Last updated: 19 October 2023, 10:06 AM IST
ସ୍ୱାଦ ଅନୁସାରେ ଲୁଣ ଖାଇବା ଭଲ । ହେଲେ ଅଧିକ ଲୁଣ ଖାଇଲେ ଦେଖା ଦେଇପାରେ ସାଂଘାତିକ ସମସ୍ୟା। ଏବେଠାରୁ ଆପଣମାନେ ସଚେତନ ହେବା ନଚେତ୍। ନଚେତ୍ କେଉଁ ମୁହୁର୍ତ୍ତରେ ବଢିପାରେ ଉଚ୍ଚ ରକ୍ତଚାପ। ହଠାତ୍ ଷ୍ଟ୍ରୋକ୍ ସମସ୍ୟା ପାଇଁ କୌଣସି ସମୟରେ ଯାଇପାରେ ଜୀବନ…