ସଂକ୍ଷେପରେ ଆଜିର ତାଜା ଖବର - Thursday, 20 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ହାରିଲା ଭାରତ

୨୯୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। More

ସବୁଠି ମାଳମାଳ ଆଶାୟୀ, ଅକଳରେ ନେତା

ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଟାଣୁଆ ବିଧାୟକମାନେ ମଧ୍ୟ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ନିଜେ ଘୋଷଣା କରୁଥିବା ଦେଖିବାକୁ ମିଳୁଛି। More

ମଶାଣିରେ ଚେଇଁ ଉଠିଲା ମୃତ ଘୋଷିତ ଶିଶୁ

ପରିବାର ଲୋକେ ଛୁଆକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଛନ୍ତି। More

ସେବେ ପୋସ୍କୋ ଏବେ ଜିନ୍ଦଲ: ପୁଣିଥରେ ରକ୍ତରଞ୍ଜିତ ହେବ କି ଢିଙ୍କିଆ ?

ପୋଲିସର ଜୁଲମ୍ ଦେଖନ୍ତୁ, ଅସଭ୍ୟ ଭାଷାରେ ଗାଳିଦେଲେ, ବାଡାଇଲେ, ଆଉ ବୁଟ୍ ପିନ୍ଧି ଗୋଡ ଉପରେ ଚଢିଗଲେ । ଢିଙ୍କିଆରେ ଏ ୧୬ ବର୍ଷର ନାବାଳିକା ଝିଅ ପ୍ରତି କୁଆ଼ଡେ ଏମିତି ନିର୍ଦ୍ଦୟ ହୋଇପଡ଼ିଥିଲା ପୋଲିସ ୨ ଦିନ ପରେ ବି ନା ବଥା କମିଛି ନା କଷ୍ଟ । More

କେଉଁ ବର୍ଗର ପିଲାଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ?

ଅନ୍ୟ ଟିକା କେବଳ ସଂପୃକ୍ତ ରୋଗ ରୋକିବନି, କରୋନାକୁ ବି ତଡ଼ିବ। More