ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ରାତି ୯ ବେଳର ମୁଖ୍ୟଖବର
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ରଥଯାତ୍ରା ବନ୍ଦ, କାନ୍ଦୁଛି ଭକ୍ତ
'ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା'
ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର
ଚୀନ୍କୁ ସାବାଡ୍ କରିବାକୁ ୫ ପ୍ଲାନ୍
ତିନି ସେନାକୁ ହାଇ ଆଲର୍ଟ; ସବୁ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ପୁରୀ ପରେ ବାରିପଦା ଓ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ, ସେବାୟତଙ୍କ ମନରେ ଅସନ୍ତୋଷ, ପନର୍ବିଚାର ପାଇଁ କହିଲେ ସେବାୟତ
ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିରଞ୍ଜନଙ୍କ ପ୍ରତିକ୍ରିୟା; ଏହା ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା ବୋଲି କହିଲେ ପିସିସି ସଭାପତି, କରୋନା ଆରମ୍ଭରୁ କହିଛୁ ଲୋକସ୍ୱାର୍ଥ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଦେବୁ, କୋର୍ଟ କହିବା ପରେ ତା ଉପରେ ଆଉ କିଛି କହିବାର ଆବଶ୍ୟକ ନାହିଁ ବୋଲି କହିଲେ ନିରଞ୍ଜନ
ଚୀନ୍ କମ୍ପାନୀ ସହ ଚୁକ୍ତି ବାତିଲ କଲା ଭାରତୀୟ ରେଲୱେ
ରାଜ୍ୟରେ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ମୋଟ ସୁସ୍ଥଙ୍କ ସଂଖ୍ୟା ୩୧୪୪ରେ ପହଞ୍ଚିଲା
4G ସେବା ଉନ୍ନୟନ କାର୍ଯ୍ୟରେ ଲାଗିବନି ଚାଇନା ସାମଗ୍ରୀ
ଭାରତ-ଚାଇନା ଫାଇଟ୍: ସରକାରଙ୍କୁ ବିରୋଧୀଙ୍କ ସମର୍ଥନ, ଦେଶରେ ତେଜିଲା ଚାଇନା ବିଦ୍ରୋହ
କରୋନା ଅପଡେଟ୍: ବଢ଼ୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା
ଭାରତ ଉପରେ ଚୀନର ଏତେ ରାଗ କାହିଁକି ?
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ବେଳେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: +୨ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ, ଉପସାଗରୀୟ ଦେଶରେ ଅଟକ ଓଡ଼ିଆଙ୍କୁ କେନ୍ଦ୍ର ଆଣିବା ବ୍ୟବସ୍ଥା କରୁ, ଟ୍ରେନ ଓ ବିମାନ ସେବାରେ ପୂର୍ବଭଳି କଟକଣା ରହୁ
ଭୁବନେଶ୍ୱର: ଲଦାଖ ଗାଲୱାନ ଭ୍ୟାଲିରେ ୨ ଓଡ଼ିଆ ଯବାନ ସହିଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିଦ ଅନୁକମ୍ପାରାଶୀ ଘୋଷଣା କରିଛନ୍ତି। ପ୍ରତି ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ
ଆଜି ଭୁବନେଶ୍ୱର ସହରରେ ୧୭ କରୋନା ପଜିଟିଭ ଚିହ୍ନଟ, ୧୭ରୁ ୧୪ ହୋମ୍ କ୍ୱାରେଣ୍ଟିନ, ୩ ଲୋକାଲ୍ କଣ୍ଟାକ୍ଟ କେସ୍, ୭ ରେଲେୱେ ଅଧିକାରୀ ଆକ୍ରାନ୍ତ
ଭାରତ-ଚାଇନା ମୁହାଁମୁହିଁ: ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା
ଭାରତ-ଚୀନ ଘଟଣା: କଥା ହେଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ; ଏସ୍. ଜୟଶଙ୍କରଙ୍କ ସହ କଥା ହେଲେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ସାଂପ୍ରତିକ ପରିସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଫୋନ୍ରେ ଆଲୋଚନା
ଚାଇନାକୁ ମୋଦିଙ୍କ ଚେତାବନୀ; ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା, ସିସୋଦିଆଙ୍କ ସ୍ୱାବ୍ ନମୁନା ପଜିଟିଭ ଆସିଥିବା ସୂଚନା, ଆପ୍ ବିଧାୟିକା ଆତିଶୀଙ୍କ ସ୍ୱାବ୍ ରିପୋର୍ଟ ମଧ୍ୟ ପଜିଟିଭ
ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, କନ୍ଧମାଳରୁ ୧୪, କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୧୦,ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଂଜରୁ ୬, ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଂଜରୁ ୬, ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡିରୁ ୨ ଲେଖାଏଁ ସୁସ୍ଥ, ୭୩ ସୁସ୍ଥ ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା
ଭାରତ-ଚୀନ ସୀମା ସଂଘର୍ଷ; ସହିଦ ୩ ଭାରତୀୟ ଯବାନଙ୍କ ପରିଚୟ ମିଳିଲା
First
Prev
1018
1019
1020
1021
1022
1023
1024
1025
1026
1027
1028
Next
Last
© 2022 - Odisha Television Limited. All Rights Reserved.