ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Ashara Alok
ମଣିଷ ଆଶାରେ ବଞ୍ଚେ । ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା, ଉଜୁଡ଼ି ଯାଇଥିବା ପରିବାରକୁ ପୁଣି ଥରେ ଏକାଠି କରିବାର ଭିନ୍ନ ଏକ ପ୍ରୟାସ ଆଶାର ଆଲୋକ । ଦାମ୍ପତ୍ୟ ଜୀବନର କଳହରୁ ବର୍ଷ ବର୍ଷ ଧରି ପରସ୍ପରଠାରୁ ଦୂରେଇ ରହିଥାନ୍ତି ସ୍ବାମୀ,ସ୍ତ୍ରୀ । ଫଳରେ ଦୁଇଟି ପରିବାରରେ ମଧ୍ୟରେ ସୃଷ୍ଟି ହୋଇଥାଏ ଅଶାନ୍ତି ଓ ବିଭେଦର ପାଚେରୀ । ଏଭଳି ଦୁଇଟି ପରିବାରକୁ ପୁଣି ଥରେ ଏକାଠି କରି ସେମାନଙ୍କ ଜୀବନରେ ପାରିବାରିକ ଖୁସି ଫେରାଇ ଆଣିବା ଆଶାର ଆଲୋକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ କୌଣସି ଥାନା ବା କୋର୍ଟକୁ ଯାଇ ନୁହେଁ , ବରଂ ଏକ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମହତ୍ ଲକ୍ଷ୍ୟ । ପୂର୍ବତନ ବିଚାରପତି, ସମାଜସେବୀ, ଉପସ୍ଥାପକଙ୍କ ଉପସ୍ଥିତିରେ ପରସ୍ପରଠାରୁ ଦୂରେଇ ରହିଥିବା ସ୍ବାମୀ ସ୍ତ୍ରୀ ପୁଣି ଥରେ ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶପଥ ନେଇଥାନ୍ତି । ପ୍ରତି ସପ୍ତାହର ଶନିବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଆଶାର ଆଲୋକ କାର୍ଯ୍ୟକ୍ରମ । ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଏହି କାର୍ଯ୍ୟକ୍ରମର ଉପସ୍ଥାପକ । Updates
Jibana Do Chakire Ashara Alok Ep 159 | 20 Apr 2019 | Intercast Marriage ଯୋଗୁ ପାରିବାରିକ ସମସ୍ୟା
Jibana Do Chakire Ashara Alok Ep 160 | 27 Apr 2019 | ଦୁଇ ବର୍ଷର ବୈବାହିକ ଜୀବନରେ ସୃଷ୍ଟି ହୋଇଛି ଝଡ
Jibana Do Chakire Ashara Alok Ep 161 | 11 May 2019 | ନିଶା ପାଇଁ ୧୯ ବର୍ଷର ଦାମ୍ପତ୍ୟ ଜୀବନରେ ଝଡ଼
Jibana Do Chakire Ashara Alok Ep 162 | 18 May 2019 | ସନ୍ଦେହ ଯୋଗୁ 15 ବର୍ଷର ଦାମ୍ପତ୍ୟ ଜୀବନରେ ଝଡ
Jibana Do Chakire Ashara Alok Ep 163 | 25 May 2019 | ପୁରୁଣା ପ୍ରେମ ସମ୍ପର୍କ ଯୋଗୁ ଦାମ୍ପତ୍ୟ ଜୀବନରେ ଫାଟ
Jibana Do Chakire Ashara Alok Ep 164 | 01 June 2019 | ପ୍ରେମ ବିବାହରେ ସନ୍ଦେହର ଝଡ
Jibana Do Chakire Ashara Alok Ep 165 | 8 Jun 2019 | ମଦପାଇଁ ଭାଙ୍ଗିଯାଇଛି ସଂସାର
Jibana Do Chakire Ashara Alok Ep 166 | 15 June 2019 | ତ୍ରୀକୋଣୀୟ ସମ୍ପର୍କ: ସ୍ୱାମୀ ଏକ ସ୍ତ୍ରୀ ଦୁଇ
Jibana Do Chakire Ashara Alok Ep 167 | 22 Jun 2019 | ମାଙ୍କର ଭୁଲକୁ ଧରିବସି ନିଜେ ଭାଙ୍ଗିଚନ୍ତି ନିଜ ସଂସାର
Jibana Do Chakire Ashara Alok Ep 168 | 29 June 2019 | ଭୁଲ ନିଷ୍ପତି ଯୋଗୁ 17 ବର୍ଷର ଦାମ୍ପତ୍ୟ ଜୀବନରେ ଫାଟ
First
Prev
62
63
64
65
66
67
68
69
70
71
72
Next
Last
© 2022 - Odisha Television Limited. All Rights Reserved.