ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Akuha Katha
ପ୍ରସାରଣ-ପ୍ରତି ରବିବାର ରାତି ୮ଟା ଉପସ୍ଥାପକ- ଅଶ୍ରୁମୋଚନ ମହାନ୍ତି (ଫ୍ରିଲାନ୍ସର) ଅକୁହା କଥା ମନ ଗହନର କଥା..। ମନରେ ରହିଯାଇଥିବା ଦୁଃଖ, କଷ୍ଟ, ଯନ୍ତ୍ରଣାକୁ କହିଦେଲେ ମନ ଟିକେ ହାଲକା ହୋଇଯାଏ.. ହେଲେ ବେଳେବେଳେ ସବୁକଥା କହି ହୁଏନା କାହିଁକିନା ଶୁଣିବାକୁ ବି ସେମିତିଆ ମନଟେ ମିଳେନା... କିନ୍ତୁ ଅକୁହା କଥା କାର୍ଯ୍ୟକ୍ରମ ପ୍ରତିଟି ମଣିଷର ଅକୁହା କଥାକୁ ଶୁଣିଥାଏ । ଆଉ ଶୁଣାଇଥାଏ ସଂଘର୍ଷର କାହାଣୀ, ଅଭୁଲା କଥା, ଖଟାମିଠା ସ୍ମୃତି, ଯାତନାର କଥା ଦର୍ଶକଙ୍କ ସମ୍ମୁଖରେ ରଖିବାର ଏକ ଛୋଟିଆ ପ୍ରୟାସ କରିଆସୁଛି ଅକୁହା କଥା । ଏଥିରେ ଭାଗ ନେଉଥିବା ଲୋକ ନିଜ ଇଚ୍ଛା ଅନୁସାରେ ହଁ ନିଜ କଥା ବଖାଣିଥାଆନ୍ତି । ଜୀବନ କେତେ ସଂଘର୍ଷପୂର୍ଣ୍ଣ ତାହା ଅକୁହା କଥା କହୁଥିବା ଚରିତ୍ରମାନେ ବେଳେବେଳେ ବତାଇଦିଅନ୍ତି...। Updates
Akuha Katha Ep 6 | 03 Jun 2018 | ମିନତୀ ପ୍ରଧାନ: ଜଣେ ଶାରୀରିକ ଓ ମାନସିକ ନିର୍ଯାତିତା ବୋହୂର କାହାଣୀ
Akuha Katha Ep 7 | 10 Jun 2018 | ବନିତା ବାରିକ: କାହାଣୀ ଏକ ଧୋକା ଖାଇଥିବା ସ୍ତ୍ରୀର
Akuha Katha Ep 8 | 17 Jun 2018 - ଶ୍ରୁତି ଦେବୀ: ସେଦିନ ରାତିର ଅଘଟଣ ପାଇଁ ସବୁକିଛି ବଦଳି ଯାଇଥିଲା
Akuha Katha Ep 10 || 01 July 2018 | ସୁନିତା ଦେବୀଙ୍କ ସଂଘର୍ଷପୁର୍ଣ ଜୀବନ
Akuha Katha Ep 11 15 Jul 2018 | HIV Postitiveରେ ଆକ୍ରାନ୍ତ ପ୍ରଭାସିନୀଙ୍କ ସଂଘର୍ଷ
Akuha Katha Ep 12 22 Jul 2018 | ୨ ଝିଅଙ୍କୁ ଏକଲା କଷ୍ଟରେ ବଡ଼ କରୁଛନ୍ତି ସୋନିଆ
Akuha Katha Ep 13 29 July 2018 | ଚୁନା ହେଲା ସନ୍ଧ୍ୟାଙ୍କ ବୈବାହିକ ଜୀବନ ସପ୍ନ
Akuha Katha Ep 14 5 Aug 2018 | କାହାଣୀ ଏକ ଭଙ୍ଗା କାଠ ଘରେ ରହୁଥିବା ବୃଦ୍ଧ ଦମ୍ପତିଙ୍କ ଅସରନ୍ତି ଦୁଃଖର
Akuha Katha Ep 15 12 Aug 2018 | ଦେହ ବ୍ୟବସାୟରେ କାହିଁକି ପସିଲେ ସୁଜାତା?
Akuha Katha Ep 16 19 Aug 2018 | ଯୋଗ୍ୟତା ଥାଇ ମଧ୍ୟ କାହିଁକି ନିଜ ପରିଚୟ ଖୋଜୁଛନ୍ତି ଐଶ୍ଵର୍ଯ୍ୟା?
Prev
1
2
3
4
5
6
7
Next
Last
© 2022 - Odisha Television Limited. All Rights Reserved.