ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Ashara Alok
ମଣିଷ ଆଶାରେ ବଞ୍ଚେ । ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା, ଉଜୁଡ଼ି ଯାଇଥିବା ପରିବାରକୁ ପୁଣି ଥରେ ଏକାଠି କରିବାର ଭିନ୍ନ ଏକ ପ୍ରୟାସ ଆଶାର ଆଲୋକ । ଦାମ୍ପତ୍ୟ ଜୀବନର କଳହରୁ ବର୍ଷ ବର୍ଷ ଧରି ପରସ୍ପରଠାରୁ ଦୂରେଇ ରହିଥାନ୍ତି ସ୍ବାମୀ,ସ୍ତ୍ରୀ । ଫଳରେ ଦୁଇଟି ପରିବାରରେ ମଧ୍ୟରେ ସୃଷ୍ଟି ହୋଇଥାଏ ଅଶାନ୍ତି ଓ ବିଭେଦର ପାଚେରୀ । ଏଭଳି ଦୁଇଟି ପରିବାରକୁ ପୁଣି ଥରେ ଏକାଠି କରି ସେମାନଙ୍କ ଜୀବନରେ ପାରିବାରିକ ଖୁସି ଫେରାଇ ଆଣିବା ଆଶାର ଆଲୋକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ କୌଣସି ଥାନା ବା କୋର୍ଟକୁ ଯାଇ ନୁହେଁ , ବରଂ ଏକ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମହତ୍ ଲକ୍ଷ୍ୟ । ପୂର୍ବତନ ବିଚାରପତି, ସମାଜସେବୀ, ଉପସ୍ଥାପକଙ୍କ ଉପସ୍ଥିତିରେ ପରସ୍ପରଠାରୁ ଦୂରେଇ ରହିଥିବା ସ୍ବାମୀ ସ୍ତ୍ରୀ ପୁଣି ଥରେ ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶପଥ ନେଇଥାନ୍ତି । ପ୍ରତି ସପ୍ତାହର ଶନିବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଆଶାର ଆଲୋକ କାର୍ଯ୍ୟକ୍ରମ । ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଏହି କାର୍ଯ୍ୟକ୍ରମର ଉପସ୍ଥାପକ । Updates
Jibana Do Chakire Ashara Alok Ep 114 | 09 Jun 2018 | ସମାଧାନ ହୋଇପାରିଲାନି ଶୋ ଛାଡି ଚାଲିଗଲେ ମିହିର ଦାସ
Jibana Do Chakire Ashara Alok Ep 115 | 16 Jun 2018 - କିନ୍ନରମାନଙ୍କ ଦୁଃଖ କିଏ ଶୁଣିବ ଆଉ କିଏ ବୁଝିବ
Jibana Do Chakire Ashara Alok Ep 116 | 23 Jun 18 - ସୁଭାସିନୀ ଫେରି ପାଇବେ ସ୍ୱାମୀ, ପୁଅ-ବୋହୂଙ୍କ ଭଲପାଇବା?
Jibana Do Chakire Ashara Alok Ep 117 30 Jun 2018 | Career କୁ ନେଇକି ଦାମ୍ପତ୍ୟ ଜୀବନରେ ଅଶାନ୍ତି
Jibana Do Chakire Ashara Alok Ep118 | ୨ ବର୍ଷର ବିବାହରେ ବୁଝାମଣା ବସେଇ ନ ପାରି ସୃଷ୍ଟି ହୋଇଛି ସମ୍ପର୍କରେ ଫାଟ
Jibana Do Chakire Ashara Alok Ep 119 14 Jul 2018 | 7 ବର୍ଷର ଦୁରତା ଓ ଅଶାନ୍ତି କମ ହେବ ଆଜି?
Jibana Do Chakire Ashara Alok 123 11Aug2018 | ନବ ଦମ୍ପତିଙ୍କ ଭିତରେ କାହିଁକି ଆସିଲା ଫାଟ? କଣ ସମାଧାନ ସମ୍ଭବ?
Jibana Do Chakire Ashara Alok 124 18 Aug 2018 | କଣ ମମତା ଓ ମାଧବଙ୍କ ସୁନାର ସଂସାର ପୁଣି ଥରେ ହସି ଉଠିବ?
Jibana Do Chakire Ashara Alok 125 25 Aug | ବିବାହର ମୂଳଦୁଆ ମିଛ: କଣ ଅଲଗା ହେଇଯିବେ ଏହି ଦମ୍ପତି?
Jibana Do Chakire Ashara Alok Ep 120 21 July 2018 | ପୁଅକୁ ହରେଇକି ମା-ବାପା ଅଲଗା ହୋଇ କାହିଁକି ରହୁଛନ୍ତି?
First
Prev
58
59
60
61
62
63
64
65
66
67
68
Next
Last
© 2022 - Odisha Television Limited. All Rights Reserved.