ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଅନୁଗୋଳ: ବାଘୁଣୀକୁ ଧରିବାକୁ ଚନ୍ଦକାରୁ ଯାଇ ପୁରୁଣାକୋଟରେ ପହଞ୍ଚିଲା ହାତୀ ଯଶୋଦା; ଆଉ କିଛି ସମୟ ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯିବ
ଭୁବନେଶ୍ୱର: ବାଲିପାଟଣା ନୂଆସାହିରେ ବାଣ ବିସ୍ଫୋରଣ ଘଟଣା; ନିଖୋଜ ଜ୍ଞାନେନ୍ଦ୍ର ମିଶ୍ରଙ୍କର କାଲିଠାରୁ ପତ୍ତା ମିଳୁନି, ଜ୍ଞାନେନ୍ଦ୍ରଙ୍କ ଦେହାବଶେଷ ବି ଠାବ କରିପାରୁନି ପୁଲିସ୍, କାଲି କେବଳ ଜ୍ଞାନେନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଶବ ମିଳିଥିଲା
ମରୁଡ଼ି, ଚାଷୀ ଆତ୍ମହତ୍ୟା ଓ ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି ବସନ୍ତ ପଣ୍ଡା: କହିଲେ- ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ, ତୃତୀୟ ମହଲା କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ମିଲର
ବଲାଙ୍ଗିର ମେଡିକାଲ କଲେଜ ଆଇସିୟୁରେ ମହିଳା ରୋଗୀଙ୍କୁ ଅଧୀକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ: ଡିସ୍ଚାର୍ଜ କରିବାକୁ ବାଧ୍ୟ କରି ଟଣାଓଟରା କରିଥିବା ଅଭିଯୋଗ, ଟାଉନ ଥାନାରେ ଅଭିଯୋଗ କଲେ ସଂପୃକ୍ତ ମହିଳା ରୋଗୀ
ଭୁବନେଶ୍ୱର: ବରମୁଣ୍ଡା ପାଇକ ନଗରରେ ଡ୍ରେନ୍ ଖୋଳା ଯାଉଥିବା ବେଳେ ଭୁଶୁଡ଼ିଲା କାନ୍ଥ; ୩ ଶ୍ରମିକ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବ୍ରହ୍ମପୁର: ରମ୍ଭା ଥାନା ଗଡ଼ହୁମା-କଳାଯମୁନା ପୋଖରୀ କୂଳରୁ ଅଖା ଭିତରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ଯୁବକଙ୍କ ପରିଚୟ ମିଳିନି
ଆଜି ସତ୍ୟପାଠ ଦାଖଲ କରିପାରିଲେନି, ଆସନ୍ତାକାଲି ପୁଣି ଗୃହ କମିଟି ନିକଟରେ ହାଜର ହେବେ ଅଭିଜିତ୍ ଆୟର
ମାଲକାନଗିରି ଜିଲ୍ଲା ବିଜେଡିରେ ଦଳୀୟ କନ୍ଦଳ ତେଜିଲା: ଜିଲ୍ଲା ସଭାପତି ମାନସ ମାଡ଼କାମୀ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଭାକର ପ୍ରଧାନ ଓ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡାଙ୍କୁ ବହିଷ୍କାର କଲେ
ପାରାଦୀପ: NH-5(A) ମରାମତି ହେଉ ନଥିବା ଅଭିଯୋଗ କରି ତାରିଣୀଗଡ଼ା ଠାରେ ବିଜେଡିର ରାସ୍ତାରୋକ; ଆଜି ଅପରାହ୍ନରେ ପାରାଦୀପ ଆସିବେ କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ
ଓଡ଼ିଶା-ହରିଆଣା ରଣଜୀ: ପ୍ରଥମ ଇନିଂସ୍ରେ ଓଡ଼ିଶା ୩୨୪ରେ ଅଲ୍ ଆଉଟ୍
ରାଉରକେଲା: ହାତୀକୁ ପୋଡ଼ି ପୋତି ଦେବା ଘଟଣା; ଫରେଷ୍ଟର ହରିଶ ଜେନା ଓ ଗାର୍ଡ ସବିତା କିଷାନ୍ଙ୍କୁ ସସ୍ପେଣ୍ଡ କଲା ବନ ବିଭାଗ
ଆଜି ବଲିଉଡ୍ ସୁପରଷ୍ଟାର ଶାହରୁଖ୍ ଖାନ୍ଙ୍କ ଜନ୍ମଦିନ
