ଝାଡ଼ଖଣ୍ଡରେ ରାଜନୈତିକ ସଂକଟ:  ଅଫିସ ଅଫ୍ ପ୍ରଫିଟ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନିର୍ବାଚନ କମିଶନଙ୍କ ସୁପାରିଶ ପରେ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା। ନିଜ ଆସନ ଟଳମଳ ହେଉଥିବା ବେଳେ, ସରକାର ବଞ୍ଚାଇବାକୁ କସରତ ଆରମ୍ଭ କରିଛନ୍ତି ହେମନ୍ତ।