ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ସୋର: ଏନ୍ଏଚ୍-୧୬ର ବାହାନଗା ଓଭରବ୍ରିଜ୍ ଉପରେ ଓଲଟିଲା ଚାଉଳ ବୋଝେଇ ମିନି ଟ୍ରକ୍; ଲୋକେ ଚାଉଳ ଲୁଟି ନେଲେ
ଭାରତର ଚିତ୍ତାକର୍ଷକ ବିଜୟ
ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍: ଅଙ୍ଗନବାଡିର ବିଭିନ୍ନ ବର୍ଗର କର୍ମୀଙ୍କ ଦରମା ବୃଦ୍ଧି ପୂର୍ବରୁ ସ୍ଥିର ହୋଇଥିଲା, ୧୯/୯/୨୦୧୮ରେ ମୋଦି ସରକାର ଏ ନେଇ ଘୋଷଣା କରିଥିଲେ, ବର୍ତ୍ତମାନର ଘୋଷଣା କେବଳ କେନ୍ଦ୍ରୀୟ ସ୍କିମ୍ ଲାଗୁ ପାଇଁ ଉଦ୍ଦିଷ୍ଟ
ବିଜେଡିରେ ନବ ଦାସ ମିଶିଲେ ଅଡୁଆ ବଢ଼ିବ କି ପ୍ରଶ୍ନରେ ବିଜେଡି ସାଧାରଣ ସମ୍ପାଦକ କିଶୋର ମହାନ୍ତି କହିଲେ- ସେ ବିଜେଡିରେ ମିଶିଲେ କିଛି ଅସୁବିଧା ନାହିଁ, ବିଜେଡି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ, ତାହା ସପକ୍ଷରେ ଯିବୁ
ଦିଲ୍ଲୀର ହଜଖାସ୍ ଜଗନ୍ନାଥ ମନ୍ଦିର ବୁଲିଲା ଜଗା
ଆସନ୍ତା ୨୪ରେ ନବ ଦାସ ବିଜେଡିରେ ଯୋଗଦେବା ଚର୍ଚ୍ଚା ପ୍ରସଙ୍ଗରେ ବିଜେଡି ସାଧାରଣ ସମ୍ପାଦକ କିଶୋର ମହାନ୍ତି କହିଲେ- ମୋ ପାଖରେ ଖବର ନାହିଁ
ପୁରୀ: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ୮ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ପକ୍ଷରୁ ଦିଆଯାଇଛି ନୋଟିସ୍, ୧୫ ଦିନ ମଧ୍ୟରେ ଉତ୍ତର ଦେବା ପାଇଁ କୁହାଯାଇଛି
ଉତ୍ତରାଖଣ୍ଡ ବଦ୍ରିନାଥରେ ଫସିଥିବା ଓଡ଼ିଆଙ୍କୁ ନେଇ ଚିନ୍ତା
ଘରୋଇ ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଅାସନ୍ତାକାଲି ଖୋଲିବ କେରଳ ସାବରିମାଳା ମନ୍ଦିର
ଜଗତସିଂହପୁରରେ ମାସ୍କଟ୍ ଓଲିକୁ ସମ୍ବର୍ଦ୍ଧନା
ନବୀନଙ୍କ କାଳିଆ ଯୋଜନାକୁ କଂଗ୍ରେସ ନେତା ଜୟଦେବ ଜେନାଙ୍କ ସମାଲୋଚନା: କହିଲେ- ଏହା କୌଣସି ସ୍ୱତନ୍ତ୍ର ଯୋଜନା ନୁହେଁ, ନାବାର୍ଡର ପୁରୁଣା ଯୋଜନା
ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା: କହିଲେ- ରାହୁଲ ପ୍ରତିଶ୍ରୁତି ରକ୍ଷା କରିଛନ୍ତି, ତାଙ୍କ ଗସ୍ତକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ, କେନ୍ଦ୍ର ନୁହେଁ, କଂଗ୍ରେସ ଶାସିତ ରାଜ୍ୟ ଚାଷୀଙ୍କ ସମସ୍ୟା ସମାଧାନ କଲେ
ଖୋର୍ଦ୍ଧା : ମାରଣାସ୍ତ୍ର ଦେଖାଇ ଗାଁ ପାଖରୁ ଉଠାଇ ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ
ପିପିଲି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି: ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଲେ- ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଆଜିଠୁ ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ ଆରମ୍ଭ, ୧୭ରେ ପ୍ରତିବାଦ ସଭା, ୧୮ରେ ସବୁ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ
ଢେଙ୍କାନାଳର ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ
ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବରଗଡ଼ : କଲରାପତରିଅା ନୁହଁ ମହାବଳ ବାଘର ଶିକାର ହୋଇଛି ; ମାମଲାରେ ୪ ଗିରଫ
ବୌଦ୍ଧ: ପୁରୁଣା କଟକ ଥାନା ଚାରିଛକ ବଜାରରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଏନ୍ଏଚ୍ ୫୭ ଅବରୋଧ
ବାଲିଗୁଡ଼ା: ଏକ ଛାତ୍ରୀ ନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ ଖବରକୁ ନେଇ ଉତ୍ତେଜନା, ଉତ୍ତ୍ୟକ୍ତ ଲୋକଙ୍କ ଏନ୍ଏଚ୍ ୫୯ ଅବରୋଧ, ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍ଡିପିଓ ନୀତିନ୍ କୁଶାଲକର ପହଞ୍ଚି ଯାଞ୍ଚ କରୁଛନ୍ତି, ଦାରିଙ୍ଗିବାଡ଼ି ଥାନାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା
ରିଲିଜ୍ ହେଲା ଫିଲ୍ମ ‘2.0’ର ଟ୍ରେଲର
କର୍ଣ୍ଣାଟକ ଉପନିର୍ବାଚନ ପାଇଁ ଭୋଟିଂ ଶେଷ
ବାଲେଶ୍ୱର: ତେଲେଙ୍ଗାନା କରିମ୍ ନଗରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ; ମୃତ ଶ୍ରମିକ ନୀଳଗିରି ନରସିଂହପୁରର ମନୋରଞ୍ଜନ ମହାପାତ୍ର, ମନୋରଞ୍ଜନଙ୍କ ମୃତଦେହ ଆଜି ତାଙ୍କ ଘରେ ପହଞ୍ଚିଲା
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଉପରେ ବଢୁଛି ଚାପ
କୁଚିଣ୍ଡା: ଜମନକିରା ଏସ୍ବିଆଇ ଶାଖାରୁ ଡକାୟତି ଉଦ୍ୟମ ସୂଚନା; ବ୍ୟାଙ୍କର ସାଇରନ୍ ବାଜିବାରୁ ପାଟ୍ରୋଲିଂ କରୁଥିବା ପୁଲିସ୍ ପହଞ୍ଚିଥିଲା, ସାଇରନ୍ ଶୁଣି ଡକାୟତ ପଳାଇଥିବା ସନ୍ଦେହ, ଡକାୟତ ବ୍ୟାଙ୍କର ସିସିଟିଭି ତାର ଛିଣ୍ଡାଇଦେଇଛନ୍ତି
First
Prev
1634
1635
1636
1637
1638
1639
1640
1641
1642
1643
1644
Next
Last
© 2022 - Odisha Television Limited. All Rights Reserved.