ସାରା ବିଶ୍ୱକୁ ଏକ ପ୍ରକାର ଡରାଇ ରଖିଛି ଋଷ। କେତେବେଳେ ପରମାଣୁ ଅସ୍ତ୍ର କଥା କହି ଡରାଉଛି ତ ଆଉ କେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଥରାଇ ଦେଉଛି ବିଶ୍ୱକୁ। ତେବେ ଦୁନିଆର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ସରମାର୍ଟ’ ପରୀକ୍ଷଣ କରି ସବୁ ଦେଶର ନିଦ ହଜେଇ ଦେଇଛି