ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Akuha Katha
ପ୍ରସାରଣ-ପ୍ରତି ରବିବାର ରାତି ୮ଟା ଉପସ୍ଥାପକ- ଅଶ୍ରୁମୋଚନ ମହାନ୍ତି (ଫ୍ରିଲାନ୍ସର) ଅକୁହା କଥା ମନ ଗହନର କଥା..। ମନରେ ରହିଯାଇଥିବା ଦୁଃଖ, କଷ୍ଟ, ଯନ୍ତ୍ରଣାକୁ କହିଦେଲେ ମନ ଟିକେ ହାଲକା ହୋଇଯାଏ.. ହେଲେ ବେଳେବେଳେ ସବୁକଥା କହି ହୁଏନା କାହିଁକିନା ଶୁଣିବାକୁ ବି ସେମିତିଆ ମନଟେ ମିଳେନା... କିନ୍ତୁ ଅକୁହା କଥା କାର୍ଯ୍ୟକ୍ରମ ପ୍ରତିଟି ମଣିଷର ଅକୁହା କଥାକୁ ଶୁଣିଥାଏ । ଆଉ ଶୁଣାଇଥାଏ ସଂଘର୍ଷର କାହାଣୀ, ଅଭୁଲା କଥା, ଖଟାମିଠା ସ୍ମୃତି, ଯାତନାର କଥା ଦର୍ଶକଙ୍କ ସମ୍ମୁଖରେ ରଖିବାର ଏକ ଛୋଟିଆ ପ୍ରୟାସ କରିଆସୁଛି ଅକୁହା କଥା । ଏଥିରେ ଭାଗ ନେଉଥିବା ଲୋକ ନିଜ ଇଚ୍ଛା ଅନୁସାରେ ହଁ ନିଜ କଥା ବଖାଣିଥାଆନ୍ତି । ଜୀବନ କେତେ ସଂଘର୍ଷପୂର୍ଣ୍ଣ ତାହା ଅକୁହା କଥା କହୁଥିବା ଚରିତ୍ରମାନେ ବେଳେବେଳେ ବତାଇଦିଅନ୍ତି...। Updates
Akuha Katha Ep 17 26 Aug 2018 | ରୁବିଙ୍କ ଭଲପାଇବାକୁ ବୁଝିଲେନି ସ୍ୱାମୀ
Akuha Katha Ep 18 2 Sep 2018 | ଦିଲ୍ଲୀରେ ସୁକାନ୍ତିଙ୍କ ଦୁଃଖପୂର୍ଣ ଜୀବନ
Akuha Katha Ep 19 9 Sep 2018 | ବବିତା ତାଙ୍କ ଜୀବନରେ ନେଇଥିବା ନିଷ୍ପତି ପାଇଁ ଆଜି ଏକା ପଡ଼ିଯାଇଛନ୍ତି
Akuha Katha Ep 20 16 Sep 2018 | ଶକୁନ୍ତଳା - ଜଣେ କୁଆଁରୀ ମା\'ର ଦୁଃଖ କାହାଣୀ
Akuha Katha Ep 21 23 Sep 2018 | ବାଃରେ ମଣିଷ: କଣ ମଣିଷର ଜାତି ନିଜେ ମଣିଷ ଠାରୁ ବଡ଼?
Akuha Katha Ep 22 30 Sep 2018 | ପରିବାରର ସୁରକ୍ଷା-କବଚ ସାଜିଥିବା ଜଣେ ଝିଅର କାହାଣୀ
Akuha Katha Ep 23 7 Oct 2018 | ମନୋରମାଙ୍କ ମନର ଯନ୍ତ୍ରଣା
Akuha Katha Ep 24 14 Oct 2018 | ଖୁସୀଙ୍କ ଦୁଃଖ ଓ ନିର୍ଯାତନାର କାହାଣୀ
Akuha Katha Ep 25 Oct 21 2018 | ଜଣେ ଭାରତୀୟ ନାରୀ କନକଙ୍କ ଅସରନ୍ତି ଦୁଃଖ କାହାଣୀ
Akuha Katha Ep 26 28 Oct 2018 | ଝିଅ ଭୁଲିଗଲା ବାପା ମା\'ଙ୍କ ପ୍ରେମ
Prev
1
2
3
4
5
6
7
8
Next
Last
© 2022 - Odisha Television Limited. All Rights Reserved.