ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଛତିଶଗଡ଼ରେ ଓଡ଼ିଆ ଭାଷାଭାଷୀ ଭୋଟରଙ୍କ ମତଦାନ
ଛତିଶଗଡ଼ରେ ଓଡ଼ିଆ ଭାଷାଭାଷୀ ଭୋଟରଙ୍କ ମତଦାନ
ପାଲଲହଡ଼ା : ଖମାର ଥାନା ଆଲୋରୀ ଗାଁରେ କୂଅରେ ପଡ଼ି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ
ସମ୍ବଲପୁର: ଆଲବମ୍ ଅଭିନେତ୍ରୀ ସିମ୍ରନ୍ ମୃତ୍ୟୁ ଘଟଣାରେ ଶାଶୂ ଘରେ ଲଟକା ଲଗାଇଲା ବୁର୍ଲା ପୁଲିସ୍, ନୋଟିସ ସତ୍ତ୍ୱେ ହାଜର ନ ହେବାରୁ ବଲାଙ୍ଗିର ବେଲପଡ଼ା ଘରେ ଲଟକା ଲଗାଇଛି, ଅଭିଯୁକ୍ତ ଧ୍ରୁବରାଜ ସୁନାଙ୍କ ଜଣେ ସଂପର୍କୀୟଙ୍କୁ ହାଜର ପାଇଁ ନୋଟିସ୍ କରାଯାଇଛି
ଢେଙ୍କାନାଳ: ରେଙ୍ଗାଳି କେନାଲ୍ରେ ଭାସୁଛି ବାଇକ୍ ସହ ଦୁଇଟି ମୃତଦେହ, ଦୁର୍ଘଟଣା ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ
ବ୍ରହ୍ମଗିରି: ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ, ୧୧ଟି ଟିମ୍ର ୮୦ ଜଣ ଡଲଫିନ୍ ଗଣନାରେ ନିୟୋଜିତ
ମାଲକାନଗିରି: ଏମ୍ପିଭି-୩୮ ଗାଁରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ପରକୀୟା ପ୍ରୀତିରୁ ହତ୍ୟା ନେଇ ପୁଲିସ ପକ୍ଷରୁ ସୂଚନା, ଅଭିଯୁକ୍ତକୁ ଗିରଫ
ଅନୁଗୁଳ: ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ୫ଜୁଆଡ଼ି ଗିରଫ,୧୫ଟି ବାଇକ୍ ସହ ୧ ଲକ୍ଷ ୮୪ ହଜାର ଟଙ୍କା ଜବତ,ସେଣ୍ଟ୍ରାଲ କଲୋନୀ ପାଖ ଜଙ୍ଗଲରେ ବିଳମ୍ବିତ ରାତିରେ ଚାଲିଥିଲା ଜୁଆଖେଳ
ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ କରିବା ଘଟଣା ନେଇ ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି; ମନ୍ତ୍ରୀ ରମେଶ ମାଝୀ ଓ ପ୍ରଫୁଲ୍ଲା ସାମଲଙ୍କ ଇସ୍ତଫା ସହିତ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ଦାବି କରାଯାଇଛି
ବ୍ରହ୍ମଗିରି: ଚିଲିକାରେ ଡଲ୍ଫିନ୍ ଗଣନା ଆରମ୍ଭ, ୪ଟି ଟିମ୍ରେ ମୋଟ ୮୦ ଜଣ ଗଣନା କାର୍ଯ୍ୟରେ ନିୟୋଜିତ
ଆସନ୍ତାକାଲି ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ
ନୟାଗଡ଼: ଓଡ଼ଗାଁରେ ମାନସିକ ବିକୃତ ଯୁବକର ପଥରମାଡ଼ରେ ୨ ମୃତ, ଯୁବକକୁ ଧରିବାକୁ ଯାଇଥିବା ଓଡ଼ଗାଁ ଥାନା ଆଇଆଇସି ବି ଆକ୍ରମଣର ଶିକାର
ବିନିକା: ଚନାଜୁରି ପଞ୍ଚାୟତ ଖୁଣ୍ଟାପାଲ୍ଲୀ ଗାଁରେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେଇଥିବା ଅଭିଯୋଗରେ ରାସ୍ତାରୋକ
