ଇଲୋ ବୋଉ...ଏଇଟା କୋଉ ନିଶା? ଦେଶୀ ନା ବିଦେଶୀ? ଭାଇ ତୁମକୁ ସିଟ୍‌ ମିଳିଛି ତୁମେ ଥୟ ହେଇକି ବସୁନ କାଇଁ? ନା ଇଏ ଶୁଣିବା ପରିସ୍ଥିତିରେ ହିଁ ନାହାନ୍ତି। ଦେଖୁନାହାନ୍ତି ନାଲିପାଣି ପେଟେ ପିଇ କେମିତି ହେଉଛନ୍ତି?