ସଂକ୍ଷେପରେ ଆଜିର ତାଜା ଖବର - Sunday, 16 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Mahabharat Story: ବ୍ୟଭିଚାରୀ ଜ୍ୱାଇଁ ଓ ପାଞ୍ଚ ବେଣ୍ଟିଆ ରାଜା କଥା

କାହିଁକି ଦ୍ରୌପଦୀଙ୍କୁ ଖୋଜି ଖୋଜି ବଣକୁ ଆସିଥିଲେ ସିନ୍ଧୁ ନରେଶ ଜୟଦ୍ରଥ? କୋଉ ପାପ ଥିଲା ତାଙ୍କ ମନରେ? କ'ଣ କହିଲେ ସେ ଦ୍ରୌପଦୀଙ୍କୁ? କାହିଁକି ଅର୍ଜୁନ ତୀର ମାରି ଜୟଦ୍ରଥଙ୍କ ରଥ ଭାଙ୍ଗିଲେ? ଭୀମଙ୍କ ଗଦା ପ୍ରହାରରୁ କାହିଁକି ତାଙ୍କୁ ବଞ୍ଚେଇଲେ ଯୁଧିଷ୍ଠିର? ଏମିତି ଆହୁରି ଘଟଣା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ । More

Ramakanta Rath Passes Away: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ରମାକାନ୍ତ ରଥ ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ଏହାପରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। More

Special Story: ହୁତୁ ହୁତୁ ହୋଇ ଜଳୁଥିଲା ଜଙ୍ଗଲ, ବଞ୍ଚାଇ ଦେଲେ ମାଆ ଓ ଝିଅ

ହଠାତ ହୁ ହୁ ହୋଇ ଜଳି ଉଠିଲା ଜଙ୍ଗଲ। ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିବାକୁ ଲାଗିଲା। ଗାଁ ଆଡ଼କୁ ମାଡ଼ି ଆସୁଥିଲା କାଳଅଗ୍ନି। ହେଲେ ବଞ୍ଚାଇଦେଲେ ମାଆ ଝିଅ। ଜାଣନ୍ତୁ କେମିତି... More

holi celebration by political leaders: ହୋଲି ଖେଳିଲେ ୩ ରାଜନୈତିକ ଦଳର ସଦସ୍ୟ

ବିଜେପି ଶିବିର ଉତ୍ସାହିତ ଥିଲା, ନୂଆ ମଙ୍ଗୁଆଳ ଆସିବା ପରେ ଚଳଚଞ୍ଚଳ ଥିଲା କଂଗ୍ରେସ କ୍ୟାମ୍ପ। ହେଲେ ଖୁସି ମଉଜର ପର୍ବ ଭିତରେ ଖାଁ ଖାଁ ଥିଲା ଶଙ୍ଖ ଶିବିର। More

Holi Horror: ରକ୍ତରେ ଲାଲ୍ ହେଲା ହୋଲି ମଉଜ, ୩ ସହରରେ ଗଡ଼ିଲା ୪ ମୁଣ୍ଡ

୩ ସହର ୪ ମର୍ଡର । ରଙ୍ଗର ପର୍ବରେ ହଣାକଟା । ରଙ୍ଗ ବଦଳରେ ବୋହିଲା ରକ୍ତ । ଭୁବନେଶ୍ବର-ସମ୍ବଲପୁର-ବ୍ରହ୍ମପୁର । ପୂର୍ବ ଶତ୍ରୁତା, ପୂର୍ବ ଯୋଜନା ଆଉ କିଛି କଥା କଟାକଟିରେ ଗଡ଼ିଛି ମୁଣ୍ଡ । More

Stone Mafia: ବାହାରକୁ କାଜୁ ବଗିଚା, ଭିତରେ ଚାଲୁଛି ପଥର ଖଣି

ଲୁଟ୍ ତ ଲୁଟ୍ । ଦିନରେ ବି ଲୁଟ୍ ରାତିରେ ବି ଡବଲ୍‌ ଲୁଟ୍ । ବାହାରକୁ ଦେଖିଲେ କାଜୁ ଜଙ୍ଗଲ କିନ୍ତୁ ଭିତରେ ଚାଲିଛି ମାଫିଆଙ୍କ ମାଙ୍କଡ଼ା ପଥର ଲୁଟ୍ । କି ଦିନ କି ମାସ, ବର୍ଷ ବର୍ଷ ଧରି ଏମିତି ମାଫିଆଙ୍କ ମନମାନିରେ ଲୁଟ୍ ହେଉଛି ଖଣିଜ । More

Holi Fever: ପୁରପଲ୍ଲୀରୁ ସହର, ରଙ୍ଗର ପର୍ବରେ ସମସ୍ତେ ସାମିଲ

ଫଗୁଣର ଫଗୁରେ ରଂଗୀନ ପୁରା ପରିବେଶ। ରଙ୍ଗମୟ ସାରା ରାଜ୍ୟ। ପିଲାଠୁ ବଡ଼ ସମସ୍ତେ ମସଗୁଲ ହୋଲି ଖେଳରେ। ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା। More

34 Crores Down the Drain: ଆଦିବାସୀଙ୍କ ଉନ୍ନତି ନାଁରେ କେମିତି ୩୪ କୋଟି ଚଳୁ କଲା ରାଜା ଚକ୍ର ? ଗ୍ରାଉଣ୍ଡ ଜିରୋର ତଥ୍ୟ ବଖାଣୁଛି ମହାଲୁଟର ବାସ୍ତବତା

କ୍ରାଇମବ୍ରାଞ୍ଚ ଡିଜିଙ୍କ ଆଖି ତରାଟିଲା ଭଳି ଏ ତଥ୍ୟ ଏଇଥି ପାଇଁ ଶହେ ପ୍ରତିଶତ ଠିକ୍ । କାରଣ ଗ୍ରାଉଣ୍ଡ ଜିରୋରେ ହିଁ ଚିତ୍ର ଗୋଟି ଗୋଟି କରି ବୟାନ କରୁଛି ମହାଲୁଟର ବାସ୍ତବତା । ପାରିପାର୍ଶ୍ବିକ ଉନ୍ନତିର ଏଠି ଚିହ୍ନବର୍ଣ୍ଣ ନାହିଁ । More