ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଅାସନ୍ତାକାଲି ଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ
ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ପଦକ ଘୋଷଣା, ୨୬ ଜଣଙ୍କୁ ପୁଲିସ ସାହସିକତା, ୧୧ ଜଣଙ୍କୁ ମେରିଟୋରିୟସ ପଦକ, ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ଉଲ୍ଲେଖନୀୟ ସେବା ପଦକ
ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ପଦକ ଘୋଷଣା, ଓଡ଼ିଶାରୁ ମୋଟ ୩୯ ପୁଲିସ୍ କର୍ମଚାରୀ ପାଇବେ ପଦକ, ଏଥର ବି ଓଡ଼ିଶାରୁ କାହାରିକୁ ମିଳିଲାନି ରାଷ୍ଟ୍ରପତି ସାହସିକତା ପଦ
ଚିଟଫଣ୍ଡ ଠକେଇକୁ ନେଇ ନବୀନଙ୍କୁ ଟାର୍ଗେଟ୍ କଲେ ନିରଞ୍ଜନ ପଟ୍ଟନାୟକ: କହିଲେ- କୋଟି କୋଟି ଟଙ୍କା ଖାଇଗଲେ, ମୋଦିଙ୍କ ସହାୟତାରେ ନବୀନ ସିବିଆଇକୁ ମ୍ୟାନେଜ୍ କଲେ
ଦିଲ୍ଲୀ ପୁଲିସ୍ର ସମନ ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଲେ- ଏହା କେନ୍ଦ୍ର ସରକାରଙ୍କ ଚିଠି, ବିନା ତାରିଖ ଓ ନମ୍ବରରେ କେମିତି ଆସିଲା ? ମୋ ପାଖକୁ ଆସିନି, ଯାହା ଶୁଣିଛି ତଥ୍ୟ ଓ ସାକ୍ଷୀ ଦେବା ପାଇଁ କୁହାଯାଇଛି। ଅଭିଯୋଗ କେଉଁଠୁ ଆସିଲା ? ତାରିଖ କିମ୍ବା ନମ୍ବର ନଥିଲେ ଉତ୍ତର ଦେବିନି
ନବୀନ-ମୋଦି ଏକାଠି ଅଛନ୍ତି, ଗୋଟିଏ ରାସ୍ତାରେ ଚାଲୁଛନ୍ତି, ମୋଦିଙ୍କ ପ୍ରତି କଥାରେ ନବୀନ ତାଙ୍କୁ ସହଯୋଗ କରୁଛନ୍ତି: ରାହୁଲ ଗାନ୍ଧି
ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ ପରଲୋକ
ଓଡ଼ିଶାର ଶାସନ ପ୍ରଣାଳୀକୁ ସମାଲୋଚନା କଲେ ରାହୁଲ ଗାନ୍ଧି, କହିଲେ- ଓଡ଼ିଶାରେ ଅମଲାତାନ୍ତ୍ରିକ ଏକଛତ୍ରବାଦ ଚାଲିଛି, ନବୀନ ଏଠାରେ ଏକପ୍ରକାର ଏକଛତ୍ରବାଦୀ ଶାସନ ଚଳାଇଛନ୍ତି, ଓଡ଼ିଶା ଲୋକଙ୍କୁ ଏହି ଜଣତନ୍ତ୍ର ଏକଛତ୍ରବାଦରୁ ମୁକ୍ତିଦେବା ଲକ୍ଷ୍ୟ
କାଳିଆ ଯୋଜନା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ, ଓଡ଼ିଶା ଅର୍ଥନୀତିର ବିକାଶରେ ମାଇଲଖୁଣ୍ଟ ହେବ, ଏହାଦ୍ୱାରା ଆପଣଙ୍କ ଚାଷବାସ, ପରିବାରର ଉନ୍ନତି ହେବ, କାଳିଆ ସାରା ଦେଶକୁ ଏକ ନୂଆ ଦିଶା ଦେଖାଇବ
କାଳିଆ ଯୋଜନା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ଆପଣମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି, ଆପଣମାନେ ଦେଉଥିବା ଚାଉଳ, ପରିବା ମହାପ୍ରସାଦରେ ଲାଗୁଛି, ସେଥିପାଇଁ ଏହି ଯୋଜନାର ନାମ କାଳିଆ ରଖିଲି
ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ରାହୁଲ ଗାନ୍ଧି: କହିଲେ- ଆର୍ଥିକ ଅଗ୍ରଗତି ହେଉଛି ବୋଲି କେନ୍ଦ୍ର ସରକାର କହୁଛନ୍ତି, ଅଗ୍ରଗତି ଯଦି ହେଉଛି, ନିଯୁକ୍ତି ସୁଯୋଗ କାହିଁକି ନାହିଁ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ; ଜାଣନ୍ତୁ କେଉଁ ପୁଲ୍ରେ କେଉଁ ଟିମ୍ ରହିଛି
ପୁରୀରେ ‘କାଳିଆ’ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ରାହୁଲ ଗାନ୍ଧି, କହିଲେ- ହଠାତ ନବୀନ ପଟ୍ଟନାୟକଙ୍କ ନିଦ ଭାଙ୍ଗିଗଲା, କ୍ଷମତାକୁ ଆସିବାର ଦୀର୍ଘବର୍ଷ ପରେ ଚାଷୀଙ୍କ କଥା ମନେପଡ଼ିଲା, ଆମେ ଛତିଶଗଡ଼ରେ ଋଣ ଛାଡ଼ କରିବାରୁ ତାଙ୍କ ନିଦ ଭାଙ୍ଗିଲା, ଛତିଶଗଡ଼ରେ ଧାନ ଏମଏସପି ବଢ଼ିବାରୁ ସେ ଚେଇଁ ଉଠିଲେ
ଆନ୍ତଃରାଜ୍ୟ ଗୋ ଚାଲାଣ ରାକେଟର ମାଷ୍ଟର ମାଇଣ୍ଡ ତାଜଉଦ୍ଦିନ ଓ ତା’ ସହଯୋଗୀକୁ ଭଦ୍ରକରୁ ଗିରଫ କଲା କଟକ କମିଶନରେଟ୍ ପୁଲିସ୍, ଗତବର୍ଷ ପୁଲିସ ଗାଡ଼ିକୁ ଧକ୍କା ଦେଇ ଫେରାର ହୋଇଥିଲା ତାଜଉଦ୍ଦିନ୍
କଂଗ୍ରେସ ଗଣତାନ୍ତ୍ରିକ ବିଚାରଧାରା ଉପରେ ବିଶ୍ୱାସ କରେ, ସରକାର ଉପରେ ଆରଏସ୍ଏସର ସିଧାସଳଖ ପ୍ରଭାବ ରହୁଛି, ମଧ୍ୟବିତମାନଙ୍କ ଉନ୍ନତି ପାଇଁ କଂଗ୍ରେସ ସର୍ବଦା ଧ୍ୟାନ ଦେଇଛି: ରାହୁଲ ଗାନ୍ଧି
ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ଓଡ଼ିଶା ପଛରେ ପଡ଼ିବାର ମୁଖ୍ୟ କାରଣ କଂଗ୍ରେସ, ରାଜ୍ୟରେ ଲମ୍ବା ସମୟ ଯାଏ କ୍ଷମତାରେ ଥିଲା କଂଗ୍ରେସ, ଏହାସତ୍ତ୍ୱେ ଓଡ଼ିଶାକୁ ତା’ର ଅଧିକାର ମିଳିଲାନି
ଓଡ଼ିଶାର ଗୌରବମୟ ଇତିହାସର ସ୍ମରଣ କଲେ ରାହୁଲ ଗାନ୍ଧି, କହିଲେ- ଓଡ଼ିଶା ହେଉଛି ସେହି ମାଟି, ଯାହା ଜଣେ ଶାସକକୁ ନିରସ୍ତ୍ର କରିଥିଲା, ରକ୍ତପାତ କରିବାକୁ ଆସିଥିବା ଶାସକର ପ୍ରକୃତି ପରିବର୍ତ୍ତନ କରିଥିଲା
ଚୂଡ଼ାନ୍ତ ହୋଇପାରିଲାନି ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନାମ
କୁନି ପିଲାଙ୍କୁ ବସ୍ତାନୀ ବୋଝ ଓ ହୋମ୍ଓ୍ୱାର୍କ ଚାପ କମାଇବାକୁ କେନ୍ଦ୍ରର ଗାଇଡ୍ଲାଇନ୍ସ
ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାଳିଆ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ
ଭୁବନେଶ୍ୱରରେ ପହଞ୍ଚିଲେ ଏ.ଅାର୍. ରେହମାନ୍
ଭୁବନେଶ୍ୱର: ପଟିଆ ବିଗ୍ ବଜାର ଛକରୁ ୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କଲା କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ, ଜଣେ ବିଟେକ୍ ଛାତ୍ର ଗିରଫ
ରାହୁଲଙ୍କ ସମାବେଶରେ କଂଗ୍ରେସରେ ମିଶିବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ
ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ
First
Prev
1623
1624
1625
1626
1627
1628
1629
1630
1631
1632
1633
Next
Last
© 2022 - Odisha Television Limited. All Rights Reserved.