ମଡର୍ଣ୍ଣ ଦୁନିଆରେ ମରି ଯାଉଥିବା ମାନବିକତାର ଗଣ୍ଡା ଗଣ୍ଡା କାହାଣୀ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଥାଏ। ଆଜି କିନ୍ତୁ ଏକ ଭଲ ଖବର ଆସିଛି ସୁନ୍ଦରଗୁଡ଼ରୁ। ଦେଖନ୍ତୁ, ମୃତକଙ୍କ ସମ୍ପର୍କୀୟମାନେ ସେମାନଙ୍କ ଦିବଂଗତ ଆତ୍ମୀୟଙ୍କ ଅସ୍ଥି ନେବାକୁ ନ ଆସିବାରୁ କେମିତି ମଶାଣି ବନ୍ଧୁମାନେ ସେହି ଅସ୍ଥିକୁ ସମ୍ମାନ ପୂର୍ବକ ପୂଜାବିଧି କରୁଛନ୍ତି। ଏହି ଅସ୍ଥି ସବୁ ପ୍ରୟାଗରାଜରେ ବିସର୍ଜନ ହେବ