• Astrospeak
  • Live TV
  • Read In English

ମାଲକାନଗିରି: କୋରକୋଣ୍ଡା ତାରଲାକୋଟା ଆବାସିକ ସ୍କୁଲର ୪୦ ପିଲା ରାତି ଅଧରେ ସ୍କୁଲ ପାଚେରି ଡେଇଁ ଆସିବା ବେଳେ ବାଟରେ ଅଟକାଇଲେ ଲୋକେ; ସ୍କୁଲର ସମସ୍ୟା ଜଣାଇବାକୁ ଜିଲ୍ଲାପାଳଙ୍କୁ ଜଣାଇବାକୁ ଆସୁଥିଲେ