କେନ୍ଦୁଝରର ଇଏ ବୋଧେ ବିଶ୍ୱସ୍ତରୀୟ ସ୍କୁଲ । ବ୍ୟବସ୍ଥାକୁ ଉପହାସ କରୁଛି କଲେଜରୋଡ୍ ହାଇସ୍କୁଲ । ରୂପାନ୍ତରିତ ହୋଇଛି ସତ ହେଲେ ସାର୍ ନାହାନ୍ତି ।  ଜଣେ ମାତ୍ର ହିନ୍ଦୀ ଶିକ୍ଷକ ହାଣ୍ଡିଶାଳରୁ ହଂକଂ ଯାଏ ପିଲାଙ୍କୁ ପଢାଉଛନ୍ତି ପାଠ...