ସଂକ୍ଷେପରେ ଆଜିର ତାଜା ଖବର - Wednesday, 04 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେଉଁଠି ଠେଲାପେଲା କେଉଁଠି ଗଣ୍ଡଗୋଳ ! 'ସୁଭଦ୍ରା' ପାଇଁ ଆଧାର ଅପଡେଟ୍ ଲାଗି ଧାଁ ଦୌଡ଼

ସବୁ ଜନସେବା କେନ୍ଦ୍ର ଓ ଡାକଘରେ ଅସମ୍ଭବ ଗହଳି । ଅଧୈର୍ଯ୍ୟ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଅପିଲ୍ । ଫର୍ମ ଦାଖଲର ନାହିଁ ଶେଷ ତାରିଖ: ପ୍ରଭାତୀ । More

ଆଳୁ ଖସୁ ଖସୁ ତୋଡ଼ ଦେଖାଇଲାଣି ପିଆଜ ! ଅମୂଲ ମୂଲ ରସୁଣ ସପ୍ତାହକରେ ୨ଶହ ବଢ଼ିଲାଣି

ଅମୂଲ ମୂଲ ରସୁଣ, ସପ୍ତାହକରେ ୨ଶହ ବଢି ପହଞ୍ଚିଲାଣି ୪ଶହରେ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ମହଙ୍ଗା ସ୍ଥିତି ସୂଚନା । More

ମାଟିରେ ଲୋଟୁଛି ମା ବିରଜାଙ୍କ ତାମ୍ର ପ୍ରତିମୂର୍ତ୍ତି, ଖଣ୍ଡ ଖଣ୍ଡ ହୋଇ ପଡ଼ିଛନ୍ତି ରାଜା ଯଯାତି କେଶରୀ !

ଯାଜପୁରରେ ଅଧପନ୍ତରିଆ ମୂର୍ତ୍ତି ସ୍ଥାପନ ପ୍ରକଳ୍ପ । ପରିତ୍ୟକ୍ତ ଅବସ୍ଥାକୁ ନେଇ ଉଦବେଗ । ପୁଣି ବବିଙ୍କ ଆଡ଼କୁ ତୀର ମାରିଲେ ହିମାଂଶୁ । More

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଅଣଛାତ୍ରଙ୍କ ପ୍ରବେଶ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। More

ନଭେମ୍ବର ୧୫ରୁ ଆରମ୍ଭ ହେବ କଟକ ବାଲିଯାତ୍ରା 

ନଭେମ୍ବର ୧୫ରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ଏବେ କିନ୍ତୁ ନିଷ୍ପତ୍ତି ହୋଇନି  ।  More

୩୦ ଜିଲ୍ଲା ବୁଲିବେ ୩୦ ସଚିବ; ଗସ୍ତ ସମୟରେ ଜିଲ୍ଲାର ଯେକୌଣସି ସ୍ଥାନ କରିବେ ପରିଦର୍ଶନ...

୩୦ ଜିଲ୍ଲା ବୁଲିବେ ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।  More

ପୁରୀ ଫିସ୍ ଲ୍ୟାଣ୍ଡି ସେଣ୍ଟରରେ କେଁ; ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ? 

ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଫିସ୍ ଲ୍ୟାଣ୍ଡି ସେଣ୍ଟର ନିର୍ମାଣ କେଁ ! ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ?  ସିଆରଜେଡର ଅନୁମତି ଅଛି କି ନାହିଁ, ଉଠିଲା ପ୍ରଶ୍ନ...  More

୨୦ ଟଙ୍କାରେ ମିଳୁଛି ଚୂନା ମାଛ, ବୋହି ନେଉଛନ୍ତି ଲୋକେ

ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି। More

‘ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ’

ଏବେ E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ନୂଆ ରାସନ କାର୍ଡ ପାଇଁ ୯ ଲକ୍ଷରୁ ଅଧିକ ଆବେଦନ କରିଛନ୍ତି । More

ଆବର୍ଜନା କୁଣ୍ଡରେ ପରିଣତ ହେଲାଣି ସ୍ମାର୍ଟ ପୋଖରୀ, ପାଣିରେ ପଡ଼ିଲା କୋଟିଏରୁ ଅଧିକ ଟଙ୍କା

ସହରର ଉପକଣ୍ଠରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଆଦର୍ଶ ପୋଖରୀ । କିନ୍ତୁ ତିନି ବର୍ଷ ପୁରିନି ପୋଖରୀର ରୂପ ବଦଳିଗଲା । More

ଆଜିଠୁ ଆରମ୍ଭ ସୁଭଦ୍ରା ଫର୍ମ ସଂଗ୍ରହ, ମୋ ସେବା ଓ ଜନସେବା କେନ୍ଦ୍ରରେ କରି ହେବ ଆବେଦନ

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ସେବା, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିହେବ । More

ଉପଜିଲ୍ଲାପାଳ ହେଲେ ୬ ନବାଗତ ଆଇଏଏସ; ନିଯୁକ୍ତି ହେଲେ ରାଜ୍ୟ ସରକାର

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। More

Panchang Today 4th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

୨୦୨୬ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବେ ମାଓବାଦୀ: ଡିଜିପି

ଆଗକୁ ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହେବ କହିଲେ ଡିଜିପି । ‘ନକ୍ସଲ ମୂଳପୋଛ ପାଇଁ ଶାହ ଦେଇଛନ୍ତି ଟାର୍ଗେଟ’ । More

ଅନୁଗୁଳରେ ‘ଅବିକା ୨୦୨୫ କ୍ୟାଲେଣ୍ଡର’ ସିଜିନ-୫ର ଅଡିସନ

ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । More

ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ, ଦିନ ଗଡୁଥିବାରୁ ମଉଳୁଛି ଆଶା

ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ । ବସ ଷ୍ଟାଣ୍ଡଟି ଅବ୍ୟବସ୍ଥା ଘେରରେ ଥିବା କେତେବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ । More

ଚେତାଇଥିଲେ ପୂର୍ବତନ ଡିଜି, ତଥାପି ପଶିଲାନି ଚେତା !

ଜେଲରେ ସ୍ୱାମୀଙ୍କୁ ଆକ୍ରମଣ ପାଇଁ ଜେଲରଙ୍କୁ ଦାୟୀ କଲେ ପତ୍ନୀ । ସନ୍ଦେହ ଘେରରେ ଜେଲ୍ କର୍ମଚାରୀ-କଏଦୀଙ୍କ ମଧୁଚନ୍ଦ୍ରିକା । More

ଏବେ ବି କାରଣ ଅସ୍ପଷ୍ଟ ! କାହିଁକି ଘଟିଲା ମଦମୃତ୍ୟୁ..? କ’ଣ ଏହି ‘ସମୂଦି ମୂଳ’ ?

‘ସମୂଦି ମୂଳ’ ମିଶାଇଥିବା ଅଭିଯୁକ୍ତର ସ୍ୱୀକାରୋକ୍ତି ନେଇ SPଙ୍କ ସୂଚନା । ପରୀକ୍ଷା ପାଇଁ ଯାଇଛି ଲ୍ୟାବ୍, ଭିସେରା ରିପୋର୍ଟକୁ ବି ଅପେକ୍ଷା । More