ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ନୀଳଗିରି: ଟାଆଁସ ଗାଁରେ ଜଣେ ଗର୍ଭବତୀଙ୍କ ନୀଳଗିରି ହସ୍ପିଟାଲରେ ମୃତ୍ୟୁ; ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବେଞ୍ଚ୍ ସ୍ଥାପନ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲୁ ରହିଛି,ଏ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଚିଠିରେ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଝାରସୁଗୁଡ଼ା ବିଧାୟକ ନବ ଦାସ; କହିଲେ- ୨୦୧୯ରେ କଂଗ୍ରେସରୁ ହିଁ ଲଢ଼ିବି
ଫିଲ୍ମ ଫ୍ରାଇଡେରେ ରିଲିଜ୍ ହେଲା ଦୁଇଟି ନୂଆ ଫିଲ୍ମ
ମହିଳା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା କହିଲେ- ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ, ଘଟଣାକୁ ନେଇ ଆଗାମୀ ଅଧିବେଶନରେ ବିଧାନସଭା ଘେରାଉ କରାଯିବ
ମାଲକାନଗିରି: କାଲିମେଳା ବ୍ଲକ୍ ସାଲିମାରିକୁଣ୍ଡା ଗାଁରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଭାଇ,ଭଉଣୀ ମୃତ
ଭବାନୀପାଟଣା: ହିଲ୍ ଟାଉନ୍ ୭ ନମ୍ବର ଗଳିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତକ ଗୋଶାଳାପଡ଼ାର ଅଜୟ ସୁନାନୀ
ବାରିପଦା: ଟ୍ରାଫିକ୍ ଛକ ନିକଟ ବଜାରରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ
ଅନୁଗୁଳ: ୧୬ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ଧର୍ମଘଟ ଡାକରା, ବିଭିନ୍ନ କୋଇଲା ଖଣି ଆଗରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ
କେନ୍ଦୁଝର: ରୁଗୁଡ଼ି ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି, ଅଭିଯୁକ୍ତ ଫେରାର
ଖୋର୍ଦ୍ଧା: ନିରାକାରପୁର ଥାନା ବୃନ୍ଦାବନପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର, ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର: ଉତ୍କଳ ଓପନ ଟେବୁଲ୍ ଟେନିସ୍ ଉଦ୍ଘାଟିତ, କଳିଙ୍ଗ ଷ୍ଟାଡିୟମରେ୧୩ ତାରିଖ ଯାଏ ଚାଲିବ ଟୁର୍ଣ୍ଣାମେଣ୍ଟ, ପ୍ରତିଯୋଗିତାରେ ୮ଟି ଗ୍ରୁପରେ ୪୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି
ପିପିଲି: ସନ୍ଦେହଜନକ ଭାବେ ବୁଲୁଥିବା ୨ ଯୁବକ ଅଟକ, ବନ୍ଧୁକ ଜବତ, ସନ୍ଦିଗ୍ଧଙ୍କୁ ସାତଶଙ୍ଖ ବଜାରରେ ବାନ୍ଧି ଅଟକ ରଖିଲେ ସ୍ଥାନୀୟ ଲୋକେ
ଜେରକ୍ସ ଫର୍ମ ଜରିଆରେ ବି କାଳିଆ ଯୋଜନାରେ ଆବେଦନ କରାଯାଇ ପାରିବ, ପ୍ରଥମ ପର୍ଯ୍ୟାୟ ପରେ ପୁଣି ୨ୟ ପର୍ଯ୍ୟାୟରେ ଆବେଦନ କରିହେବ, ଆବେଦନ ସରିଲେ ଯାଞ୍ଚ କରାଯାଇ ହିତାଧିକାରୀଙ୍କୁ ସହାୟତା ମିଳିବ: କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ
ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍)ରେ ସଦସ୍ୟ ପଦ ଖାଲି ସଂପର୍କିତ ମାମଲା: ୪ ସପ୍ତାହ ମଧ୍ୟରେ ସଦସ୍ୟ ପଦ ପୂରଣ ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ହୀରାକୁଦ ବନ୍ଧ ନିକଟରେ ନିର୍ମାଣ ହେବ ଅତିରିକ୍ତ ସ୍ପିଲ୍ ୱେ, ଏଥିରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ,୩ ବର୍ଷ ମଧ୍ୟରେ କାମ ଶେଷ ହେବ: ଜଳ ସଂପଦ ସଚିବ ପ୍ରଦୀପ ଜେନା
ରାହୁଲ ଗାନ୍ଧିଙ୍କୁ ନୋଟିସ୍
ଓଡ଼ିଶା-ହରିୟାଣା ରଣଜୀ ମୁକାବିଲା ; ଜଲଓ୍ୱା ଦେଖାଇଲେ ଓପନର୍ ଅନୁରାଗ ଷଡ଼ଙ୍ଗୀ
୩ଟି ରାଜ୍ୟରେ କଂଗ୍ରେସ ଜିତିବା ପରେ ନବୀନ ଭୟଭୀତ ହୋଇଛନ୍ତି, ସେଥିପାଇଁ କାଳିଆକୁ ଜୀବନ ରକ୍ଷାକାରୀ ଔଷଧ କରିଛନ୍ତି: ନିରଞ୍ଜନ ପଟ୍ଟନାୟକ #Odisha
ୱେଷ୍ଟଇଣ୍ଡିଜ୍କୁ ୯ଓ୍ୱିକେଟରେ ହରାଇଲା ଭାରତ
ବଲାଙ୍ଗିର: ସୋନୁ ପଟ୍ଟନାୟକ ଗୁଳିକାଣ୍ଡ ମାମଲାରେ ଶ୍ରୀପତି ସିଂ ଓ ପିଙ୍କୁ କରନ ଗିରଫ; ପୂର୍ବ ଶତ୍ରୁତାରୁ ଗୁଳି କରିଥିଲେ, ମାର୍ଚ୍ଚ ୫ରେ ଟିଟିଲାଗଡ଼ ରୋଡ୍ ଜିତୁ ମୋଟେଲଠାରେ ହୋଇଥିଲା ଗୁଳି
ସି-ଭୋଟର ସର୍ଭେ ; ଏସ୍ପି-ବିଏସ୍ପି ମେଣ୍ଟ ହେଲେ ଅଡୁଅାରେ ପଡ଼ିବ ଏନ୍ଡିଏ
ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ୍ ଗୁମିଧରା ଗାଁ କାଜୁ ଜଙ୍ଗଲରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର; ଓଢ଼ଣୀ ଓ ଲୁଙ୍ଗିରେ ଝୁଲୁଛି ମୃତଦେହ
ଭୁବନେଶ୍ୱରକୁ ଦୁଇଟି ପୁଲିସ୍ ଜିଲ୍ଲାରେ ପରିଣତ କରିବାକୁ ପ୍ରସ୍ତାବ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ ଆର୍.ପି. ଶର୍ମା; କମିଶନରେଟ୍ ପୁଲିସ୍ର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଦେଲେ ଏହି ପ୍ରସ୍ତାବ
ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଅା
First
Prev
1635
1636
1637
1638
1639
1640
1641
1642
1643
1644
1645
Next
Last
© 2022 - Odisha Television Limited. All Rights Reserved.