ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ୱେଷ୍ଟଇଣ୍ଡିଜ୍କୁ ୯ଓ୍ୱିକେଟରେ ହରାଇଲା ଭାରତ
ବଲାଙ୍ଗିର: ସୋନୁ ପଟ୍ଟନାୟକ ଗୁଳିକାଣ୍ଡ ମାମଲାରେ ଶ୍ରୀପତି ସିଂ ଓ ପିଙ୍କୁ କରନ ଗିରଫ; ପୂର୍ବ ଶତ୍ରୁତାରୁ ଗୁଳି କରିଥିଲେ, ମାର୍ଚ୍ଚ ୫ରେ ଟିଟିଲାଗଡ଼ ରୋଡ୍ ଜିତୁ ମୋଟେଲଠାରେ ହୋଇଥିଲା ଗୁଳି
ସି-ଭୋଟର ସର୍ଭେ ; ଏସ୍ପି-ବିଏସ୍ପି ମେଣ୍ଟ ହେଲେ ଅଡୁଅାରେ ପଡ଼ିବ ଏନ୍ଡିଏ
ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ୍ ଗୁମିଧରା ଗାଁ କାଜୁ ଜଙ୍ଗଲରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର; ଓଢ଼ଣୀ ଓ ଲୁଙ୍ଗିରେ ଝୁଲୁଛି ମୃତଦେହ
ଭୁବନେଶ୍ୱରକୁ ଦୁଇଟି ପୁଲିସ୍ ଜିଲ୍ଲାରେ ପରିଣତ କରିବାକୁ ପ୍ରସ୍ତାବ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ ଆର୍.ପି. ଶର୍ମା; କମିଶନରେଟ୍ ପୁଲିସ୍ର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଦେଲେ ଏହି ପ୍ରସ୍ତାବ
ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଅା
ସୁନ୍ଦରଗଡ଼: ଦାମ୍ପତ୍ୟ କଳହରୁ କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ, ମୃତକ ଲେଫ୍ରିପଡ଼ା ଥାନା ବେଲସରା ଗାଁର ଭାଗଚାଷୀ ବଂଶୀଧର ବୁଡେକ; ଅମଳ ପରେ ଜମି ମାଲିକଙ୍କୁ ଧାନ ଦେବାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା
ଜଳେଶ୍ୱର: ଭୋଗରାଇ ବ୍ଲକ୍ କୁଳିଦା ଗାଁରେ ତିନି ଜଣ ଚୋରଙ୍କୁ ଧରି ନିସ୍ତୁକ ପିଟିଲେ ଲୋକେ, ଚୋରଙ୍କ ଠାରୁ ଏକ ଭ୍ୟାନ୍ ସହ ବିଭିନ୍ନ ଚୋରିମାଲ୍ ଜବତ
ମାଲକାନଗିରି ଜିଲ୍ଲାରେ ବିଭିନ୍ନ ରାସ୍ତାରେ ଧାନ ଗଦେଇଲେ ଚାଷୀ, ମଣ୍ଡିରେ ଧାନ ଉଠା ଯାଉ ନ ଥିବାରୁ ଜିଲ୍ଲା ଆଦିବାସୀ ମହାସଂଘର ପ୍ରତିବାଦ, ରାସ୍ତାରେ ଧାନ ଗଦା ଯାଇଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ
ରାୟଗଡ଼ା: ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ, ରେଳ କର୍ମଚାରୀଙ୍କ ଦ୍ୱାରା ଫାଟ ମରାମତି ଶେଷ, କିଛି ସମୟର ପରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ
ଭଞ୍ଜନଗର: ପାଇଲିପଡ଼ା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ସୂଚନା, ଅଗ୍ନିକାଣ୍ଡରେ ବ୍ୟାଙ୍କର କମ୍ପୁଟର ଓ ଆସବାବ ପତ୍ର ନଷ୍ଟ ହୋଇଯାଇଛି
ଦନ୍ତେଓ୍ୱାଡା ନକ୍ସଲ ଅାକ୍ରମଣ ବେଳର ସ୍ଥିତି ବୟାନ କଲେ ଡିଡି ନ୍ୟୁଜ୍ ଲାଇଟ୍ମ୍ୟାନ୍
କୋଣାର୍କ: କାକଟପୁର-ବାଜପୁର ରାସ୍ତାରେ ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ ଲକ୍ଷ ଲୁଟ୍, ୨ଟି ବାଇକ୍ରେ ୪ରୁ ୫ ଜଣ ଆସି ବନ୍ଧୁକରେ ପିଟି ଲୁଟିଲେ, ଘଟଣା ସ୍ଥଳରେ ପହଞ୍ଚି କାକଟପୁର ପୁଲିସର ତନାଘନା
ରାଫେଲ୍ ଡିଲ୍ ନେଇ କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମ୍କୋର୍ଟ
