ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ତିତ୍ଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରର ୮ ଜଣିଆ ଟିମ୍: ଆଜି ଓ ଆସନ୍ତାକାଲି ତିତ୍ଲି ପ୍ରଭାବିତ ଜିଲ୍ଲା ବୁଲିବ ଟିମ୍
କୋରାପୁଟ: ଦରମା ବନ୍ଦ କରିଦେବାରୁ ଇସ୍ତଫା ଦେଲେ ୪ ଜଣ ଡାକ୍ତର; ଉପସ୍ଥାନ କମ୍ ଥିବାରୁ ଡିନ୍ ଦରମା ବନ୍ଦ କରିଥିବା ଅଭିଯୋଗ, ରୋଗୀ ସେବା ବ୍ୟାହତ
ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ; ପ୍ରତିଦିନ ପିଠାବଟା ଦେଇ ୨୫ ଓ କାଳିଆମି ଦେଇ ୩୫ ଗାଡ଼ିକୁ ଅନୁମତି, ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି
ଗଞ୍ଜାମ ଜିଲ୍ଲା ବାଲିସାହି ଫାଣ୍ଡି ଅଞ୍ଚଳରେ ଅମାନୁଷିକ କାଣ୍ଡ: ରାତିରେ ଶୋଇଥିବା ବେଳେ ଘରୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ଚୋରି ପାଇଁ ଯାଇ ଚୋରମାନେ ଗଣଦୁଷ୍କର୍ମ କରିଥିବା ସୂଚନା
କିଟ୍ ଷ୍ଟାଡିୟମରେ ଆଜିଠୁ ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍: ଟସ୍ ଜିତି ଓଡ଼ିଶାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି କିମ୍ବା ଇଣ୍ଡଷ୍ଟ୍ରି କରିଛନ୍ତି ସିଜ୍ କରାଯିବ, ଜରିମାନା ଆକାରରେ ୧ ଲକ୍ଷ ଟଙ୍କା ଆଦାୟ କରାଯିବ, ଦୋକାନରେ ବିକ୍ରି କଲେ ୩/୫/୭ ହଜାର ଟଙ୍କା ଆଦାୟ କରାଯିବ: ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସନ
ପଲିଥିନ ବ୍ୟାନ ନେଇ ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସନ କହିଲେ- ସଚେତନ ପାଇଁ ଆଜି ଡେଡ୍ଲାଇନ୍ ପୂରିଲା, କାଲିଠୁ କଡ଼ାକଡ଼ି ଲାଗୁ ହେବ ନିୟମ
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍ଙ୍କ ମୃତ୍ୟୁ ଘଟଣା: ଜନ୍ମମାଟି ବଲାଙ୍ଗିର ଲୋଇସିଂହା ବ୍ଲକ୍ ଘୁଷୁରାମୁଣ୍ଡା ଗାଁରେ ପହଞ୍ଚିଲା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁରେ ହେବ ଶେଷକୃତ୍ୟ
ଜଳେଶ୍ୱର: ପଥରପୁରା ୟୁପି ସ୍କୁଲ୍ ପ୍ରଧାନ ଶିକ୍ଷକ ଚାଉଳ ବିକୁଥିବା ବେଳେ ଲୋକେ ଧରିଲେ
ଛାତ୍ରୀଙ୍କ ସୁରକ୍ଷା ପାଇଁ ଏଣିକି SC/ST ହଷ୍ଟେଲ୍ରେ CCTV କ୍ୟାମେରା ଲାଗିବ: ମନ୍ତ୍ରୀ ରମେଶ ମାଝୀ
ସୁପ୍ରିମକୋର୍ଟଙ୍କ ଠାରେ ଇଚ୍ଛା ମୃତ୍ୟୁ ପ୍ରାର୍ଥନା କଲେ ପୁରୀ ଶ୍ରୀମନ୍ଦିରର ସେବକ ନରସିଂହ ପୂଜାପଣ୍ଡା, ସୁପ୍ରିମକୋଟଙ୍କୁ ଦେଇଥିବା ପ୍ରାର୍ଥନା ପତ୍ରରେ ସେ ଏହି ଗୁହାରି କରିଛନ୍ତି
ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣା: କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବନ କଲେ ବରଗଡ଼ ଡିଏଫ୍ଓ
