ସଂକ୍ଷେପରେ ଆଜିର ତାଜା ଖବର - Monday, 08 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବେପରୁଆଙ୍କୁ IEMS ଛାଟ; ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବ AI

ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ, ହିଟ ଆଣ୍ଡ ରନ ଘଟାଉଥିବା ଗାଡି ଗୁଡିକୁ AI ଜରିଆରେ କ୍ୟାପଚର କରିବ କ୍ୟାମେରା। More

ପୁଣି BJD ରେ ପାଣ୍ତିଆ‌ନ୍‌ଙ୍କ ଦବଦବା ! ବ୍ୟୁରୋକ୍ରାଟ୍ ପରେ କର୍ପୋରେଟ୍ ଭରସାରେ ନବୀନ

ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି! ବିନା ସମୀକ୍ଷାରେ ଦଳ କଲା ସଙ୍ଗଠନର ପୁନର୍ବିନ୍ୟାସ। ଆଉ ସେଥିରେ ପୁଣି କୋଟେରୀ ଗ୍ରୁପ ହାତରେ କ୍ଷମତା। More

ଦ୍ୱିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଆଜି ରଥ ଉପରେ ଦର୍ଶନ ଦେବା ସହ ଆସନ୍ତାକାଲି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। More

ତେଜିଲା ଦେବାଶିଷ-ପ୍ରଭାତ କଳି; BJD ର ପରାଜୟ ପରେ ଦୁଇ ନେତାଙ୍କ ବୟାନବାଜି

ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ। More

ଗୀତରେ ଭକ୍ତର ଭାବନା; ବାପାକୁ ଭଲ ଲାଗିଲାନି ପୁଅର ନାଁ, କାଳିଆକୁ ପଚାରିଲା…

‘ତରଙ୍ଗ ମ୍ୟୁଜିକ୍‌’ର ନୂଆ ଭବନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଗୀତ କହୁଛି ଭକ୍ତର ଭାବନା। More

ଶରଧାବାଲିରେ ତିନିରଥ; ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି। More

ଆରମ୍ଭ ହେଲା ରଥଟଣା, ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ରଥ

ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ। More

ମହୋଦଧି କୂଳରେ କଲେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି

ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । More

ରତ୍ନବେଦୀରୁ ଜନ୍ମବେଦୀ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ । More

ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା; ସନ୍ତୃପ୍ତ ମିଶ୍ର ହେଲେ ନବୀନଙ୍କ ରାଜନୈତିକ ସଚିବ

ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି। More

ଏଥର ଦୁଇ ଦିନିଆ ରଥ ଟଣା; ବାଟରେ ଅଟକିଲେ ତିନି ଠାକୁର

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ। More

୫୩ ବର୍ଷ ପରେ ବିରଳ ରଥଯାତ୍ରା: ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ, ଛେରାପହଁରା କଲେ ଗଜପତି

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ। More

ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ; ଭକ୍ତିରେ ବିଭୋର ହେଲେ ମହାମହିମ...

ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର... More

ପଦ୍ମକେଶରୀପୁରରେ ପୁଣି ଗୋଷ୍ଠୀ ସଂଘର୍ଷ; ପୁରୁଷ ଶୂନ୍ୟ ଗାଁ, କାହା ଛତ୍ରଛାୟାରେ ଚାଲିଛି ସୁଧ ବେପାର ?

ଗତବର୍ଷେ ଧରି ପଦ୍ମକେଶରୀପୁର ରକ୍ତରଂଜିତ ହେଉଥିବାବେଳେ କାହିଁକି ହୋଇପାରୁନି ଏହାର ସ୍ଥାୟୀ ସମାଧାନ? କାହା ଛତ୍ରଛାୟାରେ ରହି ସୁଧ ବେପାର ଚଳାଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ ? ସେନେଇ ଲାଗିରହିଛି ନାନା ଚର୍ଚ୍ଚା। More