ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମେନୁରେ ଆଡ୍‌ ହେବ ନୂଆ ଡିସ୍‌। ରାଷ୍ଟ୍ରପତି ଭବନରେ ଏଣିକି ସମସ୍ତେ ଖାଇବେ ଭାତ, ଶାଗ ସହ ଆଳୁଭର୍ତା...ପୂର୍ବରୁ ବି ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ରନ୍ଧା ଯାଉଥିଲା ଖାଦ୍ୟ..