ଭୁବନେଶ୍ୱର: ଦଳ ବିରୋଧି ମନ୍ତବ୍ୟ ପାଇଁ ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ କଂଗ୍ରେସରୁ ବହିଷ୍କାର, AICC ନିଷ୍ପତ୍ତି କ୍ରମେ ବହିଷ୍କାର କରାଯାଇଥିବା ନେଇ ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀଙ୍କ ସୂଚନା
ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟି-୨୦
ଝାରସୁଗୁଡ଼ା: ଲଖନପୁର ବ୍ଲକ କର୍ପାବାହାଲ ଗାଁରେ ଜାତି ଭେଦ ପାଇଁ ଚାରି କାନ୍ଧ ନ ମିଳିବାରୁ ମାଆର ଶବକୁ ସାଇକେଲ୍ରେ ୩ରୁ ୪ କିମି ବୋହିଲା ନାବାଳକ ପୁଅ
ନବ ଦାସଙ୍କ ଇସ୍ତଫା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- ଏଭଳି ଖବର କଷ୍ଟ ଦିଏ, ମାତ୍ର ଏହା ଆମ ପାଇଁ ଭଲ; ଆଦର୍ଶହୀନ ରାଜନୀତି କରୁଥିବା ବ୍ୟକ୍ତି ଚାଲିଯିବା ଭଲ, ରାଜନୀତିକୁ ବ୍ୟାବସାୟିକ ସ୍ୱାର୍ଥରେ ଲଗାନ୍ତି, ଓଡ଼ିଶା କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୃଢ଼ ହୋଇଛି
ଟଳମଳ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର
ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ, ଆଜିର ୨ଟି ସିଟିଂର ପରୀକ୍ଷା ବାତିଲ; ମାଧ୍ୟମିକ ଶିକ୍ଷାବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସୂଚନା
ଆସିକା: ନାରାୟଣପୁର ଶାସନରେ ସ୍ୱାମୀ ସହ କଳହକୁ ନେଇ ନିଜ ୪ ମାସର ଶିଶୁପୁତ୍ରକୁ ମା’ ତଣ୍ଟିଚିପି ମାରି ଦେଇଥିବା ଅଭିଯୋଗ, ପୁଲିସ ନିକଟରେ ଅଭିଯୋଗ କଲେ ସ୍ୱାମୀ
ଭୁବନେଶ୍ୱର: ବସ୍ରୁ ବସ୍ତା ବସ୍ତା କଏନ ଉଦ୍ଧାର ହେବା ଘଟଣାରେ ଡିଜିପି କହିଲେ- ଅପରାଧିକ ଦିଗର ସୁରାକ ମିଳିଲେ ପୁଲିସ୍ ତଦନ୍ତ କରିବ
ଭୁବନେଶ୍ୱରରେ କାଲିଠାରୁ ୩ ଦିନିଆ IPS ସମ୍ମିଳନୀ ଆରମ୍ଭ ହେବ: ଆଇନ ଶୃଙ୍ଖଳା, ନକ୍ସଲ ଦମନ ଓ ସଡ଼କ ସୁରକ୍ଷା ନେଇ ଆଲୋଚନା ହେବ
ପାଲଲହଡା: ଖମାର ରେଞ୍ଜ୍ ମାଙ୍କଡ଼ଚୁଆ ଗାଁ ନିକଟ ରେଙ୍ଗାଳି ଡ୍ୟାମ୍ରେ ଭାସୁଛି କଲରାପତ୍ରିଆ ବାଘର ମୃତଦେହ
ଆଜି ଆରମ୍ଭ ହୋଇଥିବା ‘ଓଟିଇଟି’ର ପ୍ରଶ୍ନପତ୍ର ଲିକ୍: ଦୁଇଟି ସିଟିଂର ପ୍ରଶ୍ନପତ୍ର ସୋଶାଲ୍ ମିଡିଆରେ ଘୁରି ବୁଲୁଛି, ପ୍ରଶ୍ନପତ୍ର ଲିକ୍ର ସଠିକତା ନେଇ ସ୍ପଷ୍ଟ ହୋଇପାରିନି
ରିଲିଜ୍ ହେଲା ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସି’ର ପ୍ରଥମ ଗୀତ
First
Prev
1631
1632
1633
1634
1635
1636
1637
1638
1639
1640
1641
Next
Last
© 2022 - Odisha Television Limited. All Rights Reserved.