କଣ ହେବ ପ୍ରତିକ୍ଷୀତ କୋଷ୍ଟାଲ ହାଇ ୱେ'ର ଭାଗ୍ୟ। ଆଗରୁ ସମସ୍ତେ ପଚାରୁଥିଲେ କେବେ ହେବ। ହେଲେ ଏବେ ହେବ କି ନାହିଁ ତାହା ହିଁ ବଡ଼ ପ୍ରଶ୍ନ। ବାରମ୍ବାର ରୁଟ୍ ମ୍ୟାପ ବଦଳିବା ଯୋଗୁଁ ପ୍ରକଳ୍ପରେ ବିଳମ୍ବ ହେଉଥିଲା। ଶେଷରେ ହୋଇଥିବା ଟେଣ୍ଡର ବି ବାତିଲ ହୋଇଯାଇଛି। ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ, ତେଜିଛି ରାଜନୀତି ।