ଅନଗ୍ରସର ଉଚ୍ଚବର୍ଗଙ୍କୁ ୧୦% ସଂରକ୍ଷଣ ନେଇ ରାଜ୍ୟସଭାରେ ବିତର୍କ ବେଳେ ବିଜେଡି ସମର୍ଥନ କରୁଥିବା ସ୍ପଷ୍ଟ କଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କହିଲେ- ଆମେ ସମର୍ଥନ କରୁଛୁ, ବିରୋଧ କରିବାର ପ୍ରଶ୍ନ ନାହିଁ, ବିଲ୍ ଆଣିବାକୁ ସରକାର ଡେରି କରିଦେଲେ
ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ, କହିଲେ- ପ୍ରାକୃତିକ ବିପର୍ଯ୍ୟୟ ଅଭିବୃଦ୍ଧି ହାରରେ ବାଧାର କାରଣ ହୋଇପାରେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଉଲ୍ଲେଖନୀୟ କାର୍ଯ୍ୟ କରିଛି
ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ, କହିଲେ- ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହୋଇଛି, ଆହୁରି ଅଗ୍ରଗତି ଦରକାର, ଜାତୀୟ ହାର ତୁଳନାରେ ୨ ବର୍ଷ ହେଲା ଅଭିବୃଦ୍ଧି ହାର ଭଲ ନାହିଁ
ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ
ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ, କହିଲେ- ମେଡିକାଲ କଲେଜ ଓ ଅଧିକ ଡାକ୍ତର ଆବଶ୍ୟକତା ରହିଛି, ଜଣେ ଡାକ୍ତରଙ୍କୁ ୮ରୁ ୧୦ ହଜାର ଲୋକ, ଭଲ ସୂଚନା ନୁହେଁ, ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ପର୍ଯ୍ୟାନ୍ତ ନାହାନ୍ତି, ଅଧିକ ଦରକାର
ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ, କହିଲେ- ମୁଣ୍ଡପିଛା ଆୟରେ ଅଗ୍ରଗତି ହୋଇଛି, ଜାତୀୟ ହାର ଠାରୁ ତଥାପି ଦୂରରେ ରହିଛି, ରାଜ୍ୟ ସରକାରଙ୍କୁ ଏ ଦିଗରେ ଆହୁରି ଅନେକ କିଛି କରିବାକୁ ପଡ଼ିବ
ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ, କହିଲେ- ସରକାରଙ୍କ ଆର୍ଥିକ ପରିଚାଳନା, ବିପର୍ଯ୍ୟୟ ମୁକାବିଲା ପ୍ରଶଂସନୀୟ, ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି
ଫେବ୍ରୁଆରୀ ୧ରେ ଆଗତ ହେବ କେନ୍ଦ୍ର ବଜେଟ୍, ମଧ୍ୟବର୍ତ୍ତୀକାଳୀନ ବଜେଟ ଆଗତ ନେଇ ନିଷ୍ପତ୍ତି
ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗିର ଗସ୍ତ: ସକାଳ ୯ଟା ୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ, ସେଠାରୁ ହେଲିକପ୍ଟରରେ ବଲାଙ୍ଗିର ଯିବେ,୧୧ଟା ୪୫ରେ ପଥରଚେପା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ
କୁଚିଣ୍ଡା: ଗୁଣ୍ଡୁରୁଚୁଆଁ ନାବାଳକ ଅପହରଣର ପର୍ଦ୍ଦାଫାସ୍, ଅପହରଣ କରିଥିବା ନିରଞ୍ଜନ ସୁନାନିକୁ ଗିରଫ କଲା କୁଚିଣ୍ଡା ପୁଲିସ୍, ବାହାଘର ଖର୍ଚ୍ଚ ପାଇଁ ଆବଶ୍ୟକ ୧ ଲକ୍ଷ ଟଙ୍କା ପାଇଁ କରାଯାଇଥିଲା ଅପହରଣ
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ- ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବନାହିଁ
First
Prev
1634
1635
1636
1637
1638
1639
1640
1641
1642
1643
1644
Next
Last
© 2022 - Odisha Television Limited. All Rights Reserved.