ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ମୋହନା: ଅନ୍ତରାଙ୍ଗ କନ୍ୟାଶ୍ରମରୁ ନିଖୋଜ ସମସ୍ତ ୨୯ ଛାତ୍ରୀଙ୍କୁ ଟାଙ୍କିଲିପଦର ଗାଁ ନିକଟ ଏକ କୁଡ଼ିଆରୁ ଉଦ୍ଧାର କଲା ପ୍ରଶାସନ, ଉଦ୍ଧାର ଛାତ୍ରୀଙ୍କୁ ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ରଖାଯାଇଛି, ବୁଝାସୁଝା କରି ହଷ୍ଟେଲ ଫେରାଇ ଆଣିବାକୁ ଉଦ୍ୟମ, ସୂଚନା ଦେଲେ ଆର. ଉଦୟଗିରି ଏସ୍ଡିପିଓ ଅନୀଲ ପ୍ରଧାନ
ଖୋର୍ଦ୍ଧା: ଜନ୍ମମାଟି ବେଗୁନିଆ ଅଠରାଙ୍ଗ ଗାଁରେ ସହିଦ ହେମନ୍ତ ପଣ୍ଡାଙ୍କ ମରଶରୀର; ଆଜି ଗାର୍ଡ ଅଫ୍ ଅନର ସହ ହେବ ଶେଷକୃତ୍ୟ ସଂପନ୍ନ
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡାରେ କୃଷକ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜଳେଶ୍ୱର: ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବସ୍ତା ଥାନାରେ ଅଭିଯୁକ୍ତ ଅଟକ, ଅଭିଯୁକ୍ତର ଅଭିଯୋଗକ୍ରମେ ପୀଡ଼ିତାଙ୍କ ସ୍ୱାମୀ ବି ଅଟକ
କଶ୍ମୀରରେ ସହିଦ ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କୌଣସି ରାଜନୈତିକ ଦଳରେ ମିଶିବିନି କି ନିର୍ବାଚନ ଲଢ଼ିବି ନାହିଁ: ଶ୍ରୀକାନ୍ତ ଜେନା
ନୟାଗଡ଼: କାଳିଆ ଫର୍ମ ଯାଞ୍ଚକୁ ନେଇ ଗଣ୍ଡଗୋଳ, ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କର୍ମୀଙ୍କ ଆକ୍ରମଣରେ ଜଣଙ୍କ ମୁଣ୍ଡ ଫାଟିଲା, ଆହତ ବ୍ୟକ୍ତି ନଡ଼ିଆଳି ଗାଁର; ଥାନାରେ ଦେଲେ ଲିଖିତ ଅଭିଯୋଗ
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସିଏଚସିରୁ ଆମ୍ବୁଲାନ୍ସ ମିଳିଲାନି, ସିଏଚସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୁହାହେଲା ଯୁବକଙ୍କ ମୃତଦେହ, ଦୁର୍ଘଟଣାରେ ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା
ସୁପ୍ରିମକୋର୍ଟରେ ପୋଲାଭରମ ବିବାଦ ମାମଲା
ବାଲିଗୁଡ଼ା: ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ; ବେଲଘର ଥାନାରେ ଲିଖିତ ଅଭିଯୋଗ କଲେ ନାବାଳିକାଙ୍କ ପରିବାର
ନୂଅାଦିଲ୍ଲୀରେ ପୁଣି ଗର୍ଜିବେ ଶହ ଶହ ଚାଷୀ
ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ : ବିମାନବନ୍ଦରରେ ଅପରାଜିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
କଶ୍ମୀରରେ ସହିଦ ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜଳେଶ୍ୱର: ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବସ୍ତା ଥାନାରେ ଅଭିଯୁକ୍ତ ଅଟକ, ଅଭିଯୁକ୍ତର ଅଭିଯୋଗକ୍ରମେ ପୀଡ଼ିତାଙ୍କ ସ୍ୱାମୀ ବି ଅଟକ
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡାରେ କୃଷକ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍କ୍ଷେପଣ ହେବ
୩୧ରେ ଭୁବନେଶ୍ୱର ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍: ଅପରାହ୍ନରେ ଲୋୟର ପିଏମ୍ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ସାଧାରଣ ସଭାରେ ଯୋଗ ଦେବେ, ସୂଚନା ଦେଲେ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ଆବାହକ ଶଶିକାନ୍ତ ମିଶ୍ର
ଶିମିଳିପାଳରୁ ୨ ପୋଷା ହାତୀ ସାତକୋଶିଆ ଆସିବା ପ୍ରସଙ୍ଗରେ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ସନ୍ଦୀପ ତ୍ରିପାଠୀ କହିଲେ- ସୁନ୍ଦରୀ ସହ ପୋଷା ହାତୀଙ୍କୁ ଲିଙ୍କ୍ କରିବାର କାରଣ ନାହିଁ, ସୁନ୍ଦରୀକୁ ଏନ୍କ୍ଲୋଜରରୁ ବାହାରକୁ ଛଡ଼ା ଯିବା ନିଷ୍ପତ୍ତି ହୋଇନି, ହାତୀଙ୍କୁ ସାଧାରଣ ସୁରକ୍ଷା ପାଇଁ ଅଣାଯାଇଛି
ଜଗତସିଂହପୁର: କଟକ-ପାରାଦୀପ ରାସ୍ତାର ତରଜଙ୍ଗା ଠାରେ ବାଇକ୍ ଧକ୍କାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ କଟକ-ପାରାଦୀପ ରାସ୍ତା ଅବରୋଧ
ଭୁବନେଶ୍ୱରରେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ୍: ସେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସୂଚନା
ଉମରକୋଟ: ଝରିଗାଁ ବ୍ଳକ୍ ବଡ଼ଟେମରା ଗାଁରୁ ମାଟିତଳୁ ମୃତଦେହ ଉଦ୍ଧାର କଲା ପୁଲିସ୍; ୪ ଅଭିଯୁକ୍ତ ଗିରଫ, ଜମିଜମା ବିବାଦରୁ ସମ୍ପର୍କୀୟ ଭାଇ ମାରି ପୋତି ଦେଇଥିବା ଅଭିଯୋଗ
ବାଲେଶ୍ୱର: ଡକାୟତ ଗ୍ୟାଙ୍ଗ ଉପରେ ଚଢ଼ାଉ, ୫ ଡକାୟତ ଗିରଫ; ୨ଟି ଦେଶୀ ବନ୍ଧୁକ, ଲକ୍ଷାଧିକ ଟଙ୍କାର ଗହଣା ଓ ୨ ବାଇକ୍ ସହ ଟଙ୍କା ଜବତ, ଗିରଫ ଡକାୟତଙ୍କ ମଧ୍ୟରେ ଜଣେ ଇଂଜିନିୟରିଂ ଛାତ୍ର ଥିବା ସୂଚନା
ମୋହନା: ମୋହନା ଥାନା ଅନ୍ତରବା କନ୍ୟାଶ୍ରମ ହଷ୍ଟେଲ ଛାଡ଼ି ଚାଲିଗଲେ ୩୦ ଜଣ ଛାତ୍ରୀ; ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଥିବା ସୂଚନା, କାରଣ ଅସ୍ପଷ୍ଟ, ତଦନ୍ତ ପରେ ଜଣାପଡିବ ବୋଲି କହିଲେ ଡିଇଓ
ବଣାଇ: କୋଇଡ଼ା ଥାନା ଇନ୍ଦୁପୁରରେ ପରିବାରର ୫ ଜଣଙ୍କୁ ହତ୍ୟା ଘଟଣା; ୬ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା, ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ, ଶାବଳ ଜବତ
ଝାରସୁଗୁଡ଼ା: ବେହେରାମାଲ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର; ମୃତକ ବଡ଼ମାଲ ଥାନା ଦୂରମାଲ ଅଞ୍ଚଳର ସୂଚନା, ହତ୍ୟା ସନ୍ଦେହ
First
Prev
1622
1623
1624
1625
1626
1627
1628
1629
1630
1631
1632
Next
Last
© 2022 - Odisha Television Limited. All Rights Reserved.