Daily Horoscope 6th Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର ଚନ୍ଦ୍ର – ମକର ରାଶିର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ – ଦିବା ୦୯/୪୧ ଗତେ ୧ ପାଦ , ପଶୁନାଶ- ଅନ୍ନଦାନ ।

Aries

ମେଷ

Thursday 06 Oct 2022

କୃତିକା - ଦୂର ସମ୍ପର୍କୀୟ ବନ୍ଧୁଙ୍କଠାରୁ ଆର୍ଥୀକ ହାନି ସୂଚିତ ହୁଏ

ରୋହିଣୀ – ପାରିବାରିକ ସୁଖ ଶାନ୍ତି ନଷ୍ଟ ହୋଇପାରେ

ମୃଗଶିରା – ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ

ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :