ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଖୋର୍ଦ୍ଧା: ବନ୍ୟପ୍ରାଣୀ ଅଫିସ୍ ଗେଟ୍ ଭାଙ୍ଗି ୨ ବାଇକ୍ ଲୁଟିଲେ ଦୁର୍ବୃତ୍ତ; ଗତକାଲି ସୋରଣ ପାଖରୁ ୭୦ ମୃତ ପକ୍ଷୀ ସହ ୨ ବାଇକ୍ ଜବତ କରିଥିଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ
ଫୁଲବାଣୀ: ସଦର ଥାନା ପାତିଆମ୍ବା ଗାଁରେ ନକ୍ସଲଙ୍କ ଉନ୍ମତ୍ତ କାଣ୍ଡ; ରାସ୍ତାକାମରେ ନିୟୋଜିତ ୩ଟି ଜେସିବି, ଗୋଟିଏ ଟ୍ରାକ୍ଚର ଜାଳିଦେଲେ, ନକ୍ସଲ ପୋଷ୍ଟର ଠାବ, ଠିକାଦାରଙ୍କୁ ବିରୋଧ
ପଟ୍ଟାମୁଣ୍ଡାଇ: ପ୍ରତିହିଂସାପରାୟଣ ଯୁବକଙ୍କ ଅଭାବନୀୟ କାଣ୍ଡ; ନିମପୁର ବଜାରରେ ଜଣଙ୍କୁ ଫାର୍ସାରେ ଆକ୍ରମଣ, ବାଇକ୍ ପୋଡ଼ିଦେଲେ, ଗୁରୁତର ଯୁବକ କଟକ ସ୍ଥାନାନ୍ତର, ଜଳୁଥିବା ବାଇକ୍ରୁ ନିଆଁ ଲାଗି ନିକଟସ୍ଥ ଦୋକାନ ପୋଡ଼ି ପାଉଁଶ
ଝାରସୁଗୁଡ଼ା: ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ପଥରରେ ଛେଚି ସ୍ୱାମୀର ହତ୍ୟା ସନ୍ଦେହ, ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଲଖନପୁର ପୁଲିସର ପଚରାଉଚରା
ଆସନ୍ତା ୧୦ରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି
ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଅଜୟ ମାକେନ୍ଙ୍କ ଇସ୍ତଫା
ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ- ମୋ ବହି ‘ଲୁଟେନ୍ସ ମାଭରିକ’ ୭ରେ ଉନ୍ମୋଚନ ହେବ, ତା ପରେ ଯାହା କିଛି ହୋଇପାରେ
ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ-ସାଧାରଣ ଲୋକେ ଭ୍ରଷ୍ଟାଚାର ଯୋଗୁ ହଇରାଣ ହେଉଛନ୍ତି, ପରିବର୍ତ୍ତନ ଲୋଡ଼ା; ମୁଁ କେଉଁ ରାଜନୈତିକ ଦଳରେ ଯୋଗଦେବି ତାହା ମୁଖ୍ୟ ପ୍ରଶ୍ନ ନୁହେଁ, ଦୁର୍ନୀତି ବିରୋଧରେ ଯିଏ ଲଢ଼ିବାକୁ ଆଗ୍ରହୀ, ମୁଁ ତାଙ୍କ ସହ ଯୋଗଦେବି
ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ-ଓଡ଼ିଶାରେ ଭ୍ରଷ୍ଟାଚାର, ହିଂସାକାଣ୍ଡ ବଢ଼ିଛି; ପ୍ରତି ସପ୍ତାହରେ ଏମିତି ଘଟୁଛି, କିଛି କାର୍ଯ୍ୟାନୁଷ୍ଠାନ ହେଉନି ଓ ଅଭିଯୁକ୍ତମାନେ ଛାଡ଼ ପାଉଛନ୍ତି, ଅଭିଯୁକ୍ତମାନେ ଛାଡ଼ ପାଇବାକୁ ରାଜନେତାମାନେ ସ୍ୱାଗତ କରୁଛନ୍ତି, ଏସବୁ ଭଲ ନୁହେଁ
ବାଲେଶ୍ୱର: ସ୍କୁଲକୁ ଯିବାବେଳେ ପଞ୍ଚଲିଙ୍ଗେଶ୍ୱର ପାଖରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ
ପୁରୀ: ଶ୍ରୀମନ୍ଦିରରେ ଅଢ଼େଇ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ, ମହାପ୍ରଭୁଙ୍କ ଦିବାପହୁଡ଼ ନୀତି ପାଇଁ ଆଜି ଅପରାହ୍ଣ ୪ଟାରୁ ସା ୬ଟା ୩୦ ସାଧାରଣ ଦର୍ଶନ ବନ୍ଦ
ବଲାଙ୍ଗୀର: ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ମାମଲାରେ ଧ୍ରୁବରାଜ ସୁନା ନାମକ ଜଣେ ବ୍ୟକ୍ତି ଅଟକ, ସେ ସିମରନଙ୍କ ବୟଫ୍ରେଣ୍ଡ ଓ ବିବାହ କରିଥିବା ପୁଲିସର ସୂଚନା
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଣେ ଶିଶୁଙ୍କ ସମେତ ଚାଲିଗଲା ୭ଜଣଙ୍କ ଜୀବନ
ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ନାଁରେ ଠକେଇ ମାମଲା: ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲା କମିଶନରେଟ୍ ପୁଲିସ
ଆଜିଠୁ କଟକରେ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆରମ୍ଭ
ଓଡ଼ିଶାରେ ମହାମେଣ୍ଟକୁ ନେଇ ଖାରବେଳ ସ୍ୱାଇଁ କହିଲେ- ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ଜାରି ରହିଛି, ରାଜ୍ୟରେ ବିଜେଡି ବିରୋଧରେ ମହାମେଣ୍ଟ ହେବ, ୧୦/୧୫ ଦିନ ଭିତରେ ଚିତ୍ର ସ୍ପଷ୍ଟ ହେବ, କଂଗ୍ରେସକୁ ଯିବାର ନାହିଁ ଓ ବିଜେପି ସହ କୌଣସି ଆଲୋଚନା ହୋଇନି
ଖୋର୍ଦ୍ଧା-ବଲାଙ୍ଗୀର ଲାଇନ୍ରେ ନୂଆ ଟ୍ରେନ ଚଳାଚଳ ଦାବିରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେନ୍ଦ୍ରାପଡ଼ା: ନିପାଣିଆରେ ଡ଼ଙ୍ଗା ବୁଡ଼ି ନିଖୋଜ ଥିବା ୬ ବର୍ଷ ଶିଶୁର ମୃତଦେହ ଉଦ୍ଧାର କଲା ଓଡ୍ରାଫ୍ ଟିମ୍, ନିଖୋଜ ଶିଶୁ କନ୍ୟାର ନାଁ ଶୁଭସ୍ମିତା ସ୍ୱାଇଁ
କଟକରେ ଜାତୀୟ ସିନିୟର ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଉଦ୍ଘାଟିତ, ବିଭିନ୍ନ ରାଜ୍ୟର ୫୫୦ରୁ ଅଧିକ ଖେଳାଳି ସାମିଲ୍, ୩୭ଟି ଦଳ ଅଂଶଗ୍ରହଣ କରିଛନ୍ତି
ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ ସିଂଙ୍କ ଭଏସ୍ ମେସେଜ୍ ଭାଇରାଲ୍: ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କ ପାଖକୁ ପଠାଇଥିବା ଭଏସ୍ ମେସେଜ୍ ଭାଇରାଲ୍, ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଥିବା କହିଛନ୍ତି, ସିମରନ୍ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ମେସେଜରେ କହିଛନ୍ତି
ବୁଲନ୍ଦଶହର ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
ଯାଜପୁର: ଓ୍ୱାରେଣ୍ଟିକୁ ଧରିବାକୁ ଯାଇ ରଡ୍ ମାଡ଼ରେ ଲହୁଲୁହାଣ ହେଲେ ଧର୍ମଶାଳା ଆଇଆଇସି ଉମାକାନ୍ତ ନାୟକ
ଭୁବନେଶ୍ୱର: ରାତିରେ ଗାଧୁଆ ଘର ଗ୍ରୀଲ୍ ତାଡ଼ି ରୁଚିକା ସେଲ୍ଟର୍ ହୋମରୁ ୫ଜଣ ପିଲା ପଳାଇ ଯାଇଛନ୍ତି, ଲିଙ୍ଗରାଜ ଥାନାରେ ଏତଲା
ବୌଦ୍ଧ: ଲୁଣିବାହାଲ ଛକ ବିଲେଇଘାଇରେ ଏନ୍ଏଚ୍ ୫୭ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଛି, ୨୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ
First
Prev
1639
1640
1641
1642
1643
1644
1645
1646
1647
1648
1649
Next
Last
© 2022 - Odisha Television Limited. All Rights Reserved.