ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Akuha Katha
ପ୍ରସାରଣ-ପ୍ରତି ରବିବାର ରାତି ୮ଟା ଉପସ୍ଥାପକ- ଅଶ୍ରୁମୋଚନ ମହାନ୍ତି (ଫ୍ରିଲାନ୍ସର) ଅକୁହା କଥା ମନ ଗହନର କଥା..। ମନରେ ରହିଯାଇଥିବା ଦୁଃଖ, କଷ୍ଟ, ଯନ୍ତ୍ରଣାକୁ କହିଦେଲେ ମନ ଟିକେ ହାଲକା ହୋଇଯାଏ.. ହେଲେ ବେଳେବେଳେ ସବୁକଥା କହି ହୁଏନା କାହିଁକିନା ଶୁଣିବାକୁ ବି ସେମିତିଆ ମନଟେ ମିଳେନା... କିନ୍ତୁ ଅକୁହା କଥା କାର୍ଯ୍ୟକ୍ରମ ପ୍ରତିଟି ମଣିଷର ଅକୁହା କଥାକୁ ଶୁଣିଥାଏ । ଆଉ ଶୁଣାଇଥାଏ ସଂଘର୍ଷର କାହାଣୀ, ଅଭୁଲା କଥା, ଖଟାମିଠା ସ୍ମୃତି, ଯାତନାର କଥା ଦର୍ଶକଙ୍କ ସମ୍ମୁଖରେ ରଖିବାର ଏକ ଛୋଟିଆ ପ୍ରୟାସ କରିଆସୁଛି ଅକୁହା କଥା । ଏଥିରେ ଭାଗ ନେଉଥିବା ଲୋକ ନିଜ ଇଚ୍ଛା ଅନୁସାରେ ହଁ ନିଜ କଥା ବଖାଣିଥାଆନ୍ତି । ଜୀବନ କେତେ ସଂଘର୍ଷପୂର୍ଣ୍ଣ ତାହା ଅକୁହା କଥା କହୁଥିବା ଚରିତ୍ରମାନେ ବେଳେବେଳେ ବତାଇଦିଅନ୍ତି...। Updates
Akuha Katha Ep 78 | 24 Nov 2019 | ସମୁଦ୍ର ଭିତରେ ସଂଘର୍ଷ କରି ବଂଚିଯାଇଥିବା ଆଣ୍ଡାମାନର ନାବିକ ଅମ୍ରିତ କୁଜୁର
Akuha Katha Ep79 | 01 Dec 2019 | ଓଡିଶାର ପ୍ରଥମ ମହିଳା ଅଟୋ ଡ୍ରାଇଭରଙ୍କ ସଂଘର୍ଷର କାହାଣୀ | ରାଜଧାନୀର ରାଧେ ମା
Akuha Katha Ep 80 | 08 Dec 2019 | ରଘୁ ପଲେଇ ଙ୍କ ଜୀବନର ଅକୁହା କଥା
Akuha Katha Ep 81 | 15 Dec 2019 | ପ୍ରମିଳା ସିଂ ଙ୍କ ଜୀବନର ଅକୁହା କଥା | ଦିବ୍ୟାଙ୍ଗ ହେଲେ ବି ସକ୍ଷମ
Akuha Katha Ep 82 | 22 Dec 2019 | ଜାଣନ୍ତୁ ନିଆରା ମଣିଷ \"ଚିନ୍ମୟ ପାତ୍ର ଓରଫ ରାଜା\" ଙ୍କ ମନର ଅକୁହା କଥା
Akuha Katha Ep 83 | 29 DEC 2019 | ତ୍ରିଲୋଚନ ଙ୍କ ଜୀବନର ଅକୁହା କଥା
Akuha Katha Ep 84 | 05 Jan 2020 | \"ବାଲି ମୁର୍ମୁ\" ଜୀବନର ଦୁଃଖଭରା କାହାଣୀ
Akuha Katha Ep 85 | 12 Jan 2020 | ଦିବ୍ୟାଙ୍ଗ \"ସୁଭଦ୍ରା\" - ଜାଣନ୍ତୁ ତାଙ୍କ ଜୀବନର ଅକୁହା କଥା
Akuha Katha Ep 86 | 19 Jan 2020 | ଏମିତି ଏକ ଝିଅ ର କାହାଣୀ ଯାହାର ହଜି ଯାଇଛି ସପନ ବଦଳି ଯାଇଛି ଜୀବନ
Akuha Katha Ep 87 | 02 Feb 2020 | ଦୁଃଖ ଏମିତି ଆସେ \"ଗୋବିନ୍ଦ\" ଜୀବନରେ.
First
Prev
4
5
6
7
8
9
10
11
12
13
14
Next
© 2022 - Odisha Television Limited. All Rights Reserved.