ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା

ପାରାଦୀପ ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ଦେଖାଦେଇଛି ।

Excitement again in Dhinkia

News Summary

ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା 

ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା

ପାରାଦୀପ: ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ଦେଖାଦେଇଛି ।

କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା । ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ମାଡ଼ ଅଭିଯୋଗ । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ।

 ସୂଚନା ଅନୁସାରେ  ପୂର୍ବରୁ ଢିଙ୍କିଆରୁ ଭୋଟ୍‌ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯା‌ଇଥିଲା। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । 

 ପୂର୍ବରୁ ଗାଁରେ ଭୋଟ୍‌ କରାଇବାକୁ ଭୋଟର ଦାବି କରିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଆପତ୍ତି ଜଣାଇଥିଲେ। ଜିଲ୍ଲା ପରିଷଦ ପ୍ରାର୍ଥୀ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଳ କରି ଢିଙ୍କିଆର ୬ଟି ଯାକ ଓ୍ୱାର୍ଡର ଭୋଟରଙ୍କ ପାଇଁ ପଡୋଶୀ ଗ୍ରାମ ତ୍ରିଲୋଚନପୁର, ପାଟଣା ଏବଂ ମାହାଳରେ ବୁଥ୍ କରାଯାଇଥିଲା ।  ଏହାକୁ ନେଇ ଏରସମା ବ୍ଲକ ନିର୍ବାଚନ ଅଧିକାରୀ ପବ୍ଲିକ୍ ନୋଟିସ୍ ଜାରି କରିଥିଲେ।