ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
କନ୍ଧମାଳ ସେବାଶ୍ରମରେ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଲେ- ପ୍ରାୟ ବର୍ଷକ ପରେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି, କୋରାପୁଟର ଜଣେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ଗିରଫ ହୋଇଥିଲେ; ୨୦୧୫ରେ ଆଦିବାସୀ ସ୍କୁଲରେ ୨୦ରୁ ଅଧିକ ଏମିତି ଘଟଣା ଘଟିଥିଲା
ବିରାଟ@30
ବିଜେଡିକୁ ପ୍ରଶଂସା କରିବା ସହ ଆଭିମୁଖ୍ୟ ଅସ୍ପଷ୍ଟ ରଖିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା: କହିଲେ- ବିଜେଡି ଭଲ କାମ କରୁଛି, ଭଲ ସ୍ଥିତିରେ ଅଛି; ଆଗାମୀ ନିର୍ବାଚନରେ ଲଢ଼ିବି କି ନାହିଁ ହାଇକମାଣ୍ଡ ନିଷ୍ପତ୍ତି ନେବେ; ତେବେ କେଉଁ ଦଳର ହାଇକମାଣ୍ଡ ତାହା କହିଲେ ନାହିଁ
ନରେନ୍ଦ୍ର ମୋଦିଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନ-କେବିକେ ଯୋଜନା ବନ୍ଦ କଲେ, ସ୍ୱତନ୍ତ୍ର ଅନୁଦାନ କାହିଁକି ଦେଉନାହାନ୍ତି? ଚିଟଫଣ୍ଡ କେଳେଙ୍କାରୀ ତଦନ୍ତ କରୁଥିବା ସିବିଆଇ କାହିଁକି ଚୁପ୍ ବସିଛି?
ନରେନ୍ଦ୍ର ମୋଦିଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନ- ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଏମଏସ୍ପି ଲାଗୁ କାହିଁକି ହେଉନି? ବର୍ଷକୁ ୨ କୋଟି ଚାକିରି ଦେବେ କହିଥିଲେ, ଓଡ଼ିଶାରେ କେତେ ଦେଇଛନ୍ତି? ରାଫେଲ ଯୁଦ୍ଧ ବିମାନ ନିର୍ମାଣ ଦାୟିତ୍ୱ ହାଲ୍କୁ କାହିଁକି ଦେଲେନି?
ସେବାଶ୍ରମ ହଷ୍ଟେଲରେ ଛାତ୍ରୀ ପ୍ରସବ କରିବା ଘଟଣାରେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନିରଞ୍ଜନ ପଟ୍ଟନାୟକ: କହିଲେ- ସବୁଠାରୁ ବଡ଼ ଦୁଃଖଦ ଘଟଣା, ରାଜ୍ୟରେ ଶାସନ ବୋଲି କିଛି ନାହିଁ
କାଳିଆ ଯୋଜନାରେ ଟଙ୍କା ପ୍ରଦାନ ସଂପର୍କରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଲେ- ଯେତେଶୀଘ୍ର ସମ୍ଭବ ପ୍ରଥମ କିସ୍ତି ଟଙ୍କା ଦେବାକୁ ଚେଷ୍ଟା ଚାଲିଛି
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ବିଜେଡିର କୃଷକ ସମାବେଶ ନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଲେ- ଆମର କାହା ସହ ଟଣାଓଟରା ନାହିଁ, ଚାଷୀଙ୍କ ପାଇଁ ସମାବେଶ କରୁଛୁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ
ମାଲକାନଗିରି ଏସ୍ପିଙ୍କ ନିକଟରେ କାଲିମେଳା ଏରିଆ କମିଟି ସଦସ୍ୟ ଦେବେ ମାଢ଼ୀ ଓରଫ୍ ଶାନ୍ତିଙ୍କ ଆତ୍ମସମର୍ପଣ: ଶାନ୍ତିଙ୍କ ମୁଣ୍ଡ ଉପରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି, ୨୦୦୮ରୁ ନକ୍ସଲ କାର୍ଯ୍ୟରେ ସମ୍ପୃକ୍ତ ଥିଲେ
ରାଉରକେଲା: ଷ୍ଟିଲ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଘଟଣା; ୪ ଅଭିଯୁକ୍ତଙ୍କୁ ଗିରଫ କଲା ରାଉରକେଲା ସେକ୍ଟର-୩ ପୁଲିସ୍, ୨ଟି ବାଇକ୍ ସହ ପିସ୍ତଲ ଓ ଅଫୁଟା ଗୁଳି ଜବତ #Odisha
ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣା ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ କହିଲେ- ସରକାର ୬ ଜଣଙ୍କୁ ବହିଷ୍କାର ଓ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି, ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଶୀଘ୍ର ୧ ହଜାର ସ୍କୁଲ୍ରେ ସିସିଟିଭି ଲାଗିବ
ଗାର୍ମେଣ୍ଟ ବଜାରରେ ପାତଞ୍ଜଳୀ
ଭୁବନେଶ୍ୱର: କ୍ୟାପିଟାଲ ହାଇସ୍କୁଲରେ ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହ ଅନୁଷ୍ଠିତ; ହଜାର ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ, ଉତ୍କଳ ଜନନୀ ସ୍ପେଶାଲ୍ ଡାକ ଟିକେଟ୍ ଓ ଲଫାପା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
କାଲି ବଲାଙ୍ଗିର ଆସୁଥିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖିଲେ ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ: ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ
ବର୍ତ୍ତମାନର ମୁଖ୍ୟ ଖବର
ବାଲିଗୁଡ଼ା: ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ପରେ ନାବାଳିକା ଅନ୍ତଃସତ୍ତ୍ୱା; ଅଭିଯୁକ୍ତ ରିପୁ ନାୟକକୁ ଗିରଫ କଲା ଜି. ଉଦୟଗିରି ପୁଲିସ୍
ବିନିକା: ଲୁଇସିଂହା ଥାନା ବୁଡୁଗାଁରେ ମୃତ୍ୟୁ ପରେ ମିଳିଲାନି ୪ କାନ୍ଧ; ଅଟୋରେ ଶ୍ମଶାନ ଗଲା ଶବ, ଭିନ୍ନ ଜାତିରେ ବିବାହ କରିଥିବାରୁ ଶବ ସତ୍କାର ପାଇଁ ଆସିଲେନି ସାହି ଭାଇ
କଂଗ୍ରେସରେ ମିଶିବା ଚର୍ଚ୍ଚାକୁ ଖଣ୍ଡନ କଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ: କହିଲେ- କଂଗ୍ରେସରେ ମିଶିବା ପ୍ରଶ୍ନ ଉଠୁନି, ଏବେ ବିଜେଡି ଓ ବିଜେପି କୋଳାକୋଳି ହୋଇ ଅଛନ୍ତି, ଏହି ସମୟରେ କଂଗ୍ରେସ ଅଗ୍ରସର ହେବାର ଆବଶ୍ୟକତା ରହିଛି
କନ୍ଧମାଳ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା: ବ୍ରହ୍ମପୁର MKCGରେ ନବଜାତ ଶିଶୁର ମୃତ୍ୟୁ ସୂଚନା; ପ୍ରସବ ପରେ ଛାତ୍ରୀ ଓ ନବଜାତ MKCGରେ ଭର୍ତ୍ତି ହୋଇଥିଲେ
ଅାଜି ଖୋଲିବ କେରଳ ସବରିମାଳା ମନ୍ଦିର
ସୋର: ଏନ୍ଏଚ୍-୧୬ର ବାହାନଗା ଓଭରବ୍ରିଜ୍ ଉପରେ ଓଲଟିଲା ଚାଉଳ ବୋଝେଇ ମିନି ଟ୍ରକ୍; ଲୋକେ ଚାଉଳ ଲୁଟି ନେଲେ
ଭାରତର ଚିତ୍ତାକର୍ଷକ ବିଜୟ
ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍: ଅଙ୍ଗନବାଡିର ବିଭିନ୍ନ ବର୍ଗର କର୍ମୀଙ୍କ ଦରମା ବୃଦ୍ଧି ପୂର୍ବରୁ ସ୍ଥିର ହୋଇଥିଲା, ୧୯/୯/୨୦୧୮ରେ ମୋଦି ସରକାର ଏ ନେଇ ଘୋଷଣା କରିଥିଲେ, ବର୍ତ୍ତମାନର ଘୋଷଣା କେବଳ କେନ୍ଦ୍ରୀୟ ସ୍କିମ୍ ଲାଗୁ ପାଇଁ ଉଦ୍ଦିଷ୍ଟ
ବିଜେଡିରେ ନବ ଦାସ ମିଶିଲେ ଅଡୁଆ ବଢ଼ିବ କି ପ୍ରଶ୍ନରେ ବିଜେଡି ସାଧାରଣ ସମ୍ପାଦକ କିଶୋର ମହାନ୍ତି କହିଲେ- ସେ ବିଜେଡିରେ ମିଶିଲେ କିଛି ଅସୁବିଧା ନାହିଁ, ବିଜେଡି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ, ତାହା ସପକ୍ଷରେ ଯିବୁ
ଦିଲ୍ଲୀର ହଜଖାସ୍ ଜଗନ୍ନାଥ ମନ୍ଦିର ବୁଲିଲା ଜଗା
First
Prev
1632
1633
1634
1635
1636
1637
1638
1639
1640
1641
1642
Next
Last
© 2022 - Odisha Television Limited. All Rights Reserved.