ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ମହାଗଠବନ୍ଧନରେ ବିଜେଡି ସାମିଲ ହୋଇନି ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; କହିଲେ- ବିଜେଡି ସମଦୂରତ୍ୱ ନୀତିରେ କାଏମ ରହିଛି, କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତ୍ୱ ବଜାୟ ରଖିଛି
ବଲାଙ୍ଗିର : ମହିଳା କ୍ରିକେଟରଙ୍କ ଘର ଉପରେ ଆକ୍ରମଣ
ବାଙ୍କୀ: ମୁଣ୍ଡଳି ପଞ୍ଚାୟତ ଅଞ୍ଚଳରେ ଥିବା ବାସେଳି ମନ୍ଦିର ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ସନ୍ଦେହ, ତାଙ୍କ ପରିଚୟ ଜଣାପଡ଼ିନି
ବଲାଙ୍ଗିର: ମହିଳା କ୍ରିକେଟର ସରିତା ମେହେରଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୮ ମହିଳାଙ୍କ ସହ ମୋଟ ୧୦ ଜଣଙ୍କୁ ଗିରଫ କଲା ଟାଉନ୍ ଥାନା ପୁଲିସ୍
ଭୁବନେଶ୍ୱର: ଅର୍ଥ କମିଶନଙ୍କ ବୈଠକରେ କୋଇଲା ଖଣି ଅଞ୍ଚଳରୁ ଗ୍ରୀନ୍ ଏନର୍ଜୀ ସେସ୍ ଦାବି କଲେ ମୁଖ୍ୟମନ୍ତ୍ରୀ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ୧୫ଶହ କୋଟି ମଧ୍ୟ ଦାବି କଲେ
ଭୁବନେଶ୍ୱର: ଅର୍ଥ କମିଶନଙ୍କ ବୈଠକରେ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତ କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ, ଏହାସହ ବିଗତ ୧୦ ବର୍ଷରେ ରାଜ୍ୟ ସହିଥିବା ଜିଏସ୍ଟି କ୍ଷତିର ଭରଣା ଦାବି କଲେ
ନିକିତା ମୃତ୍ୟୁ ମାମଲାରେ ଲିପନଙ୍କ ଭଉଣୀ କହିଲେ, ମୋ ଭାଇ ନିର୍ଦ୍ଦୋଷ, ସେଭଳି କାମ କରିପାରିବନି, ଘରୋଇ ହିଂସା କଥା ସଂପୂର୍ଣ୍ଣ ମିଛ, ଭାଉଜ ଘରେ ରହୁ ନଥିଲେ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ କୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ, ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥା ସ୍ୱୀକାର କଲେ ଲିପନ, ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁ ଖସିପଡ଼ିଛନ୍ତି ନିକିତା: କଟକ ଡିସିପି ଅଖିଳେଶ୍ୱର ସିଂ
ଅାଜି ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସ : ଦିଲ୍ଲୀରେ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ବିଜେଡିର ବିକ୍ଷୋଭ ସମାବେଶ; ଦଳର ବହୁ ମନ୍ତ୍ରୀ, ସାଂସଦ, ତୁଙ୍ଗ ନେତା ଉପସ୍ଥିତ, ମୁଖ୍ୟମନ୍ତ୍ରୀ ବି ସାମିଲ ହେବେ, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି
ନୂଆଦିଲ୍ଲୀ: ସଂସଦ ଆଗରେ ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆ ନାଗରିକ ମଞ୍ଚର ବିରୋଧ; ଓଡ଼ିଶା ଭବନ ଘେରାଉ ଉଦ୍ୟମ, ପୁଲିସ ସହ ଯୁକ୍ତିତର୍କ, ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଛି କରି ନଥିବା ଅଭିଯୋଗରେ ବିରୋଧ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ବ୍ରହ୍ମପୁର: ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା, ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ
ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅାଜି ସମ୍ବଲପୁର ଯିବେ
ଆସିଯାଇଛି ପର୍ଯ୍ୟଟନର ଋତୁ ; କାଲିଠୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ
ବଲାଙ୍ଗିର: ବାରଣ ସତ୍ତ୍ୱେ ବି ଶୁଳିଆ ଯାତ୍ରାରେ ପଡ଼ିଲା ପଶୁବଳି, ସାନଖଳା ଓ ବଡ଼ଖଳାରେ ପୁଲିସ୍ ଉପସ୍ଥିତିରେ ବଳି ପଡ଼ିଛି, ମାଜିଷ୍ଟ୍ରେଟ, ଜଣେ ଡିଏସପି ଓ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଉପସ୍ଥିତ
ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଅାକ୍ରମଣରେ ନିହତ ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ଅାଜି ତାଙ୍କ ଗାଁକୁ ଅାସିପାରେ
ଲୌହମାନବଙ୍କୁ ବାଲୁକାକୃତି ଦ୍ୱାରା ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଅାସନ୍ତାକାଲି ଉନ୍ମୋଚିତ ହେବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି
ଢେଙ୍କାନାଳ: ଏନଏଚ୍ ୫୫ ବଳଦିଆବନ୍ଧରେ ଦୁଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଦୁଇ ଡ୍ରାଇଭର ମୃତ, ଗୁରୁତର ହେଲପର ଢେଙ୍କାନାଳ ମେଡିକାଲରେ ଭର୍ତ୍ତି
ରାଉରକେଲାରେ ନିର୍ମାଣ ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର; ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମିଳିଲା ସବୁଜ ସଙ୍କେତ, ବିମାନ ବନ୍ଦର ନିର୍ମାଣ ପାଇଁ ଲାଇସେନ୍ସ ଦେଲେ ଡିଜିସିଏ
ଚୌଦ୍ୱାର: ଏନ୍ଏଚ୍ ୧୬ ଟାଙ୍ଗୀ ବଇଁଚୁଆ ନିକଟରେ ଟ୍ରଲରକୁ ପଛପଟୁ ଧକ୍କା ଦେଲା କଣ୍ଟେନର; ୨ ମୃତ
ଯାଜପୁର: ଏନ୍ଏଚ୍ ୧୬ ଜାରକା ନିକଟ ବ୍ରାହ୍ମଣୀ ବ୍ରିଜ୍ ଉପରେ ଟ୍ରକ୍କୁ ଧକ୍କା ଦେଲା ଟୁରିଷ୍ଟ ବସ୍; ଜଣେ ମୃତ, ୧୩ ଆହତ
କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ୨ ଦିନିଆ ଭାରତ ବନ୍ଦ ଡାକରା; ଜଳେଶ୍ୱର ଷ୍ଟେସନରେ ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜର ଅଟକାଇଲେ କର୍ମୀ
First
Prev
1635
1636
1637
1638
1639
1640
1641
1642
1643
1644
1645
Next
Last
© 2022 - Odisha Television Limited. All Rights Reserved.