ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚିବଙ୍କ ଚିଠି, ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ନିର୍ଦ୍ଦେଶ, ସବୁ ଶିକ୍ଷାନୁଷ୍ଠାନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ, ଅଗଷ୍ଟ ୩୧ ସୁଦ୍ଧା ଶେଷବର୍ଷ ସେମିଷ୍ଟର ପରୀକ୍ଷା ସାରି ଫଳ ପ୍ରକାଶ ନିର୍ଦ୍ଦେଶ
କରୋନା ଲଢ଼େଇରେ ସାମିଲ୍ ଆଗଧାଡ଼ିର ଯୋଦ୍ଧାଙ୍କ ନିରାପତ୍ତା ନେଇ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି, ସେବା ଯୋଗାଉଥିବା କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ ଡାଟାବେସ୍ କର କୋଭିଡ୍-୧୯ ପାଇଁ ପୃଥକ ଡାଟାବେସ୍ ପ୍ରସ୍ତୁତ କରି ମନିଟରିଂ ପାଇଁ ନିର୍ଦ୍ଦେଶ
ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚିବଙ୍କ ଚିଠି, ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ନିର୍ଦ୍ଦେଶ, ଅଗଷ୍ଟ ୩୧ ସୁଦ୍ଧା ଶେଷବର୍ଷ ସେମିଷ୍ଟର ପରୀକ୍ଷା ସାରି ଫଳ ପ୍ରକାଶ ନିର୍ଦ୍ଦେଶ
କରୋନା ମୁକାବିଲା ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବଙ୍କ ଚିଠି
ମାସେ ଭିତରେ ବଙ୍ଗଳା ଛାଡ଼ିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ
ଚାଇନିଜ ଆପ୍ ୱିବୋକୁ ବାଏ ବାଏ କଲେ ମୋଦି
ରାଉରକେଲା: ୨ଟି କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୧୫ ପଜିଟିଭ୍ ଚିହ୍ନଟ, ବୀରମିତ୍ରପୁର କଲ୍ୟାଣ ମଣ୍ଡପରୁ ୧୪ ଚିହ୍ନଟ ସେଥିମଧ୍ୟରୁ ୯ ମହିଳା ଓ ୫ ପୁରୁଷ ଥିଲେ, କୁଆଁରମୁଣ୍ଡାରୁ ଜଣେ ମହିଳା ଚିହ୍ନଟ, ସମସ୍ତ ୧୫ ଜଣ ପ୍ରବାସୀ ଦିଲ୍ଲୀ ଫେରନ୍ତା
ଅନ୍ଲାଇନ୍ ପଢ଼ାରୁ ବଞ୍ଚିତ ପିଲାଙ୍କ ସ୍ୱାର୍ଥ ରକ୍ଷା ଲାଗି OHRC ଠାରେ ଫେରାଦ ହେଲା ଅଭିଭାବକ ସଂଘ, ଅନ୍ଲାଇନ୍ ପାଠପଢ଼ାରେ ସବୁ ପିଲାଙ୍କୁ ସାମିଲ ସଫଳତା ଓ ବିଫଳତା ଉପରେ ତର୍ଜମା ପାଇଁ କମିଟି ଗଠନ ଦାବି
ପ୍ରେସମିଟରେ ଗଂଜାମ ଏସ୍ପି ବ୍ରିଜେଶ ରାୟଙ୍କ ସୂଚନା; ଗଂଜାମ ଜିଲ୍ଲାରେ ମୋଟ ୨୧ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ, ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ସୁସ୍ଥ, ୧୪ ଏବେ ବି ଚିକିତ୍ସାଧୀନ
ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କୋହଳ, ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ପୂର୍ବପରି ବଳବତ୍ତର ରହିବ, କାଲି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ; କାଲି ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ, ୩ ରଥ ଥିବାରୁ କାଲି ଦିନତମାମ ସିଂହଦ୍ୱାର ଆଗରେ କର୍ଫ୍ୟୁ
ଶ୍ରୀନଅର ନିକଟରେ ଅଟକିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଚାଲିଛି ରଥଯାତ୍ରାର ଅନନ୍ୟ ପରମ୍ପରା ଲକ୍ଷ୍ମୀନାରାୟଣ ଭେଟ, ରତ୍ନ ସିଂହାସନରୁ ପାଲିଙ୍କିରେ ଆସି ପହଞ୍ଚିଲେ ମା ଲକ୍ଷ୍ମୀ ଠାକୁରାଣୀ, ଗଜପତି ମହାରାଜା ମଧ୍ୟ ରଥ ନିକଟରେ ଉପସ୍ଥିତ
ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ, ଆଜି ସୁଦ୍ଧା ରାଜ୍ୟରେ ସୁସ୍ଥ ହେଲେଣି ୫୩୫୩ କରୋନା ଆକ୍ରାନ୍ତ
ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ, ଆଜି ସୁଦ୍ଧା ରାଜ୍ୟରେ ସୁସ୍ଥ ହେଲେଣି ୫୩୫୩ କରୋନା ଆକ୍ରାନ୍ତ
କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ସଭାପତି: ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତି
ଆଜି ଚିହ୍ନଟ ହୋଇଥିବା ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ହୋମ୍ କ୍ୱାରେଣ୍ଟିନ୍, ୫ ଲୋକାଲ କେସ୍
ବୀରମିତ୍ରପୁର, ମାଲକାନଗିରିରେ ମହିଳା ନିର୍ଯାତନା ପ୍ରସଙ୍ଗ; ଘଟଣା ସ୍ଥଳକୁ ଗଲା ବିଜେପିର ୨ ପୃଥକ ପୃଥକ ଟିମ୍
ସମ୍ବଲପୁର: ଭିସୁଟ୍ର ଜଣେ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କରୋନାରେ ମୃତ୍ୟୁ ପରେ ଆଜି ଗୋଟିଏ ଦିନ ପାଇଁ ଭିସୁଟ୍କୁ ବନ୍ଦ କଲେ କର୍ତ୍ତୃପକ୍ଷ, ଅଧ୍ୟାପିକାଙ୍କ ସ୍ୱାମୀ ଅନୁଗୁଳ ନାଲ୍କୋର ବରିଷ୍ଠ ଅଧିକାରୀ ସୂଚନା
ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ, ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟରରେ ମିଳିବ, ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ, ଇ-ଟୋକନ ବ୍ୟବସ୍ଥାରେ ଟୋକନ ପାଇବା ପରେ ଜଣେ ମଦ ଦୋକାନ ଯାଇପାରିବେ
ଆଜି ବଲାଙ୍ଗିର ଜିଲ୍ଲାରୁ ଚିହ୍ନଟ ୧୬ ପଜିଟିଭରୁ କେବଳ ସହରରୁ ୧୩, ହାତୀଶାଳପଡ଼ା ଓ ଲକ୍ଷ୍ମୀଜୋର କଣ୍ଟେନମେଣ୍ଟରୁ ୧୩ ପଜିଟିଭ ଚିହ୍ନଟ, ଏହି ୧୩ ଜଣଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ କନ୍ୟା ଥିବା ସୂଚନା
କରୋନା ନେଇ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, ସଟ୍ଡାଉନ୍ ଘୋଷଣା କରିବାକୁ ସରକାରଙ୍କୁ ପରାମର୍ଶ ଦେଲେ ନିରଞ୍ଜନ, ଯେଉଁଠି କରୋନା ଜୋର୍ ବ୍ୟାପୁଛି, ସେ ଜିଲ୍ଲାକୁ ସଟ୍ଡାଉନ୍ କରାଯାଉ କହିଲେ ନିରଞ୍ଜନ
ମାଲକାନଗିରି, ବୀରମିତ୍ରପୁର ଘଟଣା: ବିଜେପି ନେତା ପୃଥ୍ୱୀରାଜ କହିଲେ ଉଭୟ ଘଟଣାରେ ପୋଲିସ୍ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ପୀଡ଼ିତା, ରାଜ୍ୟ ସରକାର ଗମ୍ଭୀରତାର ସହ ନେଇ ନାହାନ୍ତି, ଉଭୟ ଘଟଣାରେ ନ୍ୟାୟ ପ୍ରଦାନ ଲାଗି ବିଜେପି ଆନ୍ଦୋଳନ ଚଳାଇବ, SIT ଗଠନ କରି ସରକାର ସତ୍ୟତାର ଖୁଲାସା କରନ୍ତୁ ବୋଲି ଦାବି
ଭିଡିଓ ମାଧ୍ୟମରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି, ଶିକ୍ଷକଙ୍କ ଦ୍ୱାରା ଭିଡିଓରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ଓ ଗଣିତର ଭିଡିଓ ରେକର୍ଡିଂ ହୋଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରାଙ୍କ ସୂଚନା
ପାଟ୍ରୋଲିଂ କରିବା ପାଇଁ ପୋଲିସଙ୍କୁ ମିଳିଲା ସ୍କୁଟି ଓ ବାଇକ, ବିଭିନ୍ନ ଥାନାକୁ ୫୩ ସ୍କୁଟି ଓ ୨୩ ବାଇକ ପ୍ରଦାନ କଲେ କମିଶନର, ଡିସିପି ଅଫିସ୍ରେ ସ୍ୱତନ୍ତ୍ର ଉତ୍ସବରେ ସ୍କୁଟି, ବାଇକ ପ୍ରଦାନ, ସ୍କୁଟି ଚଢ଼ି ସହରରେ ପାଟ୍ରୋଲିଂ କରିବେ ମହିଳା ପୋଲିସ କର୍ମଚାରୀ
ମାଲକାନଗିରିରୁ ଚିହ୍ନଟ ୩୬ ପଜିଟିଭ ମଧ୍ୟରେ ୨୯ ଜଣ BSF ଯବାନ, ୩ ଜଣ ହୋମ୍ କ୍ୱାରେଣ୍ଟିନ୍ ଓ ୪ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ, ଟ୍ୱିଟ୍ ଯୋଗେ ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ
ଗୁଗଲ୍ ଓ ଆପଲ୍ ଆପ୍ ଷ୍ଟୋର୍ରୁ ହଟିଲା ଟିକ୍ଟକ୍
First
Prev
1013
1014
1015
1016
1017
1018
1019
1020
1021
1022
1023
Next
Last
© 2022 - Odisha Television Limited. All Rights Reserved.