ସଂକ୍ଷେପରେ ଆଜିର ତାଜା ଖବର - Monday, 11 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Nursing Dress Code: ନର୍ସଙ୍କ ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ

ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର । More

Panchang Today 11th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

Women To Offer Millet to Goddess Lakshmi: ମାଣବସା ଗୁରୁବାରରେ ଲାଗିହେଉ ମାଣ୍ଡିଆ ଭୋଗ, ପୁଷ୍ଟିଶସ୍ୟ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ପୁଣି ଥରେ ଖାଇବା ଥାଳିର ବୈଭବ ବଢ଼ାଇବ ବିସ୍ମୃତ ଖାଦ୍ୟ। ପାଟିକୁ ସୁଆଦ ଦେବ, ଶରୀରକୁ ସୁସ୍ଥ ରଖିବ ମିଲେଟ୍ ବା 'ପୁଷ୍ଟିଶସ୍ୟ'। More

Satakoshia Tiger Reserve: ସାତକୋଶିଆ କୋର୍ ଏରିଆରେ OTV; ବାଘଶୂନ୍ୟ ସାତକୋଶିଆରେ କେମିତି ହେବ ମହାବଳ ବଂଶ ବିସ୍ତାର ?

୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ।  More

Suspicion Grows in Love Jihad Case: ଲଭ୍ ଜିହାଦ୍ ମାମଲାରେ ବଢୁଛି ନାନା ଶଙ୍କା; ଆତଙ୍କୀ ଲିଙ୍କରେ ରହି ଅଭିଯୁକ୍ତ ଭିଆଉଥିଲା କି ସାଇବର୍ ଅପରାଧ ?

ଲଭ୍ ଜିହାଦ୍ ଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତ ମହମ୍ମଦ୍ ସମୀର୍ ମନସୁରର ରହିଛି କି ଆତଙ୍କୀ ଲିଙ୍କ୍ ? ଜାମ୍ମ-କାଶ୍ମୀରରୁ ଜଗତସିଂହପୁର ଭାୟା ବିହାର । ଚଳାଇ ଆସୁଥିଲା କି ସାଇବର୍ ଅପରାଧର ନେଟୱର୍କ ? More

Kandhamal Mango Kernel Tragedy: କାହିଁକି ବଦଳିଲେ ଖାଦ୍ୟ ଯୋଗାଣ ସଚିବ ? ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନା ଅନ୍ୟ କିଛି କାରଣ..

ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ । ହେଲେ କାହିଁକି? କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଏହା ପଛର କାରଣ କି? More

Child Theft Scandal In Balasore: ଛୁଆ କାହାର ? କେଉଁଠୁ ଆସିଲା ? ତଦନ୍ତ କରୁଛି ପୋଲିସ

ବାଲେଶ୍ୱର ଜିଲ୍ଲା ରେମୁଣା ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁ ପୁତ୍ର ଉଦ୍ଧାର ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । More