ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ରାଇରଙ୍ଗପୁର: ଦୁର୍ଘଟଣାରେ ବହଳଦା ଦୁନ୍ଦୁ ଗାଁର ୨ ଜଣଙ୍କ ମୃତ୍ୟୁ ଘଟଣା; କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ, ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥରେ ଯାତାୟାତ ଠପ୍
ସୋର: ସିମୁଳିଆ ଥାନା ଅଡ଼ାବଜାର SBI ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୃତ୍ତ; କେତେ ଲୁଟ୍ ହୋଇଛି ଜଣାପଡ଼ିନି
ଆନନ୍ଦପୁର କଲେଜ ପାଖ ବସ୍ତିରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା ଘର, ୨ ଆହତ
ନୟାଗଡ଼: ଗଣିଆ ଥାନା ସିଧାମୂଳା ନିକଟରେ ଗଛରେ ପିଟି ହେଲା ବସ୍; ୭ ଆହତ, ଆହତମାନେ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି
୮୧ ବର୍ଷରେ ଭେଟେରାନ୍ ଅଭିନେତା କାଦର ଖାନ୍ଙ୍କ ପରଲୋକ: କାନାଡାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ, ସୂଚନା ଦେଲେ ପୁଅ ସରଫରାଜ୍
ମାସକୁ ୫ ଦିନ ପାଇଁ ଖୋଲୁଥିବା କେରଳର ସବରିମାଳା ମନ୍ଦିର ଆଜି ବନ୍ଦ ହୋଇଯିବ
କେନ୍ଦୁଝର: ଚମ୍ପୁଆ ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆମ୍ବବଗିଚାରେ ପଶିଲେ ୯ହାତୀ; ଗ୍ରାମବାସୀ ଆତଙ୍କିତ, ହାତୀଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀଙ୍କ ପ୍ରୟାସ
୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା
ମୋହନା: ଗଣ୍ଡାହାତୀରୁ ପିକ୍ନିକ୍ ସାରି ଭଞ୍ଜନଗର ଫେରୁଥିବା ବେଳେ ରାଇଗଡ଼ ଥାନା ମାର୍ଲବା ଘାଟିରୁ ପ୍ରାୟ ୫୦ ଫୁଟ୍ ତଳକୁ ଖସିପଡ଼ିଲା ବୋଲେରୋ, ୮ ଜଣ ଆହତ; ସମସ୍ତେ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି
ପିପିଲି: ମଙ୍ଗଳପୁର ଗାଁ ନିକଟରେ ଥଟ୍ଟାମଜାରୁ ଦୁଇ ଯୁବକ ପିଟାପିଟି, ଜଣେ ମୃତ; ମୃତକ ମୃଦନୀପୁର ଗାଁର ଓ ଅଭିଯୁକ୍ତ ବ୍ରହ୍ମପୁର ଗାଁର
ବାଜିବ ସାହାନାଇ
ବିଜୟ ମହାପାତ୍ରଙ୍କ ଟାର୍ଗେଟ ପ୍ରସଙ୍ଗ: ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା-ମହାପ୍ରଭୁଙ୍କ ଆଦ୍ୟ ସେବକ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ, ବାସ୍ତବ ସ୍ଥିତି ନେଇ ଗଜପତି ମହାରାଜା ବହୁବାର ସ୍ପଷ୍ଟୀକରଣ ଦେଇସାରିଛନ୍ତି, ସ୍ପଷ୍ଟୀକରଣ ସତ୍ତ୍ୱେ ଏଭଳି ଭ୍ରାନ୍ତ ଧାରଣା ଉପୁଜିବା ଅନୁଚିତ
