ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଫେରାଇଦେଲେ ୧୦ ଲକ୍ଷ ଟଙ୍କାର ସ୍ମାର୍ଟଫୋନ୍ ଭର୍ତ୍ତି ପେଟି

୧୧ଟି କାର୍ଟୁନ ବା ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ପଡିଥିଲା। More

ଦଶମ ଓ ଦ୍ୱାଦଶରେ ଅଫଲାଇନ୍ ପରୀକ୍ଷାକୁ ନେଇ ତେଜିଲାଣି ଅସନ୍ତୋଷ

ଦଶମ ଓ ଦ୍ୱାଦଶରେ ହେବ ଅଫଲାଇନ୍ ପରୀକ୍ଷା । ଏନେଇ ସଂକେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେପଟେ ପରୀକ୍ଷା କରାଇବା ନିଷ୍ପତ୍ତିକୁ ନେଇ କିନ୍ତୁ ଏବେଠୁ ତେଜିଲାଣି ଅସନ୍ତୋଷ । କିଛି ଛାତ୍ରଛାତ୍ରୀ ଅଫ୍ ଲାଇନ୍ ପରୀକ୍ଷାକୁ ସ୍ୱାଗତ କରିଥିବାବେଳେ ଆଉ କିଛି ଦ୍ୱାଦଶ ଶ୍ରେଣୀ ପିଲା ଫାଇନାଲ୍ ପରୀକ୍ଷା ନକରି କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ମାର୍କ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି । More

ସରପଞ୍ଚ ପଦ ପାଇଁ ମୈଦାନରେ ମୁହାଁମୁହିଁ ଦୁଇ ସଉତୁଣୀ !

ଭୋଟ୍ ପାଇଁ ବାଜିରେ ଲାଗିଛି ସମ୍ପର୍କ, ପଞ୍ଚାୟତ ଦଖଲ ପାଇଁ ଝାଳବୁହା ସଂଘର୍ଷ। More

ଜାଲ୍ ସାର୍ଟିଫିକେଟ ଦେଇଥିବା ପିଲାଙ୍କ ଆଡମିଶନ ରଦ୍ଦ ପାଇଁ ନିର୍ଦ୍ଦେଶ

ଆରଟିଆଇ ତଥ୍ୟରୁ ଏହା ଜଣାପଡ଼ିବା ପରେ, କଲେଜରେ ଛାତ୍ର ଅଶାନ୍ତି ତୀବ୍ର ହୋଇଥିଲା More

"ଏଇଟା ରାଜଧାନୀ ନା ଲୁଟେରାଙ୍କ ହବ୍‌"

ଲଗାତାର ୫ ଦିନ ଧରି ରାଜଧାନୀର ବିଭିନ୍ନ ଦୋକାନରୁ ଲୁଟି ନେଲେଣି ଲୁଟେରା । କେବେ ମେଡ଼ିସିନ ଦୋକାନ ତ, ଆଉ କେବେ ଗ୍ରୋସେରୀ ଦୋକାନ, ଏଥିପାଇଁ ରାଜଧାନୀର ବ୍ୟବସାୟୀମାନେ ଛାନିଆ ହୋଇପଡିଛନ୍ତି । More