ସଂକ୍ଷେପରେ ଆଜିର ତାଜା ଖବର - Tuesday, 19 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Fake Baba: ଭକ୍ତି ନାଁରେ ନାବାଳକକୁ ଭଗବାନ ସଜାଇ ଚାଲୁଥିଲା ଭାଣ୍ଡାମୀ, ସାମ୍ନାକୁ ଆସିଲା ଡାଏରୀ !

ରହସ୍ୟ ବଢ଼ାଇଲା ଆଶ୍ରମ ପରିସରରୁ ମିଳିଥିବା ନୀଳ ଡାଏରୀ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଏହି ଘଟଣା ଉପରେ ନଜର ରଖିଛୁ । More

Paddy Procurment: ଏଥର ମନମାନି, କଟନି ଛଟନି ଓ ଦଲାଲଙ୍କୁ କରାଯିବ ସାବାଡ୍ !

୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା । ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ପରଖିଲେ ଯୋଗାଣ ମନ୍ତ୍ରୀ । More

Fly Ash Hill: ଲୋକଙ୍କ ସ୍ୱାର୍ଥକୁ ଭୁଲି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା! ପୋତା ଚାଲିଛି ଶିଳ୍ପାନୁଷ୍ଠାନ ପାଉଁଶ

ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ୯୦ ଦଶକରେ ବିକ୍ରି ହୋଇଥିବା ପ୍ଲଟରେ ଫିଲିଂ ନାଁରେ ପକାଉଛି ଫ୍ଲାଏ ଆଶ୍ । More

Capital Hospital: ବଢିବ ଆଇସିୟୁ ବେଡ୍, ଚାଲୁହେବ ମିଶନ ଶକ୍ତି କାଫେ

କ୍ୟାପିଟାଲ ହସପିଟାଲରେ ବଢିବ ଆଇସିୟୁ ବେଡ୍ । ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସପିଟାଲ । More

Panchang Today 19th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର । ଇଂରାଜୀରେ ୧୮ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

OTV: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200ରେ ସ୍ଥାନ ପାଇଥିବାରୁ ଗର୍ବିତ କହିଲେ MD ଜଗି ମଙ୍ଗତ ପଣ୍ଡା

ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଭିକୁ ମିଳିଲା ସମ୍ମାନ । ଯୋଗଦେଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । More

Vigilance Raid in Odisha: ରାଜ୍ୟ ଭିଜିଲାନସର ଟ୍ରିପଲ୍ ଧମାକା, ଜାଲରେ ଉପଜିଲ୍ଲାପାଳ – DGM - ଡାକ୍ତର

କେଜିଏ ସୁନା ଗହଣା, ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ଦାମୀ ପ୍ଲଟ୍ ଓ ଫ୍ଲାଟ୍ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଦିନରେ ତିନି ତିନି ଜଣ ସରକାରୀ ବଡ଼ ବାବୁଙ୍କ ଘରୁ ଆଜି ଏମିତି ଆଖି ତରାଟିଲା ଭଲି ସଂପତ୍ତି ଠାବ କରିଛନ୍ତି ଭିଜିଲାନ୍ସ । More

Odia IAS : ସଞ୍ଜୀବ ମିଶ୍ରଙ୍କ ପରେ ମନୋଜ ସାହୁ, ଓଡ଼ିଶା ଆସିବେ ଦକ୍ଷ ଓଡ଼ିଆ IAS

ସଞ୍ଜୀବ ମିଶ୍ରଙ୍କ ପରେ ମନୋଜ ସାହୁ । ସପ୍ତାହକରେ ଓଡ଼ିଶାକୁ ଆସିଲେଣି ଦୁଇ IAS ଅଫିସର । More

Heart Attack: ୧୨୦ ମିନିଟ୍ ଧରି ହାର୍ଟବିଟ୍ ବନ୍ଦ ! ତଥାପି ବଞ୍ଚିଗଲା ଜୀବନ

ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ହୃତପିଣ୍ଡ ଜମାରୁ କାମ କରୁ ନଥିଲା । More

Samir Dey: ପରଲୋକରେ ସମୀର ଦେ, କଟକରୁ ୩ ଥରର ବିଧାୟକ

ଚିକିତ୍ସାଧୀନ ଅବସ୍ଥାରେ କଟକର ଘରୋଇ ହସ୍ପିଟାଲରେ ଦେହାନ୍ତ । ସମୀରଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା । More