ବାଃ ବାଃରେ ବ୍ୟବସ୍ଥା । ସରକାରୀ ଘର ଖଣ୍ଡିଏ ପାଇବାକୁ ବଡବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଣ୍ଡିଗଲା ହେଲେ ଘର ଖଣ୍ଡିଏ ପାଇଲେନି। ଢୁ ଢୁ ବର୍ଷା ହେଉ କି ଧୁ ଧୁ ଖରା ହେଉ...ଭଙ୍ଗା ଦଦରା ଘରେ ବିତୁଛି ଜୀବନ