ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍
ଫୁଲବାଣୀ: ବ୍ରାହ୍ମଣୀଗାଁ ଘାଟିରେ ଓଲଟିଲା ମିନି ଟ୍ରକ୍, ୪ ମୃତ
କେନାଲ୍ ଭିତରକୁ ଖସି ପଡ଼ିଲା ବସ୍
ଇଣ୍ଡିଆନ୍ ଅଏଲ୍ର ପ୍ରସ୍ତାବିତ ବୟନ ଓ ବସ୍ତ୍ର ଶିଳ୍ପ ପ୍ରକଳ୍ପ ପାଇଁ ଜମି ଯେଗାଣରେ ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବାରିପଦା: ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତାସିରାସାହି ଗାଁରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀର ଛୁରାମାଡ଼ ଅଭିଯୋଗ; ସ୍ୱାମୀ ଫେରାର, ଗୁରୁତର ମହିଳା ବାରିପଦା ମେଡିକାଲରେ ଭର୍ତ୍ତି
ପାକିସ୍ତାନ କରାଚିରେ ସନ୍ଦିଗ୍ଧ ଅାତଙ୍କବାଦୀ ହମଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଜୋରାମ ଗସ୍ତ
ଖୋର୍ଦ୍ଧା: ଯାଆଁଳା ଭୁଆସୁଣୀ ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍, ଡ୍ରାଇଭର ମୃତ, ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ସୂଚନା
ପୁରୀ: ପାପ ମୋଚନ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ କଂସ ମହାରାଜ, ମହୋଦଧିରେ ସ୍ନାନ କରିବେ
ମାଲକାନଗିରି: ସେବାଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଥାନାରେ ଅଟକ
ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍
ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ଏନ୍କାଉଣ୍ଟର୍
ରାଇରଙ୍ଗପୁର: ବିଷୋୟୀ ଥାନା ସାରନା ଛକରେ ହମ୍ପସ୍ ପାର ବେଳେ ବସ୍ର ପଛ ଚକା ବାହାରିଗଲା; ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ
ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଡଙ୍ଗା ସହ ସେଲ୍ଫି ନେଲାବେଳେ ସମୁଦ୍ରରେ ଭାସିଗଲେ ୨ ଜଣ ଯୁବକ: ଉଦ୍ଧାର କଲା NDRF ଟିମ୍
ଏକ ହତ୍ୟା ମାମଲାରେ ଗଦାଧରପୁର ସରପଞ୍ଚ ଶରତ ସ୍ୱାଇଁଙ୍କ ସହ ୧୦ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଆଠଗଡ଼ର ଅତିରିକ୍ତ ସେସନ୍ସ କୋର୍ଟ, ୨୦୧୨ରେ ତିଗିରିଆ ଥାନା ଗଦାଧରପୁରର ପ୍ରଦୀପ ରାଉତଙ୍କୁ ହତ୍ୟା କରାଯାଇଥିଲା
ଆନନ୍ଦପୁର: ନୂଆଗଡ଼ ଗାଁ କୁଶେଇ ନଦୀରେ ଡଙ୍ଗା ଭସାଇବା ବେଳେ ବୁଡ଼ିଯାଇ ୯ ବର୍ଷ ବାଳକର ମୃତ୍ୟୁ
ନୂଅାଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ
ନବରଙ୍ଗପୁର: ପରକୀୟାପ୍ରୀତି ସନ୍ଦେହରେ ସ୍ୱାମୀର ଯୌନାଙ୍ଗ କାଟିଲେ ପତ୍ନୀ, ଗୁରୁତର ଅବସ୍ଥାରେ ସ୍ୱାମୀ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତ ପତ୍ନୀ ତେନ୍ତୁଳିଖୁଣ୍ଟି ପୁଲିସ ଦ୍ୱାରା ଅଟକ
ମହିଳା ଟି-୨୦ ବିଶ୍ୱକପ୍ରେ ଭାରତର ବିଜୟଧାରାରେ ରୋକ୍
ଶାଳପତ୍ରରୁ ରୟାଲିଟି ଛାଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପୂର୍ବରୁ ଶାଳପତ୍ର କୁଇଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ପଡ଼ୁଥିଲା, ରୟାଲିଟି ଛାଡ଼ ଯୋଗୁ ୨୫ ଲକ୍ଷ ଶାଳପତ୍ର ଶ୍ରମିକ ଲାଭବାନ ହେବେ
କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ମଞ୍ଚରେ ପ୍ରତାପଙ୍କୁ କଟାକ୍ଷ କଲେ ଦାମ
ରାଜ୍ୟରେ ମହିଳା ଅସୁରକ୍ଷିତ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚାର ଲାଲଚୁଡ଼ି ରାଲି: ରାସ୍ତାରେ ପୁଲିସ୍ ଅଟକାଇବାରୁ ସେମାନଙ୍କ ଉପରକୁ ଚୁଡ଼ି ମାଳ ଫିଙ୍ଗିଲେ
ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ଲାଲଚୁଡ଼ି ରାଲି: ଅଭିନେତ୍ରୀ ରୁପା ଗାଙ୍ଗୁଲି, ମହାଶ୍ୱେତା ରାୟ ସାମିଲ, ମୁଖ୍ୟମନ୍ତ୍ରୀଙ୍କୁ ଲାଲଚୁଡ଼ି ଭେଟି ଦେବାକୁ ଯାଉଛନ୍ତି ବିଜେପି ସଦସ୍ୟା
ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା।
ସମ୍ବଲପୁର ହସ୍ପିଟାଲରେ ଅଜଣା ମହିଳା ଇଂଜେକ୍ସନ ଦେବା ଘଟଣା: ସଂପୃକ୍ତ ମହିଳା ଲିଲି ଜାଲଙ୍କୁ ଗିରଫ କଲା ସମ୍ବଲପୁର ପୁଲିସ୍; ନର୍ସ ନଥିବା ଦେଖି ୫ରୁ ଅଧିକ ରୋଗୀଙ୍କୁ ମନଇଛା ଇଂଜେକ୍ସନ ଦେଇଥିଲେ
First
Prev
1626
1627
1628
1629
1630
1631
1632
1633
1634
1635
1636
Next
Last
© 2022 - Odisha Television Limited. All Rights Reserved.