ଦିନେ ଗାଁର ଗୌନ୍ତିଆ ଥିଲେ.. ଖାଇବା ପିଇବା ଚଳିବାରେ ଅଭାବ ନଥିଲା.. ହେଲେ ସରକାରୀ ଜଳସେଚନ ପ୍ରକଳ୍ପ ତାଙ୍କୁ ଦାଣ୍ଡର ଭିକାରୀ ସଜେଇଦେଲା.. ଆଜି ମୁଠାଏ ଦାନା ପାଇଁ ସେ ଡହକ ବିକଳ..