ମୁଁ ଶ୍ରୀକ୍ଷେତ୍ର ବୋହୂ, କୋଉଠି ହାରିବିନି....ସ୍ୱାମୀଙ୍କଠାରୁ ପ୍ରେରଣା ପାଇ ଜାତୀୟ ସ୍ତରରେ ମେଡାଲ ଜିତିଲେ। ଏବେ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ପାଇଁ ଆରମ୍ଭ କରିଦେଲେଣି ପ୍ରସ୍ତୁତି