ଢେଙ୍କାନାଳ: ମହିଧରପୁର ଗାଁ ନିକଟ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଲା ହାତୀ; ହାତୀକୁ ଉଦ୍ଧାର କରିବାକୁ ପହଞ୍ଚିନି ବନ ବିଭାଗ
ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଷ୍ଟର ଜରିଆରେ ମାଓବାଦୀଙ୍କ ସ୍ପଷ୍ଟୀକରଣ: କହିଲେ- ପୁଲିସ୍ ସହିତ ସାମ୍ବାଦିକ ଥିବା ଆମେ ଜାଣି ନଥିଲୁ, ପୁଲିସ୍ ସହ ନଯିବାକୁ ସାମ୍ବାଦିକଙ୍କୁ ଅନୁରୋଧ
ରାଉରକେଲା: ହାତୀକୁ ମାରି ପୋତି ଦେବା ସନ୍ଦେହରେ ୩ ଗିରଫ, ୧୦ ଫେରାର; ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୋନାଖାନ୍ ପୁଟୁଳିଆ ଗାଁର ଘଟଣା
ପଟ୍ଟାମୁଣ୍ଡାଇ: ବାର୍ହା ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ଶିକାରୀ ମୃତ; ମୃତକ ମହାକାଳପଡ଼ା ବ୍ଲକ୍ ଜମ୍ବୁ ପଞ୍ଚାୟତ ପୂର୍ବପଡ଼ା ଗାଁର
କେନ୍ଦୁଝର: ତୁରୁମୁଙ୍ଗା ଥାନା ପୁଟୁଙ୍ଗା ନିକଟରୁ ଗଛ ମୂଳରୁ ଗ୍ରାମରକ୍ଷୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
ନୀଳଗିରି: ତେଗଲଢ଼ି ଓ ହାତୀମୁଣ୍ଡା ଗାଁ ବିଲରେ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ; କାଲି ରାତିରୁ ଜଡ଼ିବାଲି ଜଙ୍ଗଲରେ ଅଛନ୍ତି
ମାଲକାନଗିରି: କୋରକୋଣ୍ଡା ତାରଲାକୋଟା ଆବାସିକ ସ୍କୁଲର ୪୦ ପିଲା ରାତି ଅଧରେ ସ୍କୁଲ ପାଚେରି ଡେଇଁ ଆସିବା ବେଳେ ବାଟରେ ଅଟକାଇଲେ ଲୋକେ; ସ୍କୁଲର ସମସ୍ୟା ଜଣାଇବାକୁ ଜିଲ୍ଲାପାଳଙ୍କୁ ଜଣାଇବାକୁ ଆସୁଥିଲେ
ଭୁବନେଶ୍ୱର: ବାଲିପାଟଣା ନୂଆସାହିରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା, ଗୁରୁତରଙ୍କୁ ଅଠାନ୍ତର ମେଡିକାଲରେ ଭର୍ତ୍ତି
ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଆ: ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ବାପା ଭୂୟାଁ କହଁର
ଖାରବେଳଙ୍କୁ ବିଜେଡି କର୍ମୀଙ୍କ ପୁଣି ବିରୋଧ ନେଇ ବୈଜୟନ୍ତଙ୍କ ଟ୍ୱିଟ୍: କହିଲେ- ବହୁତ ହୋଇଗଲା; ଓଡ଼ିଶାରେ ସ୍ଥିତି ଖରାପରୁ ଅତି ଖରାପକୁ ଯାଉଛି, ଖାରବେଳ ସ୍ୱାଇଁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରନ୍ତୁ
ଝାରସୁଗୁଡ଼ା ଏୟାରପୋର୍ଟ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ପ୍ରସ୍ତାବକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ୍, ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଖଇରା ଡୁଙ୍ଗୁରାରେ ଖାରବେଳ ସ୍ୱାଇଁଙ୍କ ମିଟିଂ ବେଳେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ବାଲେଶ୍ୱର ଏସ୍ପିଙ୍କ ପାଖରେ ଅଭିଯୋଗ କଲେ ଖାରବେଳ
First
Prev
1671
1672
1673
1674
1675
1676
1677
1678
1679
1680
1681
Next
Last
© 2022 - Odisha Television Limited. All Rights Reserved.