ସଂକ୍ଷେପରେ ଆଜିର ତାଜା ଖବର - Monday, 24 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭିଏତନାମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ

ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଇ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। More

ଭୋଟରଙ୍କ ଚରମ ନିଷ୍ପତ୍ତି: ବିକାଶ ନାହିଁ ତ ଭୋଟ୍ ନାହିଁ

ପଞ୍ଚାୟତ ନିର୍ବାଚନର ମଉକାବେଳେ ସରକାର ଓ ସରକାରୀ ଅବ୍ୟବସ୍ଥାର ତଣ୍ଟି ଧରିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ। ଶୁଣାଇଛନ୍ତି ଚରମ ନିଷ୍ପତ୍ତି। More

ପଞ୍ଚାୟତ ପରେ ପରେ ହେବ ପୌର ଭୋଟ !

ପ୍ରାୟ ସାଢେ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ହେବାକୁ ଯାଉଛି। ଏଥର କାଉନସିଲ୍‌ର ଓ କର୍ପୋରେଟର ପଦ ସହ ପୌରାଧ୍ୟକ୍ଷ ଓ ମେୟର ପାଇଁ ସିଧାସଳଖ ଭୋଟ ନିଆଯିବ। More

ଥାନା ଆଗରେ ବନ୍ଧୁକ ଦେଖାଇଲା ପୋଲିସ

ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା।  More

କଟକର ଘରୋଇ ଲ୍ୟାବ୍‌ରେ ଲିଙ୍ଗ ନିରୂପଣ ମାମଲା ; ରାଞ୍ଚି ଯାଏଁ ଲମ୍ବିଛି ଲିଙ୍କ୍

କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାର ଲିଙ୍କ୍ । ଏହି ମାମଲାରେ ଆଜି ମଙ୍ଗଳାବାଗ ଥାନା ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । More