ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Akuha Katha
ପ୍ରସାରଣ-ପ୍ରତି ରବିବାର ରାତି ୮ଟା ଉପସ୍ଥାପକ- ଅଶ୍ରୁମୋଚନ ମହାନ୍ତି (ଫ୍ରିଲାନ୍ସର) ଅକୁହା କଥା ମନ ଗହନର କଥା..। ମନରେ ରହିଯାଇଥିବା ଦୁଃଖ, କଷ୍ଟ, ଯନ୍ତ୍ରଣାକୁ କହିଦେଲେ ମନ ଟିକେ ହାଲକା ହୋଇଯାଏ.. ହେଲେ ବେଳେବେଳେ ସବୁକଥା କହି ହୁଏନା କାହିଁକିନା ଶୁଣିବାକୁ ବି ସେମିତିଆ ମନଟେ ମିଳେନା... କିନ୍ତୁ ଅକୁହା କଥା କାର୍ଯ୍ୟକ୍ରମ ପ୍ରତିଟି ମଣିଷର ଅକୁହା କଥାକୁ ଶୁଣିଥାଏ । ଆଉ ଶୁଣାଇଥାଏ ସଂଘର୍ଷର କାହାଣୀ, ଅଭୁଲା କଥା, ଖଟାମିଠା ସ୍ମୃତି, ଯାତନାର କଥା ଦର୍ଶକଙ୍କ ସମ୍ମୁଖରେ ରଖିବାର ଏକ ଛୋଟିଆ ପ୍ରୟାସ କରିଆସୁଛି ଅକୁହା କଥା । ଏଥିରେ ଭାଗ ନେଉଥିବା ଲୋକ ନିଜ ଇଚ୍ଛା ଅନୁସାରେ ହଁ ନିଜ କଥା ବଖାଣିଥାଆନ୍ତି । ଜୀବନ କେତେ ସଂଘର୍ଷପୂର୍ଣ୍ଣ ତାହା ଅକୁହା କଥା କହୁଥିବା ଚରିତ୍ରମାନେ ବେଳେବେଳେ ବତାଇଦିଅନ୍ତି...। Updates
Akuha Katha Ep 27 4 Nov 2018 | Cerebral Palsyରେ ପୀଡ଼ିତ ଦୁଇ ଶିଶୁ ଓ ତାଙ୍କ ବାପା ମା\'ଙ୍କ ଦୁଃଖ
Akuha Katha Ep 28 11 Nov 2018 | ଜଣେ ତୃତୀୟ ଲିଙ୍ଗୀଙ୍କ ପ୍ରଥମ ପ୍ରେମରେ ଧୋଖା - OTV
Akuha Katha Ep 29 18 Nov 2018 | ପ୍ରେମ ବଦଳରେ ପ୍ରେମ ନ ପାଇ ଏସିଡ ମାଡ଼ - OTV
Akuha Katha Ep 30 25 Nov 2018 | କେଉଁ ପରିସ୍ତିଥିରେ ପଡ଼ି ନିଜ ଜନ୍ମମାଟିଠୁ ଅଲଗା ହେଲେ ଅଶୋକ - OTV
Akuha Katha Ep 31 2 Dec 2018 | ଝିଲିଙ୍କ ଆଖିର ସ୍ୱପ୍ନ ହେଲା ଚୁନା-ଚୁନା - OTV
Akuha Katha Ep 32 09 Dec 2018 | ନାରୀ ଦୁର୍ବଳା ନୁହେ, ସେ ସବଳା - OTV
Akuha Katha Ep 33 16 Dec 2018 | ୪୧ ବର୍ଷ ପରେ ମିଳିଲା ନ୍ୟାୟ - OTV
Akuha Katha Ep 35 30 Dec 2018 | ଦାଦନ ଶ୍ରମିକ ହେଲେ ବି ସେ ଜଣେ ମଣିଷ - OTV
Akuha Katha Ep 36 06 Jan 2019 | ସନ୍ତାନର ଭୁଲ ନିଷ୍ପତି ଦେଇଛି ମା\' ମନରେ କଷ୍ଟ - OTV
Akuha Katha Ep 37 13 Jan 2019 | କୁଆଁରୀ ମା\'ର ଦୁଃଖ କାହାଣୀ - OTV
Prev
1
2
3
4
5
6
7
8
9
Next
Last
© 2022 - Odisha Television Limited. All Rights Reserved.