ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା ରାଜଗଡ଼ ଗାଁ ପାଖ ଏକ ବସ୍ତିରୁ ନକଲି ଜର୍ଦ୍ଦା କାରଖାନା ଠାବ; ୨ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ
ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କଲେ କଂଗ୍ରେସ ନେତା ସତ୍ୟପ୍ରକାଶ: କହିଲେ- ୨ ବିଜେଡି ନେତା କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନ କୋର୍ଟରେ ବଦଳାଇଛନ୍ତି, ଦୁହିଁଙ୍କୁ ସରକାରୀ ଓକିଲ କିଛି ପ୍ରଶ୍ନ ନ ପଚାରିବା ଆହୁରି ସନ୍ଦେହଜନକ
କାମାକ୍ଷାନଗର: ଘର ନିର୍ମାଣ ବେଳେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଶ୍ରମିକ ମୃତ, ୨ ଗୁରୁତର; ଗୁରୁତର ୨ ଶ୍ରମିକ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି
ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ: ରାଇଘର ଲାଲପାରା ପାଖରେ ବାଇକ୍କୁ ପିଟି ବିଲରେ ପଶିଲା ସ୍କର୍ପିଓ; ବାଇକ୍ ଆରୋହୀ ଗୁରୁତର, ଉମରକୋଟ ମେଡିକାଲରେ ଭର୍ତ୍ତି, ବର୍ତ୍ତିଗଲେ ଡ୍ରାଇଭର, ସ୍କର୍ପିଓରେ ନ ଥିଲେ ବିଧାୟକ ସୁବାସ ଗଣ୍ଡ
ବ୍ରହ୍ମଗିରି: ବିଳମ୍ବିତ ରାତିରେ କୃଷ୍ଣପ୍ରସାଦ ଗଡ଼ ବଜାରରୁ ୩ଟି ଦୋକାନ କବାଟ ଭାଙ୍ଗି ଲୁଟ୍ ଅଭିଯୋଗ; କୃଷ୍ଣପ୍ରସାଦ ପୁଲିସର ତନାଘନା
ସିନେମା ତଥା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା: ଅପମୃତ୍ୟୁ ମାମଲା ରୁଜୁ ନେଇ ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତିଙ୍କ ସୂଚନା; କହିଲେ- ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି, କେହି ଅଭିଯୋଗ କରିନାହାନ୍ତି, ଅଭିଯୋଗ ହେଲେ ତଦନ୍ତ ହେବ
ଖୋର୍ଦ୍ଧା: ବନ୍ୟପ୍ରାଣୀ ଅଫିସ୍ ଗେଟ୍ ଭାଙ୍ଗି ୨ ବାଇକ୍ ଲୁଟିଲେ ଦୁର୍ବୃତ୍ତ; ଗତକାଲି ସୋରଣ ପାଖରୁ ୭୦ ମୃତ ପକ୍ଷୀ ସହ ୨ ବାଇକ୍ ଜବତ କରିଥିଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ
ଫୁଲବାଣୀ: ସଦର ଥାନା ପାତିଆମ୍ବା ଗାଁରେ ନକ୍ସଲଙ୍କ ଉନ୍ମତ୍ତ କାଣ୍ଡ; ରାସ୍ତାକାମରେ ନିୟୋଜିତ ୩ଟି ଜେସିବି, ଗୋଟିଏ ଟ୍ରାକ୍ଚର ଜାଳିଦେଲେ, ନକ୍ସଲ ପୋଷ୍ଟର ଠାବ, ଠିକାଦାରଙ୍କୁ ବିରୋଧ
ପଟ୍ଟାମୁଣ୍ଡାଇ: ପ୍ରତିହିଂସାପରାୟଣ ଯୁବକଙ୍କ ଅଭାବନୀୟ କାଣ୍ଡ; ନିମପୁର ବଜାରରେ ଜଣଙ୍କୁ ଫାର୍ସାରେ ଆକ୍ରମଣ, ବାଇକ୍ ପୋଡ଼ିଦେଲେ, ଗୁରୁତର ଯୁବକ କଟକ ସ୍ଥାନାନ୍ତର, ଜଳୁଥିବା ବାଇକ୍ରୁ ନିଆଁ ଲାଗି ନିକଟସ୍ଥ ଦୋକାନ ପୋଡ଼ି ପାଉଁଶ
ଝାରସୁଗୁଡ଼ା: ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ପଥରରେ ଛେଚି ସ୍ୱାମୀର ହତ୍ୟା ସନ୍ଦେହ, ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଲଖନପୁର ପୁଲିସର ପଚରାଉଚରା
ଆସନ୍ତା ୧୦ରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି
ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଅଜୟ ମାକେନ୍ଙ୍କ ଇସ୍ତଫା
ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ- ମୋ ବହି ‘ଲୁଟେନ୍ସ ମାଭରିକ’ ୭ରେ ଉନ୍ମୋଚନ ହେବ, ତା ପରେ ଯାହା କିଛି ହୋଇପାରେ
ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ-ସାଧାରଣ ଲୋକେ ଭ୍ରଷ୍ଟାଚାର ଯୋଗୁ ହଇରାଣ ହେଉଛନ୍ତି, ପରିବର୍ତ୍ତନ ଲୋଡ଼ା; ମୁଁ କେଉଁ ରାଜନୈତିକ ଦଳରେ ଯୋଗଦେବି ତାହା ମୁଖ୍ୟ ପ୍ରଶ୍ନ ନୁହେଁ, ଦୁର୍ନୀତି ବିରୋଧରେ ଯିଏ ଲଢ଼ିବାକୁ ଆଗ୍ରହୀ, ମୁଁ ତାଙ୍କ ସହ ଯୋଗଦେବି
ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ-ଓଡ଼ିଶାରେ ଭ୍ରଷ୍ଟାଚାର, ହିଂସାକାଣ୍ଡ ବଢ଼ିଛି; ପ୍ରତି ସପ୍ତାହରେ ଏମିତି ଘଟୁଛି, କିଛି କାର୍ଯ୍ୟାନୁଷ୍ଠାନ ହେଉନି ଓ ଅଭିଯୁକ୍ତମାନେ ଛାଡ଼ ପାଉଛନ୍ତି, ଅଭିଯୁକ୍ତମାନେ ଛାଡ଼ ପାଇବାକୁ ରାଜନେତାମାନେ ସ୍ୱାଗତ କରୁଛନ୍ତି, ଏସବୁ ଭଲ ନୁହେଁ
ବାଲେଶ୍ୱର: ସ୍କୁଲକୁ ଯିବାବେଳେ ପଞ୍ଚଲିଙ୍ଗେଶ୍ୱର ପାଖରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ
ପୁରୀ: ଶ୍ରୀମନ୍ଦିରରେ ଅଢ଼େଇ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ, ମହାପ୍ରଭୁଙ୍କ ଦିବାପହୁଡ଼ ନୀତି ପାଇଁ ଆଜି ଅପରାହ୍ଣ ୪ଟାରୁ ସା ୬ଟା ୩୦ ସାଧାରଣ ଦର୍ଶନ ବନ୍ଦ
ବଲାଙ୍ଗୀର: ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ମାମଲାରେ ଧ୍ରୁବରାଜ ସୁନା ନାମକ ଜଣେ ବ୍ୟକ୍ତି ଅଟକ, ସେ ସିମରନଙ୍କ ବୟଫ୍ରେଣ୍ଡ ଓ ବିବାହ କରିଥିବା ପୁଲିସର ସୂଚନା
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଣେ ଶିଶୁଙ୍କ ସମେତ ଚାଲିଗଲା ୭ଜଣଙ୍କ ଜୀବନ
ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ନାଁରେ ଠକେଇ ମାମଲା: ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲା କମିଶନରେଟ୍ ପୁଲିସ
ଆଜିଠୁ କଟକରେ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆରମ୍ଭ
ଓଡ଼ିଶାରେ ମହାମେଣ୍ଟକୁ ନେଇ ଖାରବେଳ ସ୍ୱାଇଁ କହିଲେ- ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ଜାରି ରହିଛି, ରାଜ୍ୟରେ ବିଜେଡି ବିରୋଧରେ ମହାମେଣ୍ଟ ହେବ, ୧୦/୧୫ ଦିନ ଭିତରେ ଚିତ୍ର ସ୍ପଷ୍ଟ ହେବ, କଂଗ୍ରେସକୁ ଯିବାର ନାହିଁ ଓ ବିଜେପି ସହ କୌଣସି ଆଲୋଚନା ହୋଇନି
ଖୋର୍ଦ୍ଧା-ବଲାଙ୍ଗୀର ଲାଇନ୍ରେ ନୂଆ ଟ୍ରେନ ଚଳାଚଳ ଦାବିରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେନ୍ଦ୍ରାପଡ଼ା: ନିପାଣିଆରେ ଡ଼ଙ୍ଗା ବୁଡ଼ି ନିଖୋଜ ଥିବା ୬ ବର୍ଷ ଶିଶୁର ମୃତଦେହ ଉଦ୍ଧାର କଲା ଓଡ୍ରାଫ୍ ଟିମ୍, ନିଖୋଜ ଶିଶୁ କନ୍ୟାର ନାଁ ଶୁଭସ୍ମିତା ସ୍ୱାଇଁ
କଟକରେ ଜାତୀୟ ସିନିୟର ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଉଦ୍ଘାଟିତ, ବିଭିନ୍ନ ରାଜ୍ୟର ୫୫୦ରୁ ଅଧିକ ଖେଳାଳି ସାମିଲ୍, ୩୭ଟି ଦଳ ଅଂଶଗ୍ରହଣ କରିଛନ୍ତି
First
Prev
1637
1638
1639
1640
1641
1642
1643
1644
1645
1646
1647
Next
Last
© 2022 - Odisha Television Limited. All Rights Reserved.