ସଂକ୍ଷେପରେ ଆଜିର ତାଜା ଖବର - Saturday, 29 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗାଁର ନିଛକ ପ୍ରେମକୁ ବାଣ୍ଟିବ ‘ସମାପାଜୁର ରଘୁ’

ତରଙ୍ଗ ସିନେ ପ୍ରଡକ୍ସନ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛି ଏହାର ନୂଆ ଫିଲ୍ମ ‘ସମାପାଜୁର ରଘୁ’। ଏକ ଭିନ୍ନ ଧରଣରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ତେବେ ଜାଣନ୍ତୁ କେବେ ଓ କେତେବେଳେ ହେବାକୁ ଯାଉଛି ରିଲିଜ୍। More

ମହାନଦୀରେ ବୁଲୁଛି କୁମ୍ଭୀର

କଟକ ମହାନଦୀ ରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି... More

ସେତେବେଳେ ଅଣଦେଖା କଲେ, ଏବେ ପ୍ରଚାର କରିବାରେ ହେଉଛି ଅସୁବିଧା

ପ୍ରଚାର ମଇଦାନରେ ନେତା । ଗାଁକୁ ଗାଁ ବୁଲି, ଘରକୁ ଘର ଯାଇ ଭୋଟ୍ ଭିକ୍ଷା କାରୁଛନ୍ତି । ହେଲେ ଯେଉଁ ଗାଁକୁ ବି ନେତା ଯାଉଛନ୍ତି ସେଇଠି କେବଳ ଗୋଟିଏ ଚର୍ଚ୍ଚା ମୋବାଇଲ୍ ନେଟ୍‌ୱାର୍କ । More

ଷ୍ଟୁଡିଓରେ ନିର୍ବାଚନୀ ଉଷ୍ମତା, କଳାକାରଙ୍କୁ ଆଶ୍ୱସ୍ତି ! ଭୋଟରଙ୍କ ମନ ଜିଣିଲା ଭଳି ପ୍ରସ୍ତୁତ ହେଉଛି ଗୀତ

ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା । More

ଥମିନି OBC ରାଜନୀତି, ଭୋଟ ହାତେବାକୁ ସବୁ ଦଳ ଚଳାଇଛନ୍ତି ଫନ୍ଦିଫିକର

୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । More