ପୁଟିନଙ୍କ ଜୀବନ ପ୍ରତି ସବୁ ବେଳେ ରହିଛି ବିପଦ। ବିଶ୍ୱ ରାଜନୀତିରେ ବେଶ୍ ପ୍ରଭାବ ରଖିଥିବା ପୁଟିନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଜାଣନ୍ତୁ, କେଉଁମାନେ ଅଛନ୍ତି ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ?