By: Pallipuspa Samal
Last updated: 28 December 2022, 12:31 PM IST
ପାଣି ନାହିଁ ବୋଲି ଚାଷ ବନ୍ଦ କଲେନି। ଦେଶୀ ବୁଦ୍ଧି ଆପଣାଇଲେ...ଅଢେଇ କିମି ପର୍ଯ୍ୟନ୍ତ ପାହାଡର ପଥର ଚିରି କ୍ଷେତକୁ ଆଣିଲେ ପାଣି। ପଥୁରଆ ଜମିରେ ଏବେ ହସୁଛି ସୁନାର ଫସଲ