ବିଜୟ ମହାପାତ୍ରଙ୍କ ଟାର୍ଗେଟ ପ୍ରସଙ୍ଗ: ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା- ଦୈନନ୍ଦିନ ପ୍ରଶାସନିକ ଦାୟିତ୍ୱ ମୁଖ୍ୟ ପ୍ରଶାସକଙ୍କ ଉପରେ ପୂର୍ଣ୍ଣ ନ୍ୟସ୍ତ, ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ବୈଠକରେ ଅଧ୍ୟକ୍ଷତା କରିବା, ପରିଚାଳନା ନେଇ ତାଙ୍କର ଅଧିକାର କି ଦାୟିତ୍ୱ ନାହିଁ
ବିଜୟ ମହାପାତ୍ରଙ୍କ ଟାର୍ଗେଟ ପ୍ରସଙ୍ଗ: ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା- ୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେବା ପରେ ସରକାର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ହାତକୁ ନେଲେ, ସେବେଠାରୁ ଶ୍ରୀମନ୍ଦିର ପ୍ରଶାସନିକ ଦାୟିତ୍ୱ ଗଜପତି ବହନ କରୁନାହାନ୍ତି
ମେଘାଳୟ ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି
ଶିରିଡ଼ି ସାଇ ମନ୍ଦିରକୁ ବଢୁଛି ଶ୍ରଦ୍ଧାଳୁଙ୍କ ଦାନ
ରାୟଗଡ଼ା: ଥେରୁବାଲି ଷ୍ଟେସନ ନିକଟସ୍ଥ କେଲିଗୁଡ଼ାରେ ଏକ ପରିତ୍ୟକ୍ତ ଘରେ ବୃଦ୍ଧ, ବୃଦ୍ଧାଙ୍କ ମୃତଦେହ ଠାବ; ସେମାନଙ୍କ ପରିଚୟ ମିଳିନି
ଭୁବନେଶ୍ୱର: ଗୋଲଡେନ୍ ବାବାଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୁଲିସ୍, ବଡ଼ବିଲରେ ଜଣଙ୍କୁ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି
କଟକ ବାଦାମବାଡ଼ିରୁ ୭ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା: ଜିଲ୍ଲାପାଳ କାର୍ଯ୍ୟାଳୟ ଛକରେ ଚେନ୍ ଲୁଟିଲା ବେଳେ ଲୁଟେରାକୁ ଧରି ନିସ୍ତୁକ ପିଟି ପୁଲିସ୍ ଜିମା ଦେଲେ ଲୋକେ
କାଳିଆ ଯୋଜନାର ତରବରିଆ କାର୍ଯ୍ୟକାରିତାକୁ ସମାଲୋଚନା କଲେ ବିଜେପି ଉପସଭାପତି ସମୀର ମହାନ୍ତି,କହିଲେ- ରାଜ୍ୟପାଳ ନିକଟରେ ଫେରାଦ ହେବୁ, ଲୋକଙ୍କ ଅର୍ଥର ଅପବ୍ୟୟ କରି ଦଳୀୟ ସ୍ୱାର୍ଥରେ ବ୍ୟବହାର କରାଯାଉଛି
ପାକିସ୍ତାନର ଆକ୍ରମଣ ଯୋଜନାକୁ ପଣ୍ଡ କଲା ଭାରତୀୟ ସେନା
ଟ୍ରିପଲ୍ ତଲାକ ବିଲ୍ ସଂପର୍କରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ- ବିଲ୍କୁ ଆମେ ବିରୋଧ କରୁନୁ; ଆମେ ସଂଶୋଧନ ଚାହୁଁଛୁ, ୩ ବର୍ଷ ଜେଲ୍ଦଣ୍ଡ ବଦଳରେ ଜୋରିମାନା ନିୟମ ଦାବି କରୁଛୁ, ଏ ନେଇ ସରକାର ବିରୋଧୀ ଦଳ ସହ ଆଲୋଚନା କରିବା ଉଚିତ୍
ୟୁଥ୍ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଶୀତ; ୮ ଡିଗ୍ରୀ ତଳେ ୧୧ ସହରର ପାରଦ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୨.୮ ଡିଗ୍ରୀ
First
Prev
1639
1640
1641
1642
1643
1644
1645
1646
1647
1648
1649
Next
Last
© 2022 - Odisha Television Limited. All Rights Reserved.