ଶ୍ରୀମନ୍ଦିରକୁ ଜୋତା ପିନ୍ଧି ପୁଲିସ୍ ପଶିଯିବା ମାମଲା: ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଅସୁସ୍ଥ ଥିବାରୁ ନଭେମ୍ବର ୩୦କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ
ସମ୍ବଲପୁର: ବୁର୍ଲା ଏମ୍ସିଏଲ୍ ଫାଟକ ଆଗରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ କଳା ପତାକା ପ୍ରଦର୍ଶନ କଲେ ଓକିଲ
ଭୁବନେଶ୍ୱରରେ ରନ୍ ଫର୍ ୟୁନିଟିର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କହିଲେ- ସ୍ୱାଧୀନତା ପରଠୁ ସର୍ଦ୍ଦାର ବଲ୍ଲଭ ଭାଇଙ୍କୁ ଅଣଦେଖା କରାଯାଇଛି, ନିର୍ଦ୍ଦିଷ୍ଟ ପରିବାର ଭିତରେ ଦେଶର ଅସ୍ମିତାକୁ ବାନ୍ଧି ରଖିବାକୁ ଷଡ଼ଯନ୍ତ୍ର ହୋଇଛି
ଏୟାର ଓଡ଼ିଶା ଉଡ଼ାଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଏୟାର ଓଡ଼ିଶା ଏକ ଖରାପ କମ୍ପାନୀ,ସମୀକ୍ଷା ଚାଲିଛି, ଆବଶ୍ୟକ ହେଲେ ଏୟାର ଓଡ଼ିଶା ସହ ଚୁକ୍ତି ବାତିଲ୍ ହେବ
ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି
ଖୋର୍ଦ୍ଧା: ବାଘମାରୀ ବଜାର ଛକରେ SBI ଏଟିଏମ୍ରେ ଭଙ୍ଗାରୁଜା, ଏଟିଏମ୍ ଟଙ୍କା ଚୋରି ହୋଇଛି କି ନାହିଁ ସ୍ପଷ୍ଟ ହୋଇନି
କୃଷ୍ଣ ଶଗରିଆ କଂଗ୍ରେସ ଛାଡ଼ିଲେ କୌଣସି ପ୍ରଭାବ ପଡ଼ିବନି, ଯିଏ କଂଗ୍ରେସ ଛାଡ଼ିଛି ସିଏ ଭଲରେ ନାହିଁ: ତାରା ବାହିନୀପତି
କେନ୍ଦୁଝର: ବାଣେଶ୍ୱରୀ ଗଣନାଟ୍ୟର ଟ୍ରକ୍ ଓଲଟି ୭ ଆହତ
ବିଧାୟକ ପଦରୁ ଇସ୍ତଫା ଦେବେ କୋରାପୁଟର କଂଗ୍ରେସ ନେତା କୃଷ୍ଣ ଶଗରିଆ, କିଛି ସମୟ ପରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ଦେବେ
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଅଭିଯୋଗ, ଡାକ୍ତର ନ ଆସିବାରୁ ୭ ମାସର ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ
ହାଇକୋର୍ଟ ପରିସରରେ ହିଂସା ନେଇ ପୁଲିସ୍ କମିଶନର କହିଲେ- ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଚିଠି ଅନୁସାରେ ପୁଲିସ୍ ମୁତୟନ ହୋଇଥିଲେ, ଯେଉଁଠି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ଆମେ ହସ୍ତକ୍ଷେପ କରିବୁ
ନୟାଗଡ଼: କେସ୍ତପଡ଼ାରେ ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା, ଟାୟାର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ଚୌଦ୍ୱାର: ବାଣିପଦା ପଞ୍ଚାୟତ ନୂଆଗାଁରେ ହାତୀ ଉପଦ୍ରବ, ବିଲରେ ପଶିଛନ୍ତି ୧୪ଟି ହାତୀ, ବ୍ୟାପକ ଫସଲ ନଷ୍ଟ କରୁଛନ୍ତି
First
Prev
1672
1673
1674
1675
1676
1677
1678
1679
1680
1681
1682
Next
Last
© 2022 - Odisha Television Limited. All Rights Reserved.