ ଅଧିକ ଓଡ଼ିଆ ଭାଇ ବିଭିନ୍ନ ସ୍ଥାନରୁ ଓଡ଼ିଶା ଫେରିଛନ୍ତି
ଭର୍ଚୁଆଲ ରାଲିକୁ ସମ୍ବୋଧନ କଲେ ଅମିତ ଶାହ; କହିଲେ- ଆଜି ବି ଓଡ଼ିଶାର ୪୨% ଲୋକଙ୍କ ଘରେ ପାଇପ ପାଣି ପହଞ୍ଚି ନାହିଁ; ଦେଶର ୨୫ କୋଟି ଲୋକଙ୍କ ଘରେ ପାଇପ ପାଣି ଦେବାକୁ ନିଷ୍ପତ୍ତି କରିଛୁ
ଭର୍ଚୁଆଲ ରାଲିକୁ ସମ୍ବୋଧନ କଲେ ଅମିତ ଶାହ; କହିଲେ- ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଏହା ନିଶ୍ଚିତ ହେବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି
ଭର୍ଚୁଆଲ ରାଲିକୁ ସମ୍ବୋଧନ କଲେ ଅମିତ ଶାହ; କହିଲେ- ଆମେ ଯେବେ ବି ସରକାର କରିଛୁ, ଲୋକଙ୍କୁ ହିସାବ ଦେଇଛୁ, ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ନରେନ୍ଦ୍ର ମୋଦିଙ୍କ ହାତକୁ ମଜବୁତ କରିଛନ୍ତି; ଓଡ଼ିଶା ୩୮.୪ ପ୍ରତିଶତ ଭୋଟ ଏବଂ ୮ଟି ଲୋକସଭା ସିଟ୍ ଦେଇଛି
ଅମିତ ଶାହାଙ୍କ ଭର୍ଚୁଆଲ ରାଲିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ, ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଆସିଲେ ବର୍ଷୱାରୀ ହିସାବ ଦେବି, ବର୍ଷୱାରୀ ହିସାବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ ମିଳିଲା, ମୋଦିଙ୍କ ତରଫରୁ ଅମିତ ଶାହା ହିସାବ ଦେବାକୁ ଆସିଛନ୍ତି
ରାଜ କୁନ୍ଦ୍ରାଙ୍କ ମାମଲାକୁ ଜବରଦସ୍ତ ଟଣାଯାଉଛି ବୋଲି କହିଲେ ‘ଗନ୍ଦୀ ବାତ୍’ ଅଭିନେତ୍ରୀ
ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରର ୨ କର୍ମଚାରୀ କରୋନାରେ ଆକ୍ରାନ୍ତ, ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି; ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ
ରାତି ୯ଟା ବେଳର ମୁଖ୍ୟଖବର
First
Prev
1022
1023
1024
1025
1026
1027
1028
1029
1030
1031
1032
Next
Last
© 2022 - Odisha Television Limited. All Rights